india quiz in odia

lets discuss in detail about India quiz in odia, ଚଳାନ୍ତୁ ଜାଣିବା india quiz in odiaରେ ସମ୍ପୂର୍ଣ ବିବରଣୀ ସହିତ।

ଭାରତର କେନ୍ଦ୍ରଶାସିତ ଅଞ୍ଚଳ (india quiz in odia)

(ଗଠନ ଓ ରାଜଧାନୀ)

Read Here : ଭାରତ କୁଇଜ ଓଡିଆ – Bharat Quiz Odia, Odisha UPS/NRTS 2024 Exam Question Paper Download pdf, 3rd class bruti exam question paper

୧.     ଦିଲ୍ଲୀ ରାଜ୍ୟ କେବେ ଗଠନ ହୋଇଥିଲା?

ଉ. କେନ୍ଦ୍ରଶାସିତ ଅଞ୍ଚଳ ୧୯୫୬ ମସିହା ।

 ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍ ଦିଲ୍ଲୀ- ଡିସେମ୍ବର ୧୯୯୧ ମସିହା ।

୨.     ଦିଲ୍ଲୀର ରାଜଧାନୀର ନାମ କ’ଣ?

ଉ. ଦିଲ୍ଲୀ ।

୩.     ଆଣ୍ଡାମାନ ଓ ନିକୋବର ଦ୍ୱୀପ କେବେ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଗଠନ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

୪.     ଆଣ୍ଡାମାନ ଓ ନିକୋବରର ରାଜଧାନୀର ନାମ କ’ଣ?

ଉ. ପୋର୍ଟବ୍ଲେୟାର ।

୫.     ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳ କେବେ ଗଠନ ହୋଇଥିଲା?

ଉ. ୧୯୬୬ ମସିହା ।

୬.     ଚଣ୍ଡୀଗଡ଼ର ରାଜଧାନୀର ନାମ କ’ଣ?

ଉ. ଚଣ୍ଡୀଗଡ଼ ।

୭.     ଦାଦ୍ରା ଓ ନଗରହାଭେଳୀ ଏବଂ ଡାମନ ଓ ଡିଉ ସ୍ୱତନ୍ତ୍ର ଗଠନ କେବେ ହୋଇଥିଲା?

ଉ. ୨୬ ଜାନୁଆରୀ ୨୦୨୦ ମସିହା ।

୮.     ଦାଦ୍ରା ଓ ନଗରହାଭେଳୀ ଏବଂ ଡାମନ ଓ ଡିଉର ରାଜଧାନୀର ନାମ କ’ଣ?

ଉ. ଡାମନ ।

୯.     ଲାକ୍ଷ୍ମାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱତନ୍ତ୍ର ଗଠନ କେବେ ହୋଇଥିଲା?

ଉ. ୧ ନଭେମ୍ବର ୧୯୫୬ ମସିହା ।

 ପୁନଃ ନାମକରଣ– ୧ ନଭେମ୍ବର ୧୯୭୩ ମସିହା ।

୧୦.   ଲାକ୍ଷ୍ମାଦ୍ୱୀପର ରାଜଧାନୀର ନାମ କ’ଣ?

ଉ. କାଭାର୍ଟି ।

୧୧.   ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ କେବେ ଗଠନ ହୋଇଥିଲା?

ଉ. ୭ ଜାନୁଆରୀ ୧୯୬୩ ମସିହା ।

୧୨.   ପୁଡ଼ୁଚେରୀର ରାଜଧାନୀର ନାମ କ’ଣ?

ଉ. ପୁଡ଼ୁଚେରୀ ।

୧୩.   ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଗଠନ କେବେ ହୋଇଥାଏ?

ଉ. ୩୧ ଅକ୍ଟୋବର ୨୦୧୯ ମସିହା ।

୧୪.   ଜାମ୍ମୁ ଓ କାଶ୍ମୀରର ରାଜଧାନୀର ନାମ କ’ଣ?

ଉ. ଶ୍ରୀନଗର (ଗ୍ରୀଷ୍ମକାଳୀନ) ।

 ଜାମ୍ମୁ (ଶୀତକାଳୀନ) ।

୧୫.   ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ କେବେ ଗଠନ ହୋଇଥିଲା?

ଉ. ୩୧ ଅକ୍ଟୋବର ୨୦୧୯ ମସିହା ।

୧୬.   ଲଦାଖର ରାଜଧାନୀର ନାମ କ’ଣ?

ଉ. ଲେହ ।

ଭାରତର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳ

୧.     ଆଗ୍ରାଦୁର୍ଗ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଉତ୍ତରପ୍ରଦେଶ ।

୨.     ଅଜନ୍ତାଗୁମ୍ଫା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ମହାରାଷ୍ଟ୍ର ।

୩.     ଏଲୋରାଗୁମ୍ଫା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ମହାରାଷ୍ଟ୍ର ।

୪.     ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଉତ୍ତରପ୍ରଦେଶ ।

୫.     କୋଣାର୍କର ସୂର୍ଯ୍ୟମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଓଡ଼ିଶା ।

୬.     ମହାବଳୀପୁରମ୍ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ତାମିଲନାଡ଼ୁ ।

୭.     କାଜିରଙ୍ଗା ଜାତୀୟ ଉଦ୍ୟାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଆସାମ ।

୮.     କୋଲାଦେଓ ଜାତୀୟ ଉଦ୍ୟାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ରାଜସ୍ଥାନ ।

୯.     ମାନସ ବଣ୍ୟଜନ୍ତୁ ଅଭୟାରଣ୍ୟ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଆସାମ ।

୧୦.   ଫତେପୁରସିକ୍ରି ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଉତ୍ତରପ୍ରଦେଶ ।

୧୧.   ଖଜୁରାହୋ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ମଧ୍ୟପ୍ରଦେଶ ।

୧୨.   ଏଲିଫ୍ୟାଣ୍ଟଗୁମ୍ଫା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ମହାରାଷ୍ଟ୍ର ।

୧୩.   ସୁନ୍ଦରବନ ଜାତୀୟ ଉଦ୍ୟାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ପଶ୍ଚିମବଙ୍ଗ ।

୧୪.   ନନ୍ଦାଦେବୀ ଜାତୀୟ ଉଦ୍ୟାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଉତ୍ତରାଖଣ୍ଡ ।

୧୫.   କୁତବମୀନାର ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଦିଲ୍ଲୀ ।

୧୬.   ବୁଦ୍ଧଗୟା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ବିହାର ।

୧୭.   ଲାଲକିଲ୍ଲା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ଦିଲ୍ଲୀ ।

୧୮.   ଜନ୍ତରମନ୍ତର ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ରାଜସ୍ଥାନ ।

୧୯.   ନାଳନ୍ଦା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ବିହାର ।

୨୦.   କାଞ୍ଚନଜଙ୍ଗା ପର୍ବତ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

ଉ. ସିକିମ୍ ।

ଭାରତର ମହାନ ବ୍ୟକ୍ତିଙ୍କ ସମାଧି ପୀଠ

୧.     ମହାତ୍ମା ଗାନ୍ଧୀଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ରାଜଘାଟ୍ (ଦିଲ୍ଲୀ) ।

୨.     ଜବାହରଲାଲ ନେହେରୁଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ଶାନ୍ତିବନ (ଦିଲ୍ଲୀ) ।

୩.     ଲାଲବାହାଦୁର ଶାସ୍ତ୍ରୀଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ବିଜୟଘାଟ୍ (ଦିଲ୍ଲୀ) ।

୪.     ଇନ୍ଦିରା ଗାନ୍ଧୀଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ଶକ୍ତିଘାଟ (ଦିଲ୍ଲୀ) ।

୫.     ରାଜୀବ ଗାନ୍ଧୀଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ବୀରଭୂମି (ଦିଲ୍ଲୀ) ।

୬.     ଡଃ ରାଜନ୍ଦ୍ରେ ପ୍ରସାଦଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ସଦାକୋଟ୍ (ପାଟନା) ।

୭.     ରବୀନ୍ଦ୍ରନାଥ ଠାକୁରଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ଶାନ୍ତିନିକେତନ (ପଶ୍ଚିମବଙ୍ଗ) ।

୮.     ସ୍ୱାମୀ ବିବେକାନନ୍ଦଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ବେଲୁର (ପଶ୍ଚିମବଙ୍ଗ) ।

୯.     ରାମକୃଷ୍ଣ ପରମହଂସଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. କାଶୀପୁର (ପଶ୍ଚିମବଙ୍ଗ) ।

୧୦.   ତୁଳସୀ ଦାସଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ରାଜ୍‌ପୁର (ମଧ୍ୟପ୍ରଦେଶ) ।

୧୧.   ମହାବୀରଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ବିହାର ।

୧୨.   ବୁଦ୍ଧଦେବଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. କୁଶିନଗର (ଉତ୍ତରପ୍ରଦେଶ) ।

୧୩.   ଶ୍ରୀ ଅରବିନ୍ଦଙ୍କ ସମାଧିପୀଠ କେଉଁଠାରେ ଅବସ୍ଥିତ?

ଉ. ପୁଡ଼ୁଚେରୀ ।

ଭାରତର ଉପାଧିପ୍ରାପ୍ତ ବ୍ୟକ୍ତି

୧.     ବୁଦ୍ଧଦେବ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଏସିଆର ଆଲୋକ ।

୨.     ବିବେକାନନ୍ଦ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ସ୍ୱାମିଜୀ ।

୩.     ଶଙ୍କରାଚାର୍ଯ୍ୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଜଗତ୍‌ଗୁରୁ ।

୪.     ଜବାହରଲାଲ ନେହେରୁ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଚାଚାଜୀ ।

୫.     ମୋହନ ଦାସ କରମଚାନ୍ଦ ଗାନ୍ଧୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଜାତିର ପିତା, ମହାତ୍ମାଗାନ୍ଧୀ, ବାପୁ ।

୬.     ଲାଲବାହାଦୁର ଶାସ୍ତ୍ରୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଶାସ୍ତ୍ରୀଜୀ, ଶାନ୍ତିଦୂତ ।

୭.     ସୁଭାଷ ଚନ୍ଦ୍ର ବୋଷ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ନେତାଜୀ ।

୮.     ବଲ୍ଲଭ ଭାଇ ପଟେଲ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ସର୍ଦ୍ଦାର, ଲୌହମାନବ ।

୯.     ଲାଲା ଲଜ୍‌ପତ ରାୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଶେର-ଇ-ପଞ୍ଜାବ ।

୧୦.   ବାଲ ଗଙ୍ଗାଧର ତିଳକ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଲୋକମାନ୍ୟ ।

୧୧.   ରବୀନ୍ଦ୍ରନାଥ ଠାକୁର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଗୁରୁଦେବ ।

୧୨.   ଦାଦାଭାଇ ନାରୋଜୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. କୁଳଗୁରୁ ।

୧୩.   ବିନୋବାଭାବେ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଆଚାର୍ଯ୍ୟ ।

୧୪.   ପୁରୁଷୋତ୍ତମ ଟଣ୍ଡନ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ରାଜର୍ଷି ।

୧୫.   ପଣ୍ଡିତ ମଦନ ମୋହନ ମାଲବ୍ୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ମହାମାନ୍ୟ ।

୧୬.   ଚିତ୍ତରଞ୍ଜନ ଦାସ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଦେଶବନ୍ଧୁ ।

୧୭.   ଜୟପ୍ରକାଶ ନାରାୟଣ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଲୋକନାୟକ ।

୧୮.   ସରୋଜିନୀ ନାଇଡ଼ୁ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ବୁଲ୍‌ବୁଲ ।

୧୯.   ଈଶ୍ୱରଚନ୍ଦ୍ର ବନ୍ଧୋପାଧ୍ୟାୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ବିଦ୍ୟାସାଗର ।

୨୦.   ଜଗଜୀବନ ରାମ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ବାବୁଜୀ ।

୨୧.   ଇନ୍ଦିରା ଗାନ୍ଧୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ପ୍ରିୟଦର୍ଶିନୀ ।

୨୨.   ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ରାଷ୍ଟ୍ରଗୁରୁ ।

୨୩.   ଚକ୍ରବର୍ତ୍ତୀ ରାଜଗୋପାଳଚାରୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ରାଜାଜୀ, ସି.ଆମ୍ ।

୨୪.   ଟି. ପ୍ରକାଶମ୍ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଆନ୍ଧ୍ରକେଶରୀ ।

୨୫.   ବିଜୁ ପଟ୍ଟନାୟକ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଭୂମିପୁତ୍ର ।

୨୬.   ମଧୁସୂଦନ ଦାସ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଉତ୍କଳଗୌରବ ।

୨୭.   ଗୋପବନ୍ଧୁ ଦାସ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଉତ୍କଳମଣି ।

୨୮.   ହରେକୃଷ୍ଣ ମହତାବ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଉତ୍କଳ କେଶରୀ ।

୨୯.   ଫକୀର ମୋହନ ସେନାପତି କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ବ୍ୟାସକବି ।

୩୦.   ସାରଳା ଦାସ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଆଦିକବି ।

୩୧.   ରାଧାନାଥ ରାୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. କବିବର ।

୩୨.   ବୀର କିଶୋର ଦାସ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଜାତୀୟ କବି ।

୩୩.   ଉପେନ୍ଦ୍ର ଭଞ୍ଜ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. କବି ସମ୍ରାଟ ।

୩୪.   କାଳି ଚରଣ ପଟ୍ଟନାୟକ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. କବିଚନ୍ଦ୍ର ।

୩୫.   ନନ୍ଦକିଶୋର ବଳ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ପଲ୍ଲୀକବି ।

୩୬.   ପି.ଟି. ଉଷା କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଦୌଡ଼ରାଣୀ ।

୩୭.   ସାର୍ ଆଶୁତୋଷ ମୁଖାର୍ଜୀ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ବଙ୍ଗଳାର ବାଘ ।

୩୮.   ଲତା ମଙ୍ଗେସକର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଭାରତର କୋଇଲି ।

୩୯.   ସୁନିଲ ଗାଭାସ୍କର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଲିଟିଲ୍ ମାଷ୍ଟର, ସନି ।

୪୦.   ସଚିନ ତେନ୍ଦୁଲକର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ରନ୍ ମେସିନ୍ ।

୪୧.   ପଣ୍ଡିତ ହରିହର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଆଚାର୍ଯ୍ୟ ମହାଶୟ ।

୪୨.   ସି.ଏଫ୍‌. ଆଣ୍ଡ୍ରୁସ୍ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଦୀନବନ୍ଧୁ ।

୪୩.   ସାମନ୍ତ ଚନ୍ଦ୍ରଶେଖର କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ମହାମହୋପାଧ୍ୟାୟ ।

୪୪.   ଭୀମଭୋଇ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ସନ୍ଥକବି ।

୪୫.   ରାଧାମୋହନ ଗଡ଼ଜାନୟ କେଉଁ ଉପାଧିରେ ଭୂଷିତ ହୋଇଛନ୍ତି?

ଉ. ଛନ୍ଦକବି ।

ଭାରତର ପ୍ରସିଦ୍ଧ ନୃତ୍ୟ

୧.     ‘ଭାରତନାଟ୍ୟମ୍‌’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. ତାମିଲନାଡ଼ୁ ।

୨.     ‘ମୋହିନୀ ଆଟମ’ ଓ ‘କଥାକଳୀ’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. କେରଳ ।

୩.     ‘କଥକ’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. ଉତ୍ତରଭାରତ ।

୪.     ‘ମଣିପୁରୀ’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. ମଣିପୁର ।

୫.     ‘କୁଚିପୁଡ଼ି’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. ଆନ୍ଧ୍ରପ୍ରଦେଶ ।

୬.     ‘ଓଡ଼ିଶୀ’ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?

ଉ. ଓଡ଼ିଶା ।

ଭାରତର ପ୍ରସିଦ୍ଧ ଶୈଳନିବାସ

୧.     ‘ଆଲମୋଡ଼ା’, ‘ମସୌରୀ’, ‘ନୈନିତାଲ’ ଓ ‘ମୁକ୍ତେଶ୍ୱର’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ଉତ୍ତରାଖଣ୍ଡ ।

୨.     ‘କୁଲୁ’, ‘କସୌଲି’, ‘ସିମ୍‌ଳା’ ଓ ‘ଡେଲହାଉସୀ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ହିମାଚଳ ପ୍ରଦେଶ ।

୩.     ‘ଦାର୍ଜିଲିଂ’, ‘କାଲିଂପଙ୍ଗ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ପଶ୍ଚିମବଙ୍ଗ ।

୪.     ‘କୁନୁର’, ‘କୋଡ଼େଇ କେନାଲ’, ‘ଉଟି (ଉତ୍ତକାମଣ୍ଡ)’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ତାମିଲନାଡ଼ୁ ।

୫.     ‘ମାଉଣ୍ଟଆବୁ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ରାଜସ୍ଥାନ ।

୬.     ‘ଚେରାପୁଞ୍ଜି’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ଆସାମ ।

୭.     ‘ମହାବଳେଶ୍ୱର’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ମହାରାଷ୍ଟ୍ର ।

୮.     ‘ପଞ୍ଚମାଳୀ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ମଧ୍ୟପ୍ରଦେଶ ।

୯.     ‘ଶିଲଂ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ମେଘାଳୟ ।

୧୦.   ‘ରାଞ୍ôଚ’ କେଉଁ ରାଜ୍ୟର ପ୍ରସିଦ୍ଧ ଶୈଳନିବାସ?

ଉ. ଝାଡ଼ଖଣ୍ଡ ।

Leave a Comment