ନୀଳଗିରିରେ ଅଜଣା ରୋଗ ଆତଙ୍କ, ମରୁଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ techguruodia


ନୀଳଗିରି ୨୦/୦୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତରେ ଅଜଣା ରୋଗ ଆତଙ୍କ । ମରୁଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଯାଇଛି ।

ଖବର ଅନୁଯାୟୀ, ଶନିବାର ଦିନ ଜମୁଡିହା ଅଞ୍ଚଳର ଏକ ସିମୁଳି ଗଛରୁ ଗୋଟେ ପରେ ଗୋଟିଏ ପକ୍ଷୀ ମରି ତଳକୁ ଖସିଥିଲେ। ଗ୍ରାମବାସୀ ପ୍ରଥମେ ଏହା ଦେଖି କିଛି ବୁଝି ପାରୁନଥିଲେ। ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଦେଖି ଭୟଭୀତ ହୋଇପଡିଛନ୍ତି। କେଉଁ ଅଜଣା ରୋଗ ଯୋଗୁଁ ପକ୍ଷୀ ମଡ଼କ ହେଉଥିବା ଅନୁମାନ କରାଯାଉଛି।




Leave a Comment