Odisha, a land of rich culture and vibrant festivals, celebrates 13 festivals in 12 months | A Celebration of Odisha’s Rich Culture. From the world-famous Rath Yatra to the unique Raja Parba, each festival is a celebration of the state’s unique heritage and traditions.
ଏପ୍ରିଲ
୧. ମହାବିଷୁବ ସଂକ୍ରାନ୍ତି, ହନୁମାନ
୨. ଦମନକ ଚତୁର୍ଦ୍ଦଶୀ
୩. ଚୈତ୍ରପୂର୍ଣ୍ଣିମା, ନାବପୂଜା
୪. ଶ୍ରୀମନ୍ଦିରରେ, ରୁକ୍ମିଣୀ ଅମାବାସ୍ୟ
ମଇ
୧. ଅକ୍ଷୟ ତୃତୀୟା, ରଥ ଅନୁକୂଳ
୨. ଚନ୍ଦନ ଯାତ୍ରା ଆରମ୍ଭ, ଶ୍ରୀଜୟଦେବ ଜୟନ୍ତୀ
୩. ନୀଳାଦ୍ରୀ ମହୋଦୟାଷ୍ଟମୀ
୪. ନୃସିଂହ ଜନ୍ମ
୫. ବୁଦ୍ଧ ପୂର୍ଣ୍ଣିମା
୬. ଶ୍ରୀକ୍ଷେତ୍ରେ ଭଉଁରୀ ଯାତ୍ରା
୭. ଶ୍ରୀମନ୍ଦିରେ ଜଳକ୍ରୀଡ଼ା ଏକାଦଶୀ
୮. ସାବିତ୍ରୀ ଅମାବାସ୍ୟା
ଜୁନ୍
୧. ଶିବ ବିବାହ ଉତ୍ସବ
୨. ଶୀତଳ ଷଷ୍ଠୀ
୩. ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ
୪. ରୁକ୍ମିଣୀ ବିବାହ, ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ
୫. ଦେବସ୍ନାନ ପୂର୍ଣ୍ଣିମା, ଅଣସର ଆରମ୍ଭ, ପହିଲି ରଜ
୬. ରଜ ସଂକ୍ରାନ୍ତି
୭. ଭୂଦାହ
୮. ବସୁମତୀ ସ୍ନାନ
୯. ଶ୍ରୀମନ୍ଦିରରେ ଖଳିଲାଗୀ ଅଣବସର ଏକାଦଶୀ
୧୦. ନେତ୍ରୋତ୍ସବ, ନବଯୌବନ ଦର୍ଶନ
୧୧. ଉଭା ଯାତ୍ରା, ଶ୍ରୀମନ୍ଦିରରେ ରଥ ଆଜ୍ଞାମାଳ ବିଜେ
ଜୁଲାଇ
୧. ଶ୍ରୀଗୁଣ୍ଡିଚା ରଥଯାତ୍ରା
୨. ହେରା ପଞ୍ଚମୀ
୩. ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ
୪. ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା
୫. ଶ୍ରୀଜଗନ୍ନାଥଙ୍କ ସୁନା ବେଶ
୬. ଶ୍ରୀଜଗନ୍ନାଥଙ୍କ ଅଧରପଣା
୭. ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ
୮. କର୍କଟ ସଂକ୍ରାନ୍ତି, ମନସା ପଞ୍ଚମୀ (ନାଗପୂଜା)
୯. ଶ୍ରୀମନ୍ଦିରରେ କାମଦା ବା ଚକ୍ରବୁଲା ଏକାଦଶୀ
୧୦. ଚିତାଲାଗି ଅମାବାସ୍ୟା
ଅଗଷ୍ଟ
୧. ଜାଗୁଳାଇ ପଞ୍ଚମୀ
୨. ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରା ଆରମ୍ଭ
୩. ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି
୪. ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଶେଷ
୫. ଖୁଦୁରୁକୁଣୀ ଓଷା ଆରମ୍ଭ
୬. ଗୌରୀ ଚତୁର୍ଥୀ
୭. ରେଖା ପଞ୍ଚମୀ, ଶ୍ରୀମନ୍ଦିରରେ ରାହୁରେଖା ଲାଗି
୮. ସିଂହ ସଂକ୍ରାନ୍ତି, ବୁଧିବାମନ ଓଷା ଆରମ୍ଭ
୯. ଶ୍ରୀମନ୍ଦିରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (ସ୍ମାର୍ତ୍ତ)
୧୦. ନନ୍ଦୋତ୍ସବ (ସ୍ମାର୍ତ୍ତ)
୧୧. ଶ୍ରୀମନ୍ଦିରରେ କାଳୀୟ ଦଳନ ଏକାଦଶୀ
୧୨. ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବେଶ
୧୩. ଶ୍ରୀମନ୍ଦିରରେ କୃଷ୍ଣବଳରାମ ବେଶ
୧୪. ସାତପୁରୀ ଅମାବାସ୍ୟ
୧୫. ବାଲି ତୃତୀୟା
୧୬. ଶ୍ରୀ ଗଣେଶ ଚତୁର୍ଥୀ ବ୍ରତ
ସେପ୍ଟେମ୍ବର
୧. ନୂଆଖାଇ ପର୍ବ
୨. ଷଷ୍ଠୀ ଓଷା, ସୋମନାଥ ବ୍ରତ ଆରମ୍ଭ
୩. ଶ୍ରୀରାଧାଷ୍ଟମୀ
୪. ତାଳ ନବମୀ, ଅନୁକୂଳ ଚନ୍ଦ୍ର ଜୟନ୍ତୀ
୫. ଶ୍ରୀମନ୍ଦିରରେ ପାଶ୍ୱର୍ ପରିବର୍ତ୍ତନ ଏକାଦଶୀ
୬. ସୁନିଆଁ, ବାମନ ଜନ୍ମ
୭. ଅନନ୍ତ ବ୍ରତ
୮. ଭାଗବତ ଜନ୍ମ (ପୂର୍ଣ୍ଣିମା)
୯. ଅପରପକ୍ଷ ଓ ପିତୃ ତର୍ପଣ ଆରମ୍ଭ
୧୦. କନ୍ୟା ସଂକ୍ରାନ୍ତି, ବିଶ୍ୱକର୍ମା ପୂଜା, ମୂଳାଷ୍ଟମୀ
୧୧. ମହାଳୟା ଅମାବାସ୍ୟା
୧୨. ଶାରଦୀୟ ନବରାତ୍ର ପୂଜା ଆରମ୍ଭ
ଅକ୍ଟୋବର
୧. ମୃଣ୍ମୟୀ ଦେବୀଙ୍କ ବିଲ୍ୱାଧିବାସ, ପୀଠେ ମହାସପ୍ତମୀ
୨. ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ, ପୀଠେ ମହାଅଷ୍ଟମୀ
୩. ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ, ପୀଠେ ମହାନବମୀ
୪. ମୃଣ୍ମୟୀ ଦେବୀଙ୍କ ମହାନବମୀ, ପୀଠେ ବିଜୟାଦଶମୀ
୫. ଦଶହରା
୬. ଭସାଣି ଯାତ୍ରା
୭. କୁମାର ପୂର୍ଣ୍ଣିମା
୮. କାର୍ତ୍ତିକ ବ୍ରତ ଆରମ୍ଭ
୯. ଗର୍ଭଣା ସଂକ୍ରାନ୍ତି
୧୦. ଧନ୍ୱନ୍ତରୀ ଜୟନ୍ତୀ
୧୧. ଦୀପାବଳୀ
୧୨. ଶ୍ରୀମନ୍ଦିରରେ ଅମାବାସ୍ୟା ଓ ସୂର୍ଯ୍ୟୋପରାଗ
୧୩. ଯମ ଓ ଭ୍ରାତୃ ଦ୍ୱିତୀୟା
୧୪. ନାଗ ଚତୁର୍ଥୀ
ନଭେମ୍ବର
୧. ଗୋଷ୍ଠାଷ୍ଟମୀ
୨. ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ
୩. ତୁଳସୀ ବିବାହ
୪. ବଡ଼ ଓଷା
୫. ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀ ନୃସିଂହ ବେଶ
୬. ରାସପୂର୍ଣ୍ଣିମା, ଚନ୍ଦ୍ରଗ୍ରହଣ (ଦୃଶ୍ୟ ହେତୁ ପାଳନୀୟ)
୭. ଛାଡ଼ଖାଇ
୮. ମାର୍ଗଶିର ଗୁରୁବାର ପ୍ରଥମ ପାଳି
୯. ସୀତା ବିବାହ, ଶ୍ରୀକ୍ଷେତ୍ର ପରିକ୍ରମା
୧୦. ବିଛା ସଂକ୍ରାନ୍ତି, ପ୍ରଥମାଷ୍ଟମୀ
୧୧. କାଞ୍ଜିଅଁଳା ଓଷା, ଦ୍ୱିତୀୟପାଳି ମାଣବସା ଗୁରୁବାର
୧୨. ଦେବ ଦୀପାବଳୀ ଆରମ୍ଭ
୧୩. ମହୋଦଧି ଅମାବାସ୍ୟା
୧୪. ଶେଷ ଦେବ ଦୀପାବଳୀ
୧୫. ରମ୍ଭା ତୃତୀୟା
୧୬. କୁରାଳ ପଞ୍ଚମୀ
୧୭. ଓଢ଼ଣ ଷଷ୍ଠୀ, ପ୍ରାବରଣ ଉତ୍ସବ
ଡିସେମ୍ବର
୧. ବ୍ୟଞ୍ଜନ ଦ୍ୱାଦଶୀ
୨. ପଶୁ ଓଷା
୩. ଦାଣ୍ଡ ପହଁରା, ବାଟ ଓଷା
୪. ଧନୁ ସଂକ୍ରାନ୍ତି
୫. ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା
୬. ବରଗଡ଼ରେ ଧନୁଯାତ୍ରା ଆରମ୍ଭ
ଜାନୁୟାରୀ
୧. ଶାମ୍ବଦଶମୀ
୨. ଦେବାଭିଷେକ ପୂର୍ଣ୍ଣିମା
୩. ଶ୍ରୀମନ୍ଦିରରେ ଦୁଧମେଲଣ
୪. ଶ୍ରୀମନ୍ଦିରରେ ନବାଙ୍କ ବେଶ ଓ ଫୁଲମେଲଣ
୫. ମକର ସଂକ୍ରାନ୍ତି
୬. ତ୍ରିବେଣୀ ଅମାବାସ୍ୟା
୭. ସରସ୍ୱତୀ ପୂଜା
୮. ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ
ଫେବୃୟାରୀ
୧. ବ୍ୟାସ ସରୋବର ମେଳା
୨. ମାଘ ପୂର୍ଣ୍ଣିମା
୩. ପଙ୍କୋଦ୍ଧାର ଏକାଦଶୀ
୪. ମହାଶିବରାତ୍ରି ଜାଗର
ମାର୍ଚ୍ଚ
୧. ଶ୍ରୀମନ୍ଦିରେ ଫଗୁ ଦଶମୀ
୨. ଦୋଳ ପୂର୍ଣ୍ଣିମା
୩. ହୋଲି ଉତ୍ସବ
୪. ଚୈତ୍ର ମଙ୍ଗଳବାର ପ୍ରଥମପାଳି
୫. ମୀନ ସଂକ୍ରାନ୍ତି
୬. ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ
୭. ବାସନ୍ତିକ ମହାସପ୍ତମୀ
୮. ଅଶୋକାଷ୍ଟମୀ, ରୁକୁଣା ରଥାଯାତ୍ରା
୯. ଶ୍ରୀରାମ ନବମୀ
୧୦. ବାସନ୍ତିକ ଦଶହରା
ଏପ୍ରିଲ
୧. ଶ୍ରୀମନ୍ଦିରରେ ଅନଙ୍ଗ ତ୍ରୟୋଦଶୀ
୨. ବିଷ୍ଣୁ ଦମନକ ଯାତ୍ରା
୩. ଚୈତ୍ର ପୂର୍ଣ୍ଣିମା, ନାବ ପୂଜା
୪. ଶ୍ରୀମନ୍ଦିରରେ ସେତୁବନ୍ଧ ପ୍ରସ୍ତାବ
୫. ଶ୍ରୀମନ୍ଦିରରେ ରାବଣବଧ ପ୍ରସ୍ତାବ
ଆହୁରି ପଢନ୍ତୁ : 13 Festivals in 12 Months | A Celebration of Odisha’s Rich Cultureodisha gk pdf 2023, odisha festival, gandhi jayanti odia rachana, Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା
ବାରମାସର ଏକାଦଶୀ 13 Festivals in 12 Months | A Celebration of Odisha’s Rich Culture
୧. ଏପ୍ରିଲ | ବରୁଥିନୀ ଏକାଦଶୀ |
୨. ମେ | ମୋହିନୀ ଏକାଦଶୀ |
୩. ମେ | ଜଳକ୍ରୀଡ଼ା ଏକାଦଶୀ |
୪. ଜୁନ | ନିର୍ଜଳା ଏକାଦଶୀ |
୫. ଜୁନ | ଖଳିଲାଗି ଏକାଦଶୀ |
୬. ଜୁଲାଇ | ହରିଶୟନ (ବଡ଼) ଏକାଦଶୀ |
୭. ଜୁଲାଇ | କାମଦା ଏକାଦଶୀ |
୮. ଅଗଷ୍ଟ | ପୁତ୍ରାଦି ଏକାଦଶୀ |
୯. ଅଗଷ୍ଟ | କାଳୀୟଦଳନ ଏକାଦଶୀ |
୧୦. ସେପ୍ଟେମ୍ବର | ପାଶ୍ୱର୍ପରିବର୍ତ୍ତନ (ବଡ଼) ଏକାଦଶୀ |
୧୧. ସେପ୍ଟେମ୍ବର | ଇନ୍ଦିରା ଏକାଦଶୀ |
୧୨. ଅକ୍ଟୋବର | ପାପାଙ୍କୁଶା ଏକାଦଶୀ |
୧୩. ଅକ୍ଟୋବର | ରମା ଏକାଦଶୀ |
୧୪. ନଭେମ୍ବର | ଦେବଉତ୍ଥାପନ (ବଡ଼) ଏକାଦଶୀ |
୧୫. ନଭେମ୍ବର | ଉତ୍ପନ୍ନା ଏକାଦଶୀ |
୧୬. ଡିସେମ୍ବର | ଗୋମତୀ ଏକାଦଶୀ |
୧୭. ଡିସେମ୍ବର | ସଫଳା ଏକାଦଶୀ |
୧୮. ଜାନୁୟାରୀ | ପୁତ୍ରାଦା ଏକାଦଶୀ |
୧୯. ଜାନୁୟାରୀ | ଷଟ୍ତିଳା ଏକାଦଶୀ |
୨୦. ଫେବୃୟାରୀ | ଭୈମୀ (ବଡ଼) ଏକାଦଶୀ |
୨୧. ଫେବୃୟାରୀ | ପଙ୍କୋଦ୍ଧାର ଏକାଦଶୀ |
୨୨. ମାର୍ଚ୍ଚ | ପାପନାଶିନୀ ଏକାଦଶୀ |
୨୩. ମାର୍ଚ୍ଚ | ପାପମୋଚିନୀ ଏକାଦଶୀ |
୨୪. ଏପ୍ରିଲ | କାମଦା ଏକାଦଶୀ |
ବାରମାସର ପୂର୍ଣ୍ଣିମା 13 Festivals in 12 Months | A Celebration of Odisha’s Rich Culture
୧. ଏପ୍ରିଲ | ଚୈତ୍ର ପୂର୍ଣ୍ଣିମା |
୨. ମେ ବୈଶାଖ | (ବୁଦ୍ଧ) ପୂର୍ଣ୍ଣିମା |
୩. ଜୁନ୍ ଜ୍ୟେଷ୍ଠ | (ଦେବସ୍ନାନ) ପୂର୍ଣ୍ଣିମା |
୪. ଜୁଲାଇ | ଆଷାଢ଼ (ବ୍ୟାସ) ପୂର୍ଣ୍ଣିମା |
୫. ଅଗଷ୍ଟ | ଶ୍ରାବଣ (ଗହ୍ମା) ପୂର୍ଣ୍ଣିମା |
୬. ସେପ୍ଟେମ୍ବର | ଭାଦ୍ରବ (ଇନ୍ଦ୍ର) ପୂର୍ଣ୍ଣିମା |
୭. ଅକ୍ଟୋବର | ଆଶ୍ୱିନ (କୁମାର) ପୂର୍ଣ୍ଣିମା |
୮. ନଭେମ୍ବର | କାର୍ତ୍ତିକ (ରାସ) ପୂର୍ଣ୍ଣିମା |
୯. ଡିସେମ୍ବର | ମାର୍ଗଶିର (ପଣ୍ଡୁ) ପୂର୍ଣ୍ଣିମା |
୧୦.ଜାନୁୟାରୀ | ପୌଷ (ଦେବାଭିଷେକ) ପୂର୍ଣ୍ଣିମା |
୧୧.ଫେବୃୟାରୀ | ମାଘ (ଅଗ୍ନି) ପୂର୍ଣ୍ଣିମା |
୧୨.ମାର୍ଚ୍ଚ | ଫାଲ୍ଗୁନ (ଦୋଳ) ପୂର୍ଣ୍ଣିମା |
ବାରମାସର ଅମାବାସ୍ୟା 13 Festivals in 12 Months | A Celebration of Odisha’s Rich Culture
୧. ଏପ୍ରିଲ | ବୈଶାଖ (ରୁକ୍ମିଣୀ) ଅମାବାସ୍ୟା |
୨. ମେ | ଜ୍ୟେଷ୍ଠ (ସାବିତ୍ରୀ) ଅମାବାସ୍ୟା |
୩. ଜୁନ୍ | ଆଷାଢ଼ ଅମାବାସ୍ୟା |
୪. ଜୁଲାଇ | ଶ୍ରାବଣ (ଚିତାଲାଗି) ଅମାବାସ୍ୟା |
୫. ଅଗଷ୍ଟ | ଭାଦ୍ରବ (ସପ୍ତପୁରୀ) ଅମାବାସ୍ୟା |
୬. ସେପ୍ଟେମ୍ବର | ଆଶ୍ୱିନ (ମହାଳୟା) ଅମାବାସ୍ୟା |
୭. ଅକ୍ଟୋବର | କାର୍ତ୍ତିକ (ଦୀପାବଳି) ଅମାବାସ୍ୟା |
୮. ନଭେମ୍ବର | ମାର୍ଗଶିର ଅମାବାସ୍ୟା |
୯. ଡିସେମ୍ବର | ପୌଷ (ବଉଳ) ଅମାବାସ୍ୟା |
୧୦.ଜାନୁୟାରୀ | ତ୍ରିବେଣୀ ଅମାବାସ୍ୟା |
୧୧.ଫେବୃୟାରୀ | ଫାଲ୍ଗୁନ ଅମାବାସ୍ୟା |
୧୨.ମାର୍ଚ୍ଚ | ଚୈତ୍ର (ମଧୁ) ଅମାବାସ୍ୟା |
ବାରମାସର ସଂକ୍ରାନ୍ତି 13 Festivals in 12 Months | A Celebration of Odisha’s Rich Culture
୧. ଏପ୍ରିଲ | ମେଷ (ବିଷୁବ) ସଂକ୍ରାନ୍ତି |
୨. ମେ | ବୃଷ ସଂକ୍ରାନ୍ତି |
୩. ଜୁନ୍ | ମିଥୁନ (ରଜ) ସଂକ୍ରାନ୍ତି |
୪. ଜୁଲାଇ | କର୍କଟ ସଂକ୍ରାନ୍ତି |
୫. ଅଗଷ୍ଟ | ସିଂହ ସଂକ୍ରାନ୍ତି |
୬. ସେପ୍ଟେମ୍ବର | କନ୍ୟା ସଂକ୍ରାନ୍ତି |
୭. ଅକ୍ଟୋବର | ତୁଳା (ଗର୍ଭଣା) ସଂକ୍ରାନ୍ତି |
୮. ନଭେମ୍ବର | ବିଛା ସଂକ୍ରାନ୍ତି |
୯. ଡିସେମ୍ବର | ଧନୁ ସଂକ୍ରାନ୍ତି |
୧୦. ଜାନୁୟାରୀ | ମକର ସଂକ୍ରାନ୍ତି |
୧୧. ଫେବୃୟାରୀ | କୁମ୍ଭ ସଂକ୍ରାନ୍ତି |
୧୨. ମାର୍ଚ୍ଚ | ମୀନ ସଂକ୍ରାନ୍ତି |
ବାରମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶଦିନ 13 Festivals in 12 Months | A Celebration of Odisha’s Rich Culture
୧. ଗଜାନନବେଶ | ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା |
୨. ସୁନାବେଶ | ଆଷାଢ଼ ଶୁକ୍ଳ ଦ୍ୱାଦଶୀ |
୩. ବନଭୋଜି | ବେଶ ଭାଦ୍ର କୃଷ୍ଣ ଦ୍ୱାଦଶୀ |
୪. କାଳୀୟଦଳନ | ବେଶ ଭାଦ୍ର କୃଷ୍ଣ ଏକାଦଶୀ |
୫. ପ୍ରଳମ୍ବାସୁର ବଧ | ବେଶ ଭାଦ୍ର କୃଷ୍ଣ ଦ୍ୱାଦଶୀ |
୬. କୃଷ୍ଣ ବଳରାମ | ବେଶ ଭାଦ୍ର କୃଷ୍ଣ ତ୍ରୟୋଦଶୀ |
୭. ରାଧା ଦାମୋଦର | ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ |
୮. ଲକ୍ଷ୍ମୀନାରାୟଣ | ବେଶକାର୍ତ୍ତିକ ଶୁକ୍ଳ ଏକାଦଶୀ |
୯. ବାଙ୍କଚୂଡ଼ା | ବେଶ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ |
୧୦. ଡାଳିକିଆ | ବେଶ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ |
୧୧. ଲକ୍ଷ୍ମୀ ନୃସିଂହ | ବେଶ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ |
୧୨. ରାଜରାଜେଶ୍ୱର | ବେଶକାର୍ତ୍ତିକ ପୂର୍ଣ୍ଣିମା |
୧୩. ରାଜବେଶ | ପୌଷ ପୂର୍ଣ୍ଣିମା |
୧୪. ପଦ୍ମବେଶ | ମାଘ ଶୁକ୍ଳ ଦ୍ୱିତୀୟା |
୧୫. ଗଜ ଉଦ୍ଧାରଣ | ବେଶ ମାଘ ପୂର୍ଣ୍ଣିମା |
୧୬. ରାଜାଧିରାଜ | ବେଶ ଫାଲ୍ଗୁନ ପୂର୍ଣ୍ଣିମା |
ବାରମାସରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା 13 Festivals in 12 Months | A Celebration of Odisha’s Rich Culture
୧. ଦମନକ ଚତୁର୍ଦ୍ଦଶୀ | ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ | ଏପ୍ରିଲ |
୨. ଅକ୍ଷୟ ତୃତୀୟା | ବୈଶାଖ ଶୁକ୍ଳ ତୃତୀୟା | ମେ |
୩. ସ୍ନାନଯାତ୍ରା | ଜ୍ୟେଷ୍ଠ ପୂର୍ଣ୍ଣିମା | ଜୁନ୍ |
୪. ଶ୍ରୀଗୁଣ୍ଡିଚା ଯାତ୍ରା | ଆଷାଢ଼ ଶୁକ୍ଳ ଦ୍ୱିତୀୟା | |
୫. ଶୟନ ଯାତ୍ରା | ଆଷାଢ଼ ଶୁକ୍ଳ ଏକାଦଶୀ | ଜୁଲାଇ |
୬. ଦକ୍ଷିଣାୟନ ସଂକ୍ରାନ୍ତି | କର୍କଟ ସଂକ୍ରାନ୍ତି | ଜୁଲାଇ |
୭. ଜନ୍ମାଷ୍ଟମୀ | ଭାଦ୍ର କୃଷ୍ଣ ଅଷ୍ଟମୀ | ଅଗଷ୍ଟ |
୮. ପାଶ୍ୱର୍ପରିବର୍ତ୍ତନ ଉତ୍ସବ | ଭାଦ୍ରବ ଶୁକ୍ଳ ଏକାଦଶୀ | ସେପ୍ଟେମ୍ବର |
୯. ଦେବୋତ୍ଥାପନ | କାର୍ତ୍ତିକ ଶୁକ୍ଳ ଏକାଦଶୀ | ନଭେମ୍ବର |
୧୦. ପ୍ରାବରଣ ବା ଓଢ଼ଣ | ଷଷ୍ଠୀ ମାର୍ଗଶିର ଶୁକ୍ଳ ଷଷ୍ଠୀ | ନଭେମ୍ବର |
୧୧. ଦେବାଭିଷେକ | ପୌଷ ପୂର୍ଣ୍ଣିମା | ଜାନୁୟାରୀ |
୧୨. ମକର ସଂକ୍ରାନ୍ତି | ମକର ସଂକ୍ରାନ୍ତି | ଜାନୁୟାରୀ |
୧୩. ଦୋଳଯାତ୍ରା | ଫାଲଗୁନ ପୂର୍ଣ୍ଣିମା | ମାର୍ଚ୍ଚ |
୧୪. ଦମନକ ଚତୁର୍ଦ୍ଦଶୀ | ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ | ଏପ୍ରିଲ |
ବାରମାସରେ ଦ୍ୱାଦଶ ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା 13 Festivals in 12 Months | A Celebration of Odisha’s Rich Culture
୧. ଏପ୍ରିଲ | ବୈଶାଖ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୨. ମେ | ଜ୍ୟେଷ୍ଠ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୩. ଜୁନ୍ | ଆଷାଢ଼ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୪. ଜୁଲାଇ | ଶ୍ରାବଣ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୫. ଅଗଷ୍ଟ | ଭାଦ୍ରବ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୬. ସେପ୍ଟେମ୍ବର | ଆଶ୍ୱିନ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୭. ଅକ୍ଟୋବର | କାର୍ତ୍ତିକ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୮. ନଭେମ୍ବର | ମାର୍ଗଶିର କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୯. ଡିସେମ୍ବର | ପୌଷ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୧୦. ଜାନୁଆରି | ମାଘ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୧୧. ଫେବୃଆରି | ଫାଲ୍ଗୁନ କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
୧୨. ମାର୍ଚ୍ଚ | ଚୈତ୍ର କୃଷ୍ଣ | ଚତୁର୍ଦ୍ଦଶୀ ଉପବାସ |
ବାରମାସରେ ଅଲଭ୍ୟ ସ୍ନାନ ଯୋଗ 13 Festivals in 12 Months | A Celebration of Odisha’s Rich Culture
୧. ଜ୍ୟେଷ୍ଠ ଅମାବାସ୍ୟ | ସୋମମହତୀ ଓ ଗଙ୍ଗାସ୍ନାନ |
୨. ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ | ବୁଧାଷ୍ଟମୀ ସ୍ନାନ |
୩. ଜ୍ୟେଷ୍ଠ ଶୁକ୍ଳ ଦଶମୀ | ଗଙ୍ଗାଦଶହରା ସ୍ନାନ |
୪. ଆଷାଢ଼ ଶୁକ୍ଳ ପଞ୍ଚମୀ | ମାଘ-ପଞ୍ଚମୀ ସ୍ନାନ |
୫. ଆଷାଢ଼ ଶୁକ୍ଳ ତ୍ରୟୋଦଶୀ | ମଙ୍ଗଳ ଚତୁର୍ଦ୍ଦଶୀ ସ୍ନାନ |
୬. ଆଶ୍ୱିନ ଅମାବାସ୍ୟା | ସୂର୍ଯ୍ୟମହତୀ ସ୍ନାନ |
୭. କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ | ନରକ ଚତୁର୍ଦ୍ଦଶୀ ସ୍ନାନ |
୮. କାର୍ତ୍ତିକ ଅମାବାସ୍ୟା | ଗୋସହସ୍ରୀ ଗଙ୍ଗାସ୍ନାନ |
୯. କାର୍ତ୍ତିକ ଶୁକ୍ଳ ଏକାଦଶୀ | ପଞ୍ଚକ ସ୍ନାନ |
୧୦. ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ | ମହୋଦଧି ଅମାବାସ୍ୟା ସ୍ନାନ |
୧୧. ମାଘ କୃଷ୍ଣ ତ୍ରୟୋଦଶୀ | ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ |
୧୨. ମାଘ ଅମାବାସ୍ୟା | ତ୍ରିବେଣୀ ଅମାବାସ୍ୟା ସ୍ନାନ |
୧୩. ମାଘ ଶୁକ୍ଳ ସପ୍ତମୀ | ତିଳସପ୍ତମୀ ସ୍ନାନ |
୧୪. ଫାଲ୍ଗୁନ ଅମାବାସ୍ୟା | ସୋମମହତୀ ଓ ଗଙ୍ଗାସ୍ନାନ |
୧୫. ଫାଲଗୁନ ଶୁକ୍ଳ ଏକାଦଶୀ | ଗୋବିନ୍ଦ ଦ୍ୱାଦଶୀ ସ୍ନାନ |
୧୬. ଫାଲଗୁନ ଶୁକ୍ଳ ଦ୍ୱାଦଶୀ | ଗୋବିନ୍ଦ ଦ୍ୱାଦଶୀ ସ୍ନାନ |
୧୭. ଚୈତ୍ର କୃଷ୍ଣ ଦ୍ୱାଦଶୀ | ପବିତ୍ର ବାରୁଣୀ ସ୍ନାନ |
୧୮. ଚୈତ୍ର ଅମାବାସ୍ୟା | ଗୋସହସ୍ରୀ ଗଙ୍ଗାସ୍ନାନ |
୧୯. ଚୈତ୍ର ଶୁକ୍ଳ ଅଷ୍ଟମୀ | ବୁଧାଷ୍ଟମୀ ସ୍ନାନ |
ବାରମାସରେ ମା’ ସମଲେଶ୍ୱରୀଙ୍କର ଅନୁଷ୍ଠିତ ବେଶ 13 Festivals in 12 Months | A Celebration of Odisha’s Rich Culture
୧. ଧବଳମୁଖୀ ବେଶ | ମହାଳୟା ଅମାବାସ୍ୟା |
୨. ଶୈଳପୁତ୍ରୀ ବେଶ | ଆଶ୍ୱିନ ଶୁକ୍ଳ ପ୍ରତିପଦା |
୩. ବ୍ରହ୍ମଚାରିଣୀ ବେଶ | ଆଶ୍ୱିନ ଶୁକ୍ଳ ଦ୍ୱିତୀୟା |
୪. ଚନ୍ଦ୍ରଘଣ୍ଟା ବେଶ | ଆଶ୍ୱିନ ଶୁକ୍ଳ ତୃତୀୟା |
୫. କୁଷ୍ମାଣ୍ଡ ବେଶ | ଆଶ୍ୱିନ ଶୁକ୍ଳ ଚତୁର୍ଥୀ |
୬. ସ୍କନ୍ଧମାତା ବେଶ | ଆଶ୍ୱିନ ଶୁକ୍ଳ ପଞ୍ଚମୀ |
୭. କାତ୍ୟାୟନୀ ବେଶ | ଆଶ୍ୱିନ ଶୁକ୍ଳ ଷଷ୍ଠୀ |
୮. କାଳରାତି ବେଶ | ଆଶ୍ୱିନ ଶୁକ୍ଳ ସପ୍ତମୀ |
୯. ମହାଗୌରୀ ବେଶ | ଆଶ୍ୱିନ ଶୁକ୍ଳ ଅଷ୍ଟମୀ |
୧୦. ସିଦ୍ଧିଦାତ୍ରୀ ବେଶ | ଆଶ୍ୱିନ ଶୁକ୍ଳ ନବମୀ |
୧୧. ରାଜାରାଜେଶ୍ୱରୀ ବେଶ | ଆଶ୍ୱିନ ପୂର୍ଣ୍ଣିମା |
+3 Communicative English Special Course Syllabus, Aladdin O Kuhuka Dipa Odia Book, ganesh puja odia essay ଗଣେଶ ପୂଜା, pradhan mantri jeevan jyoti bima yojana 2023 ପ୍ରଧାନ ମନ୍ତ୍ର ଜୀଭନ୍ ଜ୍ୟୋତି ବିମା ଯୋଜନା (PMJJBY), chatra o rajaniti odia essay