ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବିନିକା ଅଞ୍ଚଳରେ ନାମ ସଙ୍କୀର୍ତ୍ତନ ସହ ପୂଜା ପାଠ techguruodia

[ad_1]

ବିନିକା ୨୨।୧: ଅଯୋଧ୍ୟା କାହିଁକି ଆଜି ସାରା ଭାରତ ରାମମୟ ହୋଇପଡିଛି ପରିବେଶ l ଚାରିଆଡ଼େ ଭକ୍ତିମୟ ପରିବେଶ ଆଧ୍ୟାତ୍ମିକ ପରିବେଶରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଯାଇଛି l ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଚାରିଆଡେ ନାମଯଜ୍ଞ, ମନ୍ତ୍ରପାଠ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l ସମସ୍ତେ ଆଜିର ଦିନକୁ ଅପେକ୍ଷା କରିଥିଲେ l

ବିନିକା ଅଞ୍ଚଳର ଗାଁ ଗୁଡ଼ିକରେ ନାମ ସଙ୍କୀର୍ତ୍ତନ ସହ ପୂଜା ପାଠ ଚାଲିଛି l ଅଯୋଧ୍ୟାରେ ଯେଉଁ ଭାବରେ, ଭକ୍ତି ବଳରେ ପରିବେଶ ସୃଷ୍ଟି ହୋଇଛି ଠିକ୍ ସେହିଭଳି ଗାଁ ଗୁଡ଼ିକରେ ମଧ୍ୟ ସୃଷ୍ଟି ହୋଇଛି l

You Can Read :



[ad_2]

Leave a Comment