କେଉଁ ମନ୍ତ୍ରୀ କରିବେ କେଉଁ ସ୍ଥାନରେ ପତାକା ଉତ୍ତୋଳନ ? ତାଲିକା ଜାରି କଲା ଗୃହ ବିଭାଗ techguruodia


ଭୁବନେଶ୍ୱର ୨୧।୦୧ : ଜାନୁଆରୀ ୨୬ ସାଧାରଣ ଦିବସ ଅବସରରେ କେଉଁ ସ୍ଥାନରେ କିଏ କରିବ ପତାକା ଉତ୍ତୋଳନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ତାଲିକା । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କେଉଁ ସବୁ ମନ୍ତ୍ରୀ ପତାକା ଉତ୍ତୋଳନ କରିବ । ଆସନ୍ତୁ ଜାଣିବା ପୁରା ତାଲିକା…

କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସୁନ୍ଦରଗଡ଼ରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ପୁରୀରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୋନପୁରରେ ମନ୍ତ୍ରୀ ଉଷା ମନ୍ତ୍ରୀ, କେନ୍ଦୁଝରରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ,

The post କେଉଁ ମନ୍ତ୍ରୀ କରିବେ କେଉଁ ସ୍ଥାନରେ ପତାକା ଉତ୍ତୋଳନ ? ତାଲିକା ଜାରି କଲା ଗୃହ ବିଭାଗ appeared first on Prameya News7.



Leave a Comment