bharat quiz odia

ଚଳାନ୍ତୁ ଜାଣିବା bharat quiz odiaରେ। ଆପଣମାନେ ଏଠାରେ bharat quiz odia ବିଷୟରେ ସମ୍ପୂର୍ଣ ବିବରଣୀ ପାଇପାରିବେ। We will discuss here bharat quiz odia in detail.

bharat quiz odia (ଭାରତ ସମ୍ପର୍କରେ)

୧.     ଆମ ମାତୃଭୂମି ଭାରତ କେଉଁ ମହାଦେଶରେ ଅବସ୍ଥିତ?

ଉ. ଏସିଆ ମହାଦେଶରେ ।

୨.     ଆମ ମାତୃଭୂମି ଭାରତ କେବେ ସ୍ୱାଧୀନ ହୋଇଥିଲା?

ଉ. ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ।

୩.     ଆମ ମାତୃଭୂମି ଭାରତ କେବେ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହେଲା?

ଉ. ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ।

୪.     ଭାରତ କେତୋଟି ରାଜ୍ୟ ଓ କେତୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ?

ଉ. ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ।

୫.     ଭାରତର ଆୟତନ କେତେ?

ଉ. ୩୨,୮୭,୨୬୩ ବର୍ଗ କି.ମି. ।

୬.     ଭାରତର ସ୍ଥଳଭାଗ କେତେ?

ଉ. ୧୫,୨୦୦ ବର୍ଗ କି.ମି. ।

୭.     ଭାରତର ମୋଟ ଉପକୂଳର ଦୂରତା କେତେ?

ଉ. ୭,୫୧୬.୬ କି.ମି. ।

୮.     ଭାରତର ପୂର୍ବରୁ ପଶ୍ଚିମର ଦୂରତା କେତେ?

ଉ. ୨୯୩୩ କି.ମି. ।

୯.     ଭାରତର ଉତ୍ତରରୁ ଦକ୍ଷିଣର ଦୂରତା କେତେ?

ଉ. ୩୨୧୪ କି.ମି. ।

୧୦.   ଭାରତର ସୀମାନ୍ତ ଅଞ୍ଚଳ କେତେ?

ଉ. ୧୫୨୦୦ କି.ମି. ।

୧୧.   ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ କେତେ?

ଉ. ୭୫୧୬.୬ କି.ମି. ।

୧୨.   ଭାରତର ପୂର୍ବ ଦିଗରେ କେଉଁ ଦେଶ ଅବସ୍ଥିତ?

ଉ. ବଙ୍ଗଳାଦେଶ ଓ ମିଆଁମାର ।

୧୩.   ଭାରତର ପଶ୍ଚିମ ଦିଗରେ କେଉଁ ଦେଶ ଅବସ୍ଥିତ?

ଉ. ପାକିସ୍ତାନ ଓ ଆଫଗାନିସ୍ତାନ ।

୧୪.   ଭାରତର ଉତ୍ତର ଦିରେ କେଉଁ ଦେଶ ଅବସ୍ଥିତ?

ଉ. ଚୀନ୍‌, ନେପାଳ ଓ ଭୂଟାନ ।

୧୫.   ଭାରତର ଦକ୍ଷିଣ ଦିଗରେ କେଉଁ ଦେଶ ଅବସ୍ଥିତ?

ଉ. ଶ୍ରୀଲଙ୍କା ।

୧୬.   ଭାରତର କେଉଁ ଦିଗରେ ହିମାଳୟ ଅବସ୍ଥିତ?

ଉ. ଉତ୍ତର ଦିଗରେ ।

୧୭.   ଭାରତର ରାଜଧାନୀ ଦିଲ୍ଲୀ କେବେ ରାଜ୍ୟମାନ୍ୟତା ଲାଭ କରିଥିଲା?

ଉ. ୧୯୯୧ ମସିହା ଡିସେମ୍ବର ୨୦ ତାରିଖରେ ।

୧୮.   ଭାରତର ରାଷ୍ଟ୍ରଭାଷା କ’ଣ?

ଉ. ହିନ୍ଦୀ ।

୧୯.   ଭାରତର ସର୍ବାଧିକ ଜନବହୁଳ ରାଜ୍ୟ କିଏ?

ଉ. ଉତ୍ତର ପ୍ରଦେଶ ।

୨୦.   ଭାରତର ସର୍ବନିମ୍ନ ଜନବହୁଳ ରାଜ୍ୟ କିଏ?

ଉ. ସିକିମ୍ ।

୨୧.   ଆୟତନରେ ଭାରତର ସର୍ବବୃହତ୍ ରାଜ୍ୟ କିଏ?

ଉ. ରାଜସ୍ଥାନ ।

୨୨.   ଆୟତନରେ ଭାରତର ସର୍ବନିମ୍ନ ରାଜ୍ୟ କିଏ?

ଉ. ଗୋଆ ।

୨୩.   ଭାରତର ମୋଟ ସଡ଼କପଥ କେତେ?

ଉ. ୪୪ ଲକ୍ଷ କି.ମି. ।

୨୪.   ଭାରତର ମୋଟ ଜାତୀୟ ରାଜପଥ କେତେ?

ଉ. ୧,୦୦,୦୮୭ କି.ମି. ।

୨୫.   ଭାରତର ମୋଟ ରାଜ୍ୟ ରାଜପଥ କେତେ?

ଉ. ୧,୫୪,୫୨୨ କି.ମି. ।

୨୬.   ଭାରତର ଦୀର୍ଘତମ ଜାତୀୟ ରାଜପଥ କିଏ?

ଉ. ଏନ୍‌.ଏଚ୍‌-୪୪ (୩,୭୪୫ କି.ମି.) ।

୨୭.   ଭାରତର ଦୀର୍ଘତମ ଜାତୀୟ ରାଜପଥର ନାମ କ’ଣ?

ଉ. ଶ୍ରୀନଗର-କନ୍ୟାକୁମାରୀ ।

୨୮.   ଭାରତର କ୍ଷୁଦ୍ରତମ ଜାତୀୟ ରାଜପଥ କିଏ?

ଉ. ଏନ୍‌.ଏଚ୍‌-୯୬୬ ବି. (୮ କି.ମି.) ।

୨୯.   ଭାରତର ମୋଟ ରେଲୱେ ଜୋନ୍ କେତୋଟି?

ଉ. ୧୭ଟି ।

୩୦.   ଭାରତର ମୋଟ ବନ୍ଦର ସଂଖ୍ୟା କେତେ?

ଉ. ୧୨ (ବଡ଼) ଓ ୨୦୦ ଛୋଟ ।

୩୧.   ଭାରତର ମୋଟ ଡାକଘର ସଂଖ୍ୟା କେତେ?

ଉ. ୧,୫୪,୯୩୯ ।

୩୨.   ଭାରତର ଜାତୀୟ ପତାକାର ନାମ କ’ଣ?

ଉ. ତ୍ରିରଙ୍ଗା ।

୩୩.   ଭାରତର ଜାତୀୟ ସଙ୍କେତ କ’ଣ?

ଉ. ଅଶୋକସ୍ତମ୍ଭ ।

୩୪.   ଭାରତର ଜାତୀୟ ସଙ୍ଗୀତ କ’ଣ?

ଉ. ଜନଗଣମନ ଅଧି… ।

୩୫.   ଭାରତର ଜାତୀୟ ଗୀତ କ’ଣ?

ଉ. ବନ୍ଦେ ମାତରମ୍ ।

୩୬.   ଭାରତର ଜାତୀୟ ପୁଷ୍ପ କ’ଣ?

ଉ. ପଦ୍ମ ।

୩୭.   ଭାରତର ଜାତୀୟ ବୃକ୍ଷ କ’ଣ?

ଉ. ବରଗଛ ।

୩୮.   ଭାରତର ଜାତୀୟ ଫଳ କ’ଣ?

ଉ. ଆମ୍ବ ।

୩୯.   ଭାରତର ଜାତୀୟ ପଶୁ କ’ଣ?

ଉ. ବାଘ ।

୪୦.   ଭାରତର ଜାତୀୟ ପକ୍ଷୀ କ’ଣ?

ଉ. ମୟୂର ।

୪୧.   ଭାରତର ଜାତୀୟ ନଦୀ କ’ଣ?

ଉ. ଗଙ୍ଗାନଦୀ ।

୪୨.   ଭାରତର ଜାତୀୟ କ୍ରୀଡ଼ା କ’ଣ?

ଉ. ହକି ।

୪୩.   ଭାରତର ଜାତୀୟ ମୁଦ୍ରା କ’ଣ?

ଉ. ରୁପିଆ ।

୪୪.   ଭାରତର ଜାତୀୟ ବେସାମରିକ ସର୍ବୋଚ୍ଚ ଉପାଧି କ’ଣ?

ଉ. ଭାରତରତ୍ନ ।

୪୫.   ଭାରତର ସାମରିକ ଉପାଧି କ’ଣ?

ଉ. ପରମବୀରଚକ୍ର ।

୪୬.   ଭାରତର ଜାତୀୟ ଦିବସ କ’ଣ?

ଉ. ସ୍ୱାଧୀନତା ଦିବସ, ଅଗଷ୍ଟ ୧୫ ।

୪୭.   ଭାରତର ଜାତୀୟ ନୀତି କ’ଣ?

ଉ. ଅହିଂସା ।

୪୮.   ଭାରତର ରାଷ୍ଟ୍ରଭାଷା କ’ଣ?

ଉ. ହିନ୍ଦୀ ।

୪୯.   ‘ଜନଗଣମନ ଅଧିନାୟକ ଜୟହେ….’ ଜାତୀୟ ସଙ୍ଗୀତର ରଚୟିତା କିଏ?

ଉ. ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ।

୫୦.   ଭାରତର ଜାତୀୟ ଗୀତ ‘ବନ୍ଦେମାତରମ୍‌’ ର ରଚୟିତା କିଏ?

ଉ. ବଙ୍କିମଚନ୍ଦ୍ର ଚାଟାର୍ଜୀ ।

ଆହୁରି ପଢନ୍ତୁ : Odisha UPS/NRTS 2024 Exam Question Paper Download pdf, 3rd class bruti exam question paper

ଭାରତର ରାଜ୍ୟମାନଙ୍କର ସଂକ୍ଷିପ୍ତ ପରିଚୟ (bharat quiz odia)

୧.     ଆନ୍ଧ୍ରପ୍ରଦେଶ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

୨.     ଆନ୍ଧ୍ରପ୍ରଦେଶର ରାଜଧାନୀର ନାମ କ’ଣ?

ଉ. ଅମରାବତୀ ।

୩.     ଅରୁଣାଚଳ ପ୍ରଦେଶ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୦ ଫେବୃୟାରୀ ୧୯୮୭ ମସିହା ।

୪.     ଅରୁଣାଚଳ ପ୍ରଦେଶର ରାଜଧାନୀର ନାମ କ’ଣ?

ଉ. ଇଟାନଗର ।

୫.     ଆସାମ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୬ ଜାନୁଆରୀ ୧୯୫୦ ମସିହା ।

୬.     ଆସାମର ରାଜଧାନୀର ନାମ କ’ଣ?

ଉ. ଦିସପୁର ।

୭.     ବିହାର ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୬ ଜାନୁଆରୀ ୧୯୫୦ ମସିହା ।

୮.     ବିହାରର ରାଜଧାନୀର ନାମ କ’ଣ?

ଉ. ପାଟନା ।

୯.     ଛତିଶଗଡ଼ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୨୦୦୦ ମସିହା ।

୧୦.   ଛତିଶଗଡ଼ର ରାଜଧାନୀର ନାମ କ’ଣ?

ଉ. ରାୟପୁର ।

୧୧.   ଗୋଆ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୩୦ ମେ ୧୯୮୭ ମସିହା ।

୧୨.   ଗୋଆର ରାଜଧାନୀର ନାମ କ’ଣ?

ଉ. ପାନାଜୀ ।

୧୩.   ଗୁଜରାଟ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ମେ ୧୯୬୦ ମସିହା ।

୧୪.   ଗୁଜରାଟର ରାଜଧାନୀର ନାମ କ’ଣ ଥିଲା?

ଉ. ଗାନ୍ଧୀନଗର ।

୧୫.   ହରିୟାଣା ରାଜ୍ୟ କେବେ ଗଠନ ହେଉଥିଲା?

ଉ. ୧ ନଭେମ୍ବର ୧୯୬୬ ମସିହା ।

୧୬.   ହରିୟାଣାର ରାଜଧାନୀର ନାମ କ’ଣ?

ଉ. ଚଣ୍ଡୀଗଡ଼ ।

୧୭.   ହିମାଚଳପ୍ରଦେଶ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୫ ଜାନୁୟାରୀ ୧୯୭୧ ମସିହା ।

୧୮.   ହିମାଚଳୟପ୍ରଦେଶର ରାଜଧାନୀର ନାମ କ’ଣ?

ଉ. ସିମ୍‌ଲା ।

୧୯.   ଝାଡ଼ଖଣ୍ଡ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧୫ ନଭେମ୍ବର ୨୦୦୦ ମସିହା ।

୨୦.   ଝାଡ଼ଖଣ୍ଡର ରାଜାଧାନୀର ନାମ କ’ଣ?

ଉ. ରାଞ୍ôଚ ।

୨୧.   କର୍ଣ୍ଣାଟକ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୭୩ ମସିହା ।

୨୨.   କର୍ଣ୍ଣାଟକର ରାଜଧାନୀର ନାମ କ’ଣ?

ଉ. ବାଙ୍ଗାଲୋର (ବେଙ୍ଗାଲୁରୁ) ।

୨୩.   କେରଳ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

୨୪.   କେରଳର ରାଜଧାନୀର ନାମ କ’ଣ?

ଉ. ଥିରୁଅନନ୍ତପୁରମ୍ ।

୨୫.   ମଧ୍ୟପ୍ରଦେଶ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

 ପୁନର୍ଗଠନ – ୧ ନଭେମ୍ବର ୨୦୦୦ ମସିହା ।

୨୬.   ମଧ୍ୟପ୍ରଦେଶର ରାଜଧାନୀର ନାମ କ’ଣ?

ଉ. ଭୋପାଳ ।

୨୭.   ମହାରାଷ୍ଟ୍ର ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ମେ ୧୯୬୦ ମସିହା ।

୨୮.   ମହାରାଷ୍ଟ୍ରର ରାଜଧାନୀର ନାମ କ’ଣ?

ଉ. ମୁମ୍ବାଇ ।

୨୯.   ମଣିପୁର ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୧ ଜାନୁଆରୀ ୧୯୭୨ ମସିହା ।

୩୦.   ମଣିପୁରର ରାଜଧାନୀର ନାମ କ’ଣ?

ଉ. ଇମ୍ପାଲ ।

୩୧.   ମେଘାଳୟ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୧ ଜାନୁଆରୀ ୧୯୭୨ ମସିହା ।

୩୨.   ମେଘାଳୟର ରାଜଧାନୀର ନାମ କ’ଣ?

ଉ. ଶିଲଂ ।

୩୩.   ମିଜୋରାମ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୦ ଫେବୃଆରୀ ୧୯୮୭ ମସିହା ।

୩୪.   ମିଜୋରାମର ରାଜଧାନୀ ନାମ କ’ଣ?

ଉ. ଆଇଜଲ ।

୩୫.   ନାଗାଲାଣ୍ଡ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ଡିସେମ୍ବର ୧୯୬୩ ମସିହା ।

୩୬.   ନାଗାଲାଣ୍ଡର ରାଜଧାନୀର ନାମ କ’ଣ?

ଉ. କୋହିମା ।

୩୭.   ଓଡ଼ିଶା ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ଏପ୍ରିଲ ୧୯୩୬ ମସିହା ।

 (ଗଡ଼ଜାତ ମିଶ୍ରଣ- ୧.୧.୧୯୪୮ – ୧.୧.୧୯୪୯ ମସିହା) ।

୩୮.   ଓଡ଼ିଶାର ରାଜଧାନୀର ନାମ କ’ଣ?

ଉ. ଭୁବନେଶ୍ୱର ।

୩୯.   ପଞ୍ଜାବ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୬ ଜାନୁୟାରୀ ୧୯୫୦ ମସିହା ।

୪୦.   ପଞ୍ଜାବର ରାଜଧାନୀ ନାମ କ’ଣ?

ଉ. ଚଣ୍ଡୀଗଡ଼ ।

୪୧.   ରାଜସ୍ଥାନ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

୪୨.   ରାଜସ୍ଥାନର ରାଜଧାନୀର ନାମ କ’ଣ?

ଉ. ଜୟପୁର ।

୪୩.   ସିକିମ୍ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୧୬ ମେ ୧୯୭୫ ମସିହା ।

୪୪.   ସିକିମ୍‌ର ରାଜଧାନୀର ନାମ କ’ଣ?

ଉ. ଗ୍ୟାଙ୍ଗଟକ ।

୪୫.   ତାମିଲନାଡ଼ୁ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. – ପାର୍ଟ ‘ଏ’ ରାଜ୍ୟ ଗଠନ – ୨୬ ଜାନୁଆରୀ ୧୯୫୦ ମସିହା ।

 – ପୁନଃ ନାମକରଣ– ୧୪ ଜାନୁଆରୀ ୧୯୬୯ ମସିହା ।

୪୬.   ତାମିଲନାଡ଼ୁର ରାଜଧାନୀର ନାମ କ’ଣ?

ଉ. ଚେନ୍ନାଇ ।

୪୭.   ତ୍ରିପୁରା ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୧ ଜାନୁଆରୀ ୧୯୭୨ ମସିହା ।

୪୮.   ତ୍ରିପୁରାର ରାଜଧାନୀର ନାମ କ’ଣ?

ଉ. ଅଗରତାଲା ।

୪୯.   ଉତ୍ତରାଖଣ୍ଡ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ଉତ୍ତରାଞ୍ଚଳ – ୯ ନଭେମ୍ବର ୨୦୦୦ ମସିହା ।

 ଉତ୍ତରାଖଣ୍ଡ – ୨୦୦୭ ମସିହା ।

୫୦.   ଉତ୍ତରାଖଣ୍ଡର ରାଜଧାନୀର ନାମ କ’ଣ?

ଉ. ଡେରାଡୁନ୍ ।

୫୧.   ଉତ୍ତର ପ୍ରଦେଶ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୬ ଜାନୁଆରୀ ୧୯୫୦ ମସିହା ।

୫୨.   ଉତ୍ତର ପ୍ରଦେଶର ରାଜଧାନୀର ନାମ କ’ଣ?

ଉ. ଲକ୍ଷ୍ନୌ ।

୫୩.   ପଶ୍ଚିମବଙ୍ଗ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨୬ ଜାନୁଆରୀ ୧୯୫୦ ।

୫୪.   ପଶ୍ଚିମବଙ୍ଗର ରାଜଧାନୀର ନାମ କ’ଣ?

ଉ. କୋଲକତା ।

୫୫.   ତେଲେଙ୍ଗାନା ରାଜ୍ୟ କେବେ ଗଠନ ହୋଇଥିଲା?

ଉ. ୨ ଜୁନ୍ ୨୦୧୪ ମସିହା ।

୫୬.   ତେଲେଙ୍ଗାନାର ରାଜଧାନୀର ନାମ କ’ଣ?

ଉ. ହାଇଦ୍ରାବାଦ ।

Leave a Comment