୨୭ରେ ହେବ ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଯଜ୍ଞରେ ଅର୍ଘ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ techguruodia


ସମ୍ବଲପୁର: ଆସନ୍ତା ୨୭ ତାରିଖରେ ହେବ ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଆଉ କାର୍ଯ୍ୟକ୍ରମ ଅନୁଯାୟୀ, ୨୨ ତାରିଖରେ ସମଲେଇ ମନ୍ଦିରରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହେବା। ୨୬ ତାରିଖରେ କଳସ ଯାତ୍ରା ତଥା ଅଧିବାସ ହେବ। ଏନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହା ପରେ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଯଜ୍ଞରେ ଅର୍ଘ୍ୟ ପ୍ରଦାନ କରିବେ । ଆହୁରି ମଧ୍ୟ ବିଭିନ୍ନ ସ୍ଥାନରୁ ଆସିଥିବା ଜ୍ଞାନୀଗୁଣି ପଣ୍ଡିତମାନେ ହୋମ ଯଜ୍ଞରେ ସାମିଲ ହେବେ । ଶେଷରେ ୩୧ ତାରିଖରେ ଦିଆଯିବ ପୂର୍ଣ୍ଣାହୁତି ଦିଆଯିବା ନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଂସଙ୍କ ରାଜତ୍ଵରେ ଥରହର ମଥୁରା ବାସୀ, ଥାନାକୁ ଯାଇ ଅଭିଯୁକ୍ତକୁ କଲେ ଦଣ୍ଡିତ

The post ୨୭ରେ ହେବ ମା’ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଯଜ୍ଞରେ ଅର୍ଘ୍ୟ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ appeared first on Prameya News7.



Leave a Comment