ବାଇକ୍‌ ଉପରେ ମାଡିଗଲା ଟ୍ରକ୍‌, ଚାଲିଗଲା ତିନି ଜୀବନ techguruodia


ଭଦ୍ରକ ୨୧।୦୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌ ଉପରେ ମାଡିଗଲା ଟ୍ରକ । ଆଖି ପିଛୁଲାକେ ଚାଲିଗଲା ତିନି ଜୀବନ । ଭଦ୍ରକ ଜିଲ୍ଲା ରାଣୀତାଲ ସ୍ଥିତ ଏକ କଲେଜ ସମ୍ମୁଖରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସଙ୍କ ଭିଡ ଦେଖିବାକୁ ମିଳିଛି ।   

ଖବର ଅନୁଯାୟୀ,




Leave a Comment