odia calendar 2024 ଓଡିଆ କ୍ୟାଲେଣ୍ଡର 2024 (ଓଡିଆ – ODIA) | ସମସ୍ତ ମାସ କ୍ୟାଲେଣ୍ଡର ଅନ୍ଲାଇନ୍ (ନୂଆ NEW) 2024 ପାଇଁ ଏଠାରେ odia calendar 2024 (ଓଡିଆ କ୍ୟାଲେଣ୍ଡର) ଅଛି | ନୂତନ ଓଡିଆ କ୍ୟାଲେଣ୍ଡର ସମସ୍ତ ଉତ୍ସବର ତାରିଖ ସହିତ ଏଠାରେ ଅଛି | ମାଗଣାରେ ଏହାକୁ online ଯାଞ୍ଚ କରନ୍ତୁ | ଆପଣ ଏହାର PDF ଡାଉନଲୋଡ୍ କରିପାରିବେ |
odia calendar 2024
ନିମ୍ନରେ ଆମେ ଚଳିତ ବର୍ଷର ମାସ ପାଇଁ odia calendar 2024 ପ୍ରଦାନ କରିଛୁ, ଆପଣ ସୂର୍ଯ୍ୟ ଉଦୟ, ସୂର୍ଯ୍ୟୋଦୟ ସମୟ, ବିବାହ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତାରିଖ, ବ୍ରତୋପନୟନ, ଗୃହରମ୍ଭ, ଗୃହପ୍ରବେଶ ଏବଂ ନୂତନ ବ୍ୟବସାୟ ଆରମ୍ଭ କରିବାର ତାରିଖ ଯାଞ୍ଚ କରିପାରିବେ|
January odia calendar 2024
Download odia calendar 2024 PDF
ଜାନୁଆରୀ odia calendar 2024 marriage dates ବିବାହ ତାରିଖ – 16, 17, 18, 20, 21, 22, 27, 28, 30, 31
ଜାନୁଆରୀ odia calendar 2024 – 22, 31 ରେ ବ୍ରତୋପନୟନ ତାରିଖ |
ଜାନୁୟାରୀ odia calendar 2024 ପର୍ବଦିନ
ଜାନୁୟାରୀ 1 | ଇଂରାଜୀ ନୂତନ ବର୍ଷ ସନ 2024 ମସିହା ପ୍ରବେଶ ଆରମ୍ଭ। |
ଜାନୁୟାରୀ 4 | ପଠାଣି ସାମନ୍ତଙ୍କ ଜୟନ୍ତୀ |
ଜାନୁୟାରୀ 7 | ସଫଳା ଏକାଦଶୀ ଓ ହଳ ନିଷେଧ |
ଜାନୁୟାରୀ 10 | ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା |
ଜାନୁୟାରୀ 11 | ବକୁଳ ଅମାବାସ୍ୟା, ଶ୍ରୀମନ୍ଦିର ଓ ଗୃହିଣାଂ ବକୁଳ ଲାଗି, ଚନ୍ଦ୍ରକ୍ଷୟ, ନିଶିପାଳନ, ଶରଣ ଆରମ୍ଭ ଓ ମହାପୁରୁଷ ବୁଦ୍ଧନାଥ ଦାସଙ୍କ ଜନ୍ମୋତ୍ସବ |
ଜାନୁୟାରୀ 12 | ଚନ୍ଦ୍ରଦର୍ଶନ ପୂଜା ଓ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ |
ଜାନୁୟାରୀ 14 | ନନ୍ଦୀଙ୍କ ବେଢ଼ା, ଭୋଗି ଓ ମାସାନ୍ତ |
ଜାନୁୟାରୀ 15 | ଉତ୍ତରାୟଣ ମକର ସଂକ୍ରାନ୍ତି, ପୋଙ୍ଗଲ, ଶରଣ ଶେଷ ଓ ହ.ନି., |
ଜାନୁୟାରୀ 16 | ବରଗଡ଼ରେ ଧନୁ ଯାତ୍ରା |
ଜାନୁୟାରୀ 20 | ଶାମ୍ଭ ଦଶମୀ ଓ ସୂର୍ଯ୍ୟଦେବଙ୍କ ପୂଜା |
ଜାନୁୟାରୀ 21 | ସର୍ବସମ୍ମତ ପୁତ୍ରଦା ଏକାଦଶୀ, ରବିନାରାୟଣ ବ୍ରତ ଓ ହଳ ନିଷେଧ |
ଜାନୁୟାରୀ 23 | ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, 24-ଶିବଚତୁର୍ଦ୍ଦଶୀ ଉପବାସ |
ଜାନୁୟାରୀ 25 | ଦେବାଭିଷେକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମହୋଦଧି ଆରତୀ, ଗୁରୁ ପୂର୍ଣ୍ଣିମା, ମହୋଦଧି ଆରତୀ, ଗୁରୁ ପୂର୍ଣ୍ଣିମା, ଚନ୍ଦ୍ରପୂଜା ଓ ଉପବାସ |
ଜାନୁୟାରୀ 26 | ମାପ ବ୍ରତାରମ୍ଭଃ, ପୁଷ୍ୟା ଭିଷେକ, ରାଜା ଭିଷେକ ଓ 75ତମ ସାଧାରଣତନ୍ତ୍ର ଦିବସ |
ଜାନୁୟାରୀ 29 | ସଙ୍କଟ ଚତୁର୍ଥୀ ବ୍ରତ |
ଜାନୁୟାରୀ 30 | ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ |
Download odia calander 2023 here
February odia calendar 2024

ଫେବୃୟାରୀ odia calendar 2024 marriage dates ବିବାହ ତାରିଖ – 1, 2, 4, 5, 14, 15, 18, 19, 26, 27, 28, 29
ଫେବୃୟାରୀ odia calendar 2024 – 12, 15, 19, 22, 26, 27, 29ରେ ବ୍ରତୋପନୟନ ତାରିଖ।
ଫେବୃୟାରୀ odia calendar 2024 ପର୍ବଦିନ
ଫେବୃୟାରୀ 3 | ଅଷ୍ଟକା ଶ୍ରାଦ୍ଧ |
ଫେବୃୟାରୀ 6 | ଷଟ୍ ତିଳା ଏକାଦଶୀ ଓ ହଳ ନିଷେଧ |
ଫେବୃୟାରୀ 8 | ରଟନ୍ତୀ ଚତୁର୍ଦ୍ଦଶୀ ଉପବାସ, ରଟନ୍ତୀ କାଳିକା ପୂଜା, ସବେ-ମେରାଜ (ପୂର୍ବରାତ୍ରି), ଶିବଚତୁର୍ଦ୍ଦଶୀ ଉପବାସ, ବେଢ଼ା ପରିକ୍ରମା ଓ ଶରଣ ଆରମ୍ଭ |
ଫେବୃୟାରୀ 9 | ତ୍ରିବେଣୀ ଅମାବାସ୍ୟା, ମା’ବିରଜା ଦେବୀଙ୍କ ଜନ୍ମୋତ୍ସବ, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ |
ଫେବୃୟାରୀ 10 | ଶ୍ରୀ ଜୀଉଙ୍କ ପଦ୍ମ ବେଶ |
ଫେବୃୟାରୀ 11 | ଚନ୍ଦ୍ରଦର୍ଶନ ଓ ପୂଜା |
ଫେବୃୟାରୀ 12 | ଶରଣ ଶେଷ |
ଫେବୃୟାରୀ 13 | କୁମ୍ଭ ସଂକ୍ରାନ୍ତି, ବରଦା ଚତୁର୍ଥୀ ଓ ହଳ ନିଷେଧ |
ଫେବୃୟାରୀ 14 | ସରସ୍ବତୀ ପୂଜା, ଶ୍ରୀ ପଞ୍ଚମୀ ଓ ବସନ୍ତୋତ୍ସବ |
ଫେବୃୟାରୀ 16 | ମାଘ ସପ୍ତମୀ, (କୋଣାର୍କ) ଚନ୍ଦ୍ରଭାଗା ତୀର୍ଥେ ସ୍ନାନ, ଭୀଷ୍ମାଷ୍ଟମୀ ଓ ଶ୍ରୀମନ୍ଦିରେ ଜଗତସିଂହପୁର ମହାପୁରୁଷ ବୁଦ୍ଧନାଥ ଦାସଙ୍କ ଜନ୍ମୋତ୍ସବ |
ଫେବୃୟାରୀ 20 | ଭୈମୀ ଏକାଦଶୀ (ବଡ଼) ଉପବାସ, ବ୍ୟାସ ସରୋବର ମେଳା, ବରାହ ଦ୍ବାଦଶୀ ଓ ହଳ ନିଷେଧ |
ଫେବୃୟାରୀ 22 | ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ଶିବଚତୁର୍ଦ୍ଦଶୀ ଉପବାସ |
ଫେବୃୟାରୀ 23 | ଅଗ୍ନୁୟତ୍ସବ ଓ ଯୋରନ୍ଦା ମେଳା |
ଫେବୃୟାରୀ 24 | ମାଘ ପୂର୍ଣ୍ଣିମା, ମାଘ ବ୍ରତ ସମାପନ, ଶ୍ରୀମନ୍ଦିରେ ଗଜ ଉଦ୍ଧାରଣ ବେଶ, ଚନ୍ଦ୍ରପୂଜା ଓ ଉପବାସ |
ଫେବୃୟାରୀ 26 | ସବେ-ବରାତ୍ (ପୂର୍ବରାତ୍ରି) |
March odia calendar 2024

ଏହିପରି ଅନେକ ତଥ୍ୟ, ଓଡିଆ ଗପ, ଓଡ଼ିଶା ବିଷୟରେ ଜାଣିବା ପାଇଁ ଆମ ଅନ୍ୟ article ପଢନ୍ତୁ :
odisha gk pdf 2023, Odia Calander 2023, odia kahani, odia story book, odia gapa story, 13 Festivals in 12 Months | A Celebration of Odisha’s Rich Culture
ମାର୍ଚ୍ଚ odia calendar 2024 marriage dates ବିବାହ ତାରିଖ – 1, 2, 3, 4, 7, 11
ମାର୍ଚ୍ଚ odia calendar 2024 – 1, 11, 17, 20, 27ରେ ବ୍ରତୋପନୟନ ତାରିଖ।
odia calendar 2024 ପର୍ବଦିନ
ମାର୍ଚ୍ଚ 6 | ସ୍ମାର୍ତ୍ତ ସମ୍ମତ ପଙ୍କୋଦ୍ଧାର ଏକାଦଶୀ ଉପବାସ, ଶରଣ ଆରମ୍ଭ ଓ ହ.ନି., |
ମାର୍ଚ୍ଚ 7 | ସର୍ବ ବୈଷ୍ଣବ ସମ୍ମତ ଏକାଦଶୀ |
ମାର୍ଚ୍ଚ 8 | ମହାଶିବରାତ୍ରି (ଜାଗର) ଓ ଶିବଚତୁର୍ଦ୍ଦଶୀ ଉପବାସ |
ମାର୍ଚ୍ଚ 9 | ବୈଷ୍ଣବ ସମ୍ମତ ମହାଶିବରାତ୍ରି, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ |
ମାର୍ଚ୍ଚ 10 | ଅମାବାସ୍ୟା, ସୂର୍ଯ୍ୟମହତୀ ସ୍ନାନ ଓ ଶରଣ ଶେଷ |
ମାର୍ଚ୍ଚ 11 | ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଉପବାସ, ତା12-ରମଜାନ ମାସ ଆରମ୍ଭ |
ମାର୍ଚ୍ଚ 14 | ମୀନ ସଂକ୍ରାନ୍ତି ଓ ଗୁରୁ ପଞ୍ଚମୀ ବ୍ରତ ଓ ହଳ ନିଷେଧ |
ମାର୍ଚ୍ଚ 19 | ଦୋଳ ଯାତ୍ରାରମ୍ଭଃ, ଫଗୁ ଦଶମୀ ଓ ଶ୍ରୀ ଜୀଉଙ୍କର ଚାଚେରୀ ବେଶ |
ମାର୍ଚ୍ଚ 20 | ପାପନାଶିନୀ (ଆମଦର୍କୀ) ଏକାଦଶୀ ଓ ହଳ ନିଷେଧ |
ମାର୍ଚ୍ଚ 21 | ସାମାନ୍ୟ ଗୋବିନ୍ଦ ଦ୍ବାଦଶୀ ସ୍ନାନ ଓ ସମ ଦିବସ |
ମାର୍ଚ୍ଚ 21 | ରାଷ୍ଟ୍ରିୟ 1946 ନବବର୍ଷ ଆରମ୍ଭ |
ମାର୍ଚ୍ଚ 23 | ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା |
ମାର୍ଚ୍ଚ 24 | ବରାହ ଦୋଳ, ରାଜାଗ୍ନି, ଓଳକଣା ମେଲଣ ଓ ପୂର୍ଣ୍ଣିମାର ଚନ୍ଦ୍ରପୂଜା |
ମାର୍ଚ୍ଚ 25 | ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଦେବଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କର ରାଜବେଶ |
ମାର୍ଚ୍ଚ 26 | ହୋଲି ଉତ୍ସବ |
ମାର୍ଚ୍ଚ 29 | ଗୁଡ଼ ଫ୍ରାଇଡ଼େ, |
ମାର୍ଚ୍ଚ 30 | ପଞ୍ଚୁଦୋଳ |
ମାର୍ଚ୍ଚ 31 | ସ୍କନ୍ଧ ଷଷ୍ଠୀ |
April odia calendar 2024

ଏପ୍ରିଲ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ଏପ୍ରିଲ odia calendar 2024 – 1 ରେ ବ୍ରତୋପନୟନ ତାରିଖ।
ଏପ୍ରିଲ odia calendar 2024 ପର୍ବଦିନ
ଏପ୍ରିଲ 1 | ଉତ୍କଳ ଦିବସ ଓ ଇଷ୍ଟର ମନ୍ ଡ଼େ |
ଏପ୍ରିଲ 2 | ତାରାତାରେଣୀ ଯାତ୍ରାଓ ଶରଣ ଆରମ୍ଭ, |
ଏପ୍ରିଲ 4 | ଦଶ ଦୋଳ |
ଏପ୍ରିଲ 5 | ପାପମୋଚନୀ ଏକାଦଶୀ, ଜୁମାତୁଲା ବିଦା ଓ ହଳ ନିଷେଧ |
ଏପ୍ରିଲ 6 | ମହାମହତୀ ବରଣୀ ସ୍ନାନ |
ଏପ୍ରିଲ 7 | ସ୍ନହୀ ଚତୁର୍ଦ୍ଦଶୀ, ସବେ-କଦର୍ (ପୂର୍ବରାତ୍ରି), ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ଓ ଶରଣ ଶେଷ |
ଏପ୍ରିଲ 8 | ମଧୁ ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ନିଶିପାଳନ |
ଏପ୍ରିଲ 9 | ସୃଷ୍ଟ୍ୟାରମ୍ଭ ଦିବସ, ତେଲୁଗୁ ନୂତନ ବର୍ଷ, ଶ୍ରୀ ବାସନ୍ତୀକ ଦୁଗାଦେବ୍ୟାଃ ନବଦିନାତ୍ମକ ପୂଜାରମ୍ଭଃ ଓ ସମ୍ବତ୍ 2081 ପ୍ରବେଶ |
ଏପ୍ରିଲ 10 | ଚନ୍ଦ୍ରଦର୍ଶନ |
ଏପ୍ରିଲ 11 | ଇଦୁଲ୍ ଫିତର୍ |
ଏପ୍ରିଲ 12 | ଶ୍ରୀମନ୍ଦିରେ ବାଡ଼ି ନୃସିଂହ ବିଜେ |
ଏପ୍ରିଲ 13 | ବାସନ୍ତୀକ ଶ୍ରୀ ଦୁର୍ଗ।ଦେବ୍ୟାଃ ବିଲମ୍ବବରଣ ଓ ବର୍ଷ ଶେଷ |
ଏପ୍ରିଲ 14 | ମହାବିଷୁବ (ପଣା) ସଂକ୍ରାନ୍ତି, ରାଧାରମଣ ଦେବ ଓ ହନୁମାନ ଦେବଙ୍କ ଜୟନ୍ତୀ, ପୀଠେ ବାସନ୍ତାକ ଶ୍ରୀ ଦୁର୍ଗ।ଦେବ୍ୟାଃ ସପ୍ତମୀ ପୂଜାଓ ଶ୍ରୀମନ୍ଦିରେ ଚୈତ୍ର ପର୍ବ ଗୁଣ୍ଡିଚା ଯାତ୍ରା |
ଏପ୍ରିଲ 15 | ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ପ୍ରତିଷ୍ଠା ଓ ବାସନ୍ତୀକ ଶ୍ରୀଦୁର୍ଗ।ଦେବ୍ୟାଃ ମହାଷ୍ଟମୀ ପୂଜା |
ଏପ୍ରିଲ 16 | ଅଶୋକାଷ୍ଟମୀ, ଶ୍ରୀ ଲିଙ୍ଗରାଜ ଦେବଙ୍କ ରୁକୁଣା ରଥଯାତ୍ରୀ ଓ ବାସନ୍ତୀକ ଶ୍ରୀ ଦୁର୍ବ।ଦେବ୍ୟାଃ ମହାନବମୀ ପୂଜା |
ଏପ୍ରିଲ 17 | ଶ୍ରୀରାମ ନବମୀ ଓ ଶ୍ରୀ ଦୁର୍ବ।ଦେବ୍ୟାଃ ବିଶ୍ରମ |
ଏପ୍ରିଲ 18 | ବାସନ୍ତୀକ ଦଶହରା ଓ ଦୁଦଶା ବ୍ରତ |
ଏପ୍ରିଲ 19 | କାମଦା ଏକାଦଶୀ ଉପବାସ ଓ ହ.ନି. |
ଏପ୍ରିଲ 21 | ଅନଙ୍ଗ ତ୍ରୟୋଦଶୀ |
ଏପ୍ରିଲ 22 | ଶିବ ଓ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ |
ଏପ୍ରିଲ 23 | ଚୈତ୍ର ପୂର୍ଣ୍ଣିମା, ଚନ୍ଦ୍ରପୂଜା ଓ ହିଙ୍ଗୁଳା ଯାତ୍ରା |
ଏପ୍ରିଲ 24 | ବୈଶାଖ ବ୍ରତାରମ୍ଭଃ |
ଏପ୍ରିଲ 28 | ମଧୁବାବୁଙ୍କ ଜୟନ୍ତୀ |
ଏପ୍ରିଲ 30 | ଶରଣ ଆରମ୍ଭ |
May odia calendar 2024

ମଇ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ମଇ odia calendar 2024 – ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ମଇ odia calendar 2024 ପର୍ବଦିନ
ମଇ 1 | ଶ୍ରମିକ ଦବସ |
ମଇ 4 | ବରୁଥିନୀ ଏକାଦଶୀ ଉପବାସ, ଶରଣ ଶେଷ ଓ ହଳ ନିଷେଧ |
ମଇ 6 | ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା |
ମଇ 7 | ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହ.ନି., |
ମଇ 8 | ଋକ୍ମିଣୀ ଅମାବାସ୍ୟା |
ମଇ 9 | ପର୍ଶୁରାମ ଜୟନ୍ତୀ ଓ ଚନ୍ଦ୍ରଦର୍ଶନ |
ମଇ 10 | ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ ଓ ରଥ ଅନୁକୂଳ |
ମଇ 12 | ଜଗଦ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ |
ମଇ 13 | ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ |
ମଇ 14 | ବୃଷ ସଂକ୍ରାନ୍ତି ଓ ହଳ ନିଷେଧ |
ମଇ 15 | ନିଳାଦ୍ରୀ ମହୋଦୟାଷ୍ଟମୀ |
ମଇ 16 | ସୀତା ନବମୀ |
ମଇ 19 | ମୋହିନୀ ଏକାଦଶୀ ଉପବାସ, ରବିନାରାୟଣ ବ୍ରତ ଓ ହ.ନି. |
ମଇ 22 | ନୃସିଂହ ଜନ୍ମ ଓ ଶିବଚତୁର୍ଦ୍ଦଶୀ ଉପବାସ |
ମଇ 23 | ଚନ୍ଦନ ପୂର୍ଣ୍ଣିମା, ଚନ୍ଦ୍ରପୂଜା, ବୁଦ୍ଧ ଜୟନ୍ତୀ, ବୈଶାଖ ହ୍ରଦ ସମାପନ ଓ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣ।ହୁତି, |
ମଇ 27 | ଶରଣ ଆରମ୍ଭ |
ମଇ 29 | ଶ୍ରୀକ୍ଷେତ୍ରେ ଭଉରୀ |
ମଇ 30 | ଉତ୍କଳେ ଭଉରୀ ଓ ଶ୍ରୀକ୍ଷେତ୍ରେ ହଳଦୀ ପାଣି |
ମଇ 31 | ଶରଣ ଶେଷ |
June odia calendar 2024

ଜୁନ୍ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ଜୁନ୍ odia calendar 2024 – ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ଜୁନ୍ odia calendar 2024 ପର୍ବଦିନ
ଜୁନ୍ 2 | ଜଳକ୍ରିଡ଼ା ଏକାଦଶୀ ଉପବାସ ଓ ହଳ ନିଷେଧ |
ଜୁନ୍ 5 | ଚନ୍ଦ୍ରକ୍ଷୟ, ନିଶିପାଳନ, ଶିବଚତୁର୍ଦ୍ଦଶୀ ଉପବାସ ଓ ହ.ନି., |
ଜୁନ୍ 6 | ଅମାବାସ୍ୟା ଓ ସାବିତ୍ରୀ ବ୍ରତ |
ଜୁନ୍ 7 | ଚନ୍ଦ୍ରଦର୍ଶନ |
ଜୁନ୍ 9 | ରମ୍ଭା ତୃତୀୟା |
ଜୁନ୍ 10 | ଉମା ଚତୁର୍ଥୀ |
ଜୁନ୍ 11 | ଶିବ ବିବାହୋତ୍ସବ |
ଜୁନ୍ 12 | ସର୍ବତ୍ର ଶୀତଳ ଷଷ୍ଠୀ ଓ ଶ୍ରୀମନ୍ଦିରେ ଜଳକ୍ରୀଡ଼ା |
ଜୁନ୍ 14 | ପ୍ରଥମ ରଜ |
ଜୁନ୍ 15 | ମିଥୁନ (ରୀଜ) ସଂକ୍ରାନ୍ତି ଓ ହଳ ନିଷେଧ |
ଜୁନ୍ 16 | ଗଙ୍ଗା ଦଶହରା ଓ ଭୂଦାହ |
ଜୁନ୍ 17 | ବସୁମତୀ ସ୍ନାନ ଓ ଇଦୁଲ-ଜ୍ଜୁହା |
ଜୁନ୍ 18 | ନିର୍ଜ୍ଜଳା ଏକାଦଶୀ ଉପବାସ ଓ ହଳ ନିଷେଧ |
ଜୁନ୍ 19 | ଚମ୍ପକ ଦ୍ବାଦଶୀ |
ଜୁନ୍ 20 | ଶିବଚତୁର୍ଦ୍ଦଶୀ ଉପବାସ |
ଜୁନ୍ 21 | ଚନ୍ଦ୍ରପୂଜା |
ଜୁନ୍ 22 | ଦେବସ୍ନାନ ପୂର୍ଣ୍ଣିମା |
ଜୁନ୍ 23 | ମହାବୀର ଜୟନ୍ତୀ ଓ ଶରଣ ଆରମ୍ଭ |
ଜୁନ୍ 26 | ଅଣସର ପଞ୍ଚମୀ |
ଜୁନ୍ 28 | ଶରଣ ଶେଷ |
July odia calendar 2024

ଜୁଲାଇ odia calendar 2024 marriage dates ବିବାହ ତାରିଖ – 11, 12, 14
ଜୁଲାଇ odia calendar 2024 – 12ରେ ବ୍ରତୋପନୟନ ତାରିଖ।
ଜୁଲାଇ odia calendar 2024 ପର୍ବଦିନ
ଜୁଲାଇ 1 | ଅନବସର ଦଶମୀ |
ଜୁଲାଇ 2 | ଖଳିଲାଗି ଏକାଦଶୀ ଉପବାସ, ପଠାଣି ସାମନ୍ତଙ୍କ ତିରୋଧାନ ଦିବସ ଓ ହ.ନି. |
ଜୁଲାଇ 3 | ଅଣସର ଦ୍ବାଦଶୀ |
ଜୁଲାଇ 4 | ଅଣସର ତ୍ରୟୋଦଶୀ ଓ ଶିବଚତୁର୍ଦ୍ଦଶୀ ଉପବାସ |
ଜୁଲାଇ 5 | ଅମାବାସ୍ୟା, ନଷ୍ଟ ଚନ୍ଦ୍ରୋପବାସ ଓ ଉତ୍କଳମଣୀ ଗୋପବନ୍ଧୁଙ୍କ ଶ୍ରାଦ୍ଧ |
ଜୁଲାଇ 6 | ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ |
ଜୁଲାଇ 7 | ଶ୍ରୀଗୁଣ୍ଡିଚା ରଥଯାତ୍ରୀ ଓ ଚନ୍ଦ୍ରଦର୍ଶନ |
ଜୁଲାଇ 8 | ହିଜିରି 1446 ସାଲ ଆରମ୍ଭ |
ଜୁଲାଇ 9 | ବିପତ୍ତାରିଣୀ ବ୍ରତ |
ଜୁଲାଇ 11 | ହେରା ପଞ୍ଚମୀ ଓ ଗୁରୁ ପଞ୍ଚମୀ ବ୍ରତ |
ଜୁଲାଇ 14 | ପର୍ଶୁରାମାଷ୍ଟମୀ ଓ ନବମୀର ସନ୍ଧ୍ୟା ଦର୍ଶନ |
ଜୁଲାଇ 15 | ବାହୁଡ଼ା ରଥଯାତ୍ରା |
ଜୁଲାଇ 16 | ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ରଥ ଉପରେ ସୁନାବେଶ ଓ ହ.ନି., |
ଜୁଲାଇ 17 | ହରିଶୟନ (ବଡ଼) ଏକାଦଶୀ ଉପବାସ, ମହରମ ପର୍ବ ଓ ହ.ନି., |
ଜୁଲାଇ 18 | ଗରୁଡ଼ ଶୟନୋତ୍ସବ |
ଜୁଲାଇ 19 | ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ ଓ ଶିବଚତୁର୍ଦ୍ଦଶୀ ଉପବାସ |
ଜୁଲାଇ 20 | ଚନ୍ଦ୍ରପୂଜା |
ଜୁଲାଇ 21 | ବ୍ୟାସ ପୂର୍ଣ୍ଣିମା ଓ ଶରଣ ଆରମ୍ଭ |
ଜୁଲାଇ 22 | ଶ୍ରାବଣ ବ୍ରତାରମ୍ଭଃ ଓ ବୋଲବମ୍ ଆରମ୍ଭ |
ଜୁଲାଇ 25 | ମନସା ପଞ୍ଚମୀ ଓ ଶରଣ ଶେଷ |
ଜୁଲାଇ 31 | କାମଦା ଏକାଦଶୀ ଉପବାସ ଓ ହ.ନି. |
August odia calendar 2024

ଅଗଷ୍ଟ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ଅଗଷ୍ଟ odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ଅଗଷ୍ଟ odia calendar 2024 ପର୍ବଦିନ
ଅଗଷ୍ଟ 2 | ଶିବଚତୁର୍ଦ୍ଦଶୀ ଉପବାସ |
ଅଗଷ୍ଟ 3 | ଗୃହିଣାଂ ଚିତାଉ ଲାଗି, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ |
ଅଗଷ୍ଟ 4 | ଚିତାଉ ଅମାବାସ୍ୟା, ଶ୍ରୀମନ୍ଦିରେ ଚିତାଲାଗି, ସୂର୍ଯ୍ୟମହତୀ ସ୍ନାନ |
ଅଗଷ୍ଟ 6 | ଚନ୍ଦ୍ରଦର୍ଶନ |
ଅଗଷ୍ଟ 9 | ଜାଗ୍ରଦ୍ ଗୌରୀ ପଞ୍ଚମୀ |
ଅଗଷ୍ଟ 14 | ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରାର ଆରମ୍ଭ |
ଅଗଷ୍ଟ 15 | 78ତମ ସ୍ବାଧୀନତା ଦିବସ ଓ ସୁଦଶା ବ୍ରତ |
ଅଗଷ୍ଟ 16 | ସିଂହ ସଂକ୍ରାନ୍ତି, ପବିତ୍ରାଧିବାସ, ପୁତ୍ରଦା ଏକାଦଶୀ ଉପବାସ ଓ ହଳ ନିଷେଧ |
ଅଗଷ୍ଟ 17 | ବିଷ୍ଣୁ ପବିତ୍ରାରୋପଣ, ଆଖେଟକ ପର୍ବ ଓ ଶରଣ ଆରମ୍ଭ |
ଅଗଷ୍ଟ 18 | ଶିବ ପବିତ୍ରାରୋପଣ ଓ ଶିବଚତୁର୍ଦ୍ଦଶୀ |
ଅଗଷ୍ଟ 19 | ଗହ୍ମାପର୍ବ, ବଳଭଦ୍ର ଜନ୍ମ, ରାକ୍ଷୀବନ୍ଧନ, ପୂର୍ଣ୍ଣିମା ଓ ଚନ୍ଦ୍ରପୂଜା |
ଅଗଷ୍ଟ 20 | ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିରେ ଝୁଲଣ ଯାତ୍ରା ଶେଷ |
ଅଗଷ୍ଟ 21 | ବୁଧିବାମନ ଓଷା ଓ ଶରଣ ଶେଷ |
ଅଗଷ୍ଟ 22 | ଅଙ୍ଗଭେଟ ତୃତୀୟା |
ଅଗଷ୍ଟ 23 | ଗୃହିଣାଂ ରକ୍ଷା ପଞ୍ଚମୀ |
ଅଗଷ୍ଟ 24 | ଶ୍ରୀମନ୍ଦିରେ ରେଖା ପଞ୍ଚମୀ |
ଅଗଷ୍ଟ 25 | ଖୁଦୁରୁକୁଣୀ ଓଷା ଆରମ୍ଭ |
ଅଗଷ୍ଟ 26 | ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପିଠେ ବାସ ଶ୍ରୀ ଶ୍ରୀ ଆଦିତ୍ୟ ନାରାୟଣ ଦାସଙ୍କର ଜନ୍ମୋତ୍ସବ |
ଅଗଷ୍ଟ 27 | ନନ୍ଦୋତ୍ସବ |
ଅଗଷ୍ଟ 29 | କାଳୀୟବଳନ ଏକାଦଶୀ ଉପବାସ ଓ ହ.ନି., |
September odia calendar 2024

ସେପ୍ଟେମ୍ବର odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ସେପ୍ଟେମ୍ବର odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ସେପ୍ଟେମ୍ବରodia calendar 2024 ପର୍ବଦିନ
ସେପ୍ଟେମ୍ବର 1 | ଶିବଚତୁର୍ଦ୍ଦଶୀ ଉପବାସ |
ସେପ୍ଟେମ୍ବର 2 | ସପ୍ତପୁରୀ ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ। |
ସେପ୍ଟେମ୍ବର 4 | ଚନ୍ଦ୍ରଦର୍ଶନ ଓ ପୂଜା |
ସେପ୍ଟେମ୍ବର 5 | ଗୁରୁ ଦିବସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ |
ସେପ୍ଟେମ୍ବର 6 | ବାଲି ତୃତୀୟା, ଗୌରୀ ବ୍ରତ ଓ ହରିତାଳିକା ଚତୁର୍ଥୀ |
ସେପ୍ଟେମ୍ବର 7 | ଶ୍ରୀ ଗଣେଷ ଚତୁର୍ଥୀ ବ୍ରତ |
ସେପ୍ଟେମ୍ବର 8 | ନୂଆଖାଇ ଓ ଋଷି ପଞ୍ଚମୀ |
ସେପ୍ଟେମ୍ବର 9 | ଷଷ୍ଠୀ ଓଷା ଓ ସୋମନାଥ ବ୍ରତାରମ୍ଭଃ |
ସେପ୍ଟେମ୍ବର 10 | ଲଳିତା ସପ୍ତମୀ ଓ କୁକ୍କୁଟା ବ୍ରତ |
ସେପ୍ଟେମ୍ବର 11 | ଶ୍ରୀ ରାଧାଷ୍ଟମୀ, ଦୁର୍ବ।ଷ୍ଟମୀ ଓ ଶ୍ରୀଦୁର୍ଗ।ଶୟନୋତ୍ସବ |
ସେପ୍ଟେମ୍ବର 12 | ତାଳ ନବମୀ ଓ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୟନ୍ତୀ |
ସେପ୍ଟେମ୍ବର 14 | ଶ୍ରୀହରି ପାର୍ଶ୍ବପରିବର୍ତ୍ତନ (ବଡ଼) ଏକାଦଶୀ, ଶରଣ ଆରମ୍ଭ ଓ ହଳ ନିଷେଧ। |
ସେପ୍ଟେମ୍ବର 15 | ସୁନିଆଁ, ଅ68ଙ୍କ ବାମନ ଜନ୍ମ ଓ 1432 ସାଲ ପ୍ରବେଶ |
ସେପ୍ଟେମ୍ବର 16 | ମହାପୁରୁଷ ମହମ୍ମଙ୍କ ଜନ୍ମ ଦିବସ, କନ୍ୟା ସଂକ୍ରାନ୍ତି, ବିଶ୍ବକର୍ମ। ପୂଜା, ଅଘୋର ଚତୁର୍ଦ୍ଦଶୀ ଓ ହଳ ନିଷେଧ। |
ସେପ୍ଟେମ୍ବର 17 | ଅନନ୍ତ ବ୍ରତ ଓ ଚନ୍ଦ୍ରପୂଜା |
ସେପ୍ଟେମ୍ବର 18 | ପୂର୍ଣ୍ଣିମା, ଭାଗବତ ଜନ୍ମ, ଇନ୍ଦ୍ରୋତ୍ସବ, ଅପରପକ୍ଷାରମ୍ଭ ଓ ଶରଣ ଶେଷ |
ସେପ୍ଟେମ୍ବର 22 | ଅଶ୍ବ ପଞ୍ଚମୀ |
ସେପ୍ଟେମ୍ବର 23 | ଗଜଷଷ୍ଠୀ |
ସେପ୍ଟେମ୍ବର 24 | ଦେବ୍ୟୁତ୍ଥାପନ, ମୂଳାଷ୍ଟମୀ, ସହସ୍ର କୁମ୍ଭାଭିଷେକ, ଦ୍ବିତୀବାହନ ଓଷା ଓ ଷୋଡ଼ଶଦିନାତ୍ମକ ପୂଜାରମ୍ଭ |
ସେପ୍ଟେମ୍ବର 28 | ସର୍ବସମ୍ମତ ଇନ୍ଦିରା ଏକାଦୀ ଓ ହ.ନି., |
October odia calendar 2024

ଅକ୍ଟୋବର odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ
ଅକ୍ଟୋବର odia calendar 2024ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ଅକ୍ଟୋବର odia calendar 2024 ପର୍ବଦିନ
ଅକ୍ଟୋବର 1 | ଶିବଚତୁର୍ଦ୍ଦଶୀ ଉପବାସ |
ଅକ୍ଟୋବର 2 | ମହାଳୟା ଅମାବାସ୍ୟା, ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ, ଫୁଲ୍ଲେରୀ ଓଷା, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ |
ଅକ୍ଟୋବର 3 | ଶ୍ରୀଦୁର୍ଗ।ଦେବ୍ୟାଃ, ନବଦିନାତ୍ମକ ପୂଜାରମ୍ଭଃ ଓ ମା’ ବିରଜାଦେବୀଙ୍କ ରଥଯାତ୍ରା |
ଅକ୍ଟୋବର 4 | ଚନ୍ଦ୍ରଦର୍ଶନ ଓ ପୂଜା |
ଅକ୍ଟୋବର 7 | ନତଃ ପଞ୍ଚମୀ ଓ ବିରଜାଦେବୀଙ୍କ ପଞ୍ଚମୀ ହୋମ |
ଅକ୍ଟୋବର 9 | ପୀଠେ ଶ୍ରୀଦୁର୍ଗ।ଦେବ୍ୟାଃ ତ୍ରିଦିନାତ୍ମକ ଓ ସପ୍ତମୀ ପୂଜା, ତପଃ ଷଷ୍ଠୀ ଓ ବିଲ୍ବାଧିବାସ |
ଅକ୍ଟୋବର 10 | ପୀଠେ ଶ୍ରୀଦୁର୍ଗ।ଦେବ୍ୟାଃ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା |
ଅକ୍ଟୋବର 11 | ପୀଠେ ମହାନବମୀ, ମୃଣ୍ମୟୀ ଦେବୀଙ୍କ ମହାଅଷ୍ଟମୀ ପୂଜା, ସନ୍ଧି ପୂଜା ଓ ଶରଣ ଆରମ୍ଭ |
ଅକ୍ଟୋବର 12 | ପୀଠେ ଦଶହରା, ବିଜୟା ଦଶମୀ, ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା |
ଅକ୍ଟୋବର 13 | ମୃଣ୍ମୟା ଦେବୀଙ୍କ ଦଶହରା |
ଅକ୍ଟୋବର 14 | ଭଷାଣି ଯାତ୍ରା ଓ ପାପାଙ୍କୁଶା ଏକାଦଶୀ ଉପବାସ ଓ ହଳ ନିଷେଧ |
ଅକ୍ଟୋବର 15 | ଶରଣ ଶେଷ ଓ ଗ୍ୟାରୁହିଁ ସରିଫ୍Ù |
ଅକ୍ଟୋବର 16 | ଗଜଲକ୍ଷ୍ମୀ ପୂଜା, କୁମାର ଉତ୍ସବ ଓ ଶିବଚତୁର୍ଦ୍ଦଶୀ ଉପବାସ |
ଅକ୍ଟୋବର 17 | ପୂର୍ଣ୍ଣିମା, ତୁଳା (ଗର୍ଭଣା) ସଂକ୍ରାନ୍ତି ଓ ହଳ ନିଷେଧ |
ଅକ୍ଟୋବର 18 | କାର୍ତ୍ତିକ ବ୍ରତାରମ୍ଭଃ, ପଣ୍ଡିତ ପରାକ୍ଷିତ ଓ ବିଷ୍ଣୁ ପ୍ରସାଦ ଖଡ଼ୀରତ୍ନଙ୍କ ଶ୍ରାଦ୍ଧୋତ୍ସବ |
ଅକ୍ଟୋବର 28 | ରମା ଏକାଦଶୀ ଉପବାସ, ଗୋବତ୍ସା ଦ୍ବାଦଶୀ ଓ ହଳ ନିଷେଧ |
ଅକ୍ଟୋବର 30 | ଧନ୍ବନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ |
ଅକ୍ଟୋବର 31 | ଦୀପାବଳୀ, ଶ୍ୟାମାକାଳୀ ପୂଜା, ଚନ୍ଦ୍ରକ୍ଷୟ ଓ ହ.ନି., |
November odia calendar 2024

ନଭେମ୍ବର odia calendar 2024 marriage dates ବିବାହ ତାରିଖ – 17, 18, 22, 24, 25, 26, 27
ନଭେମ୍ବର odia calendar 2024ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ନଭେମ୍ବର odia calendar 2024 ପର୍ବଦିନ
ନଭେମ୍ବର 1 | କାର୍ତ୍ତିକ ଅମାବାସ୍ୟା ଓ ପୟାଶ୍ରାଦ୍ଧ |
ନଭେମ୍ବର 2 | ଗୋବର୍ଦ୍ଧନ ପୂଜା |
ନଭେମ୍ବର 3 | ଭାତୃ ଦ୍ବିତୀୟା ଓ ଚନ୍ଦ୍ରଦର୍ଶନ |
ନଭେମ୍ବର 5 | ନାଗ ଚତୁର୍ଥୀ ବ୍ରତ |
ନଭେମ୍ବର 7 | ଶରଣ ଆରମ୍ଭ |
ନଭେମ୍ବର 8 | ଷୋଳଶାସନ ଅମୃତ ମଣୋହି ଭୋଗ |
ନଭେମ୍ବର 9 | ଗୋଷ୍ଠାଷ୍ଟମୀ |
ନଭେମ୍ବର 10 | ଅଁଳା ନବମୀ, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା |
ନଭେମ୍ବର 11 | ଶରଦ୍ରାସାଧିବାସ |
ନଭେମ୍ବର 12 | ଦେବୋତ୍ଥାପନ (ବଡ଼) ଏକାଦଶୀ, ଭୀଷ୍ମ ପଞ୍ଚକ ବ୍ରତ, ଶରଣ ଶେଷ ଓ ହଳ ନିଷେଧ |
ନଭେମ୍ବର 13 | ଗରୁଡ଼ ଦ୍ବାଦଶୀ ଓ ତୁଳସୀ ବିବାହ |
ନଭେମ୍ବର 14 | ବଡ଼ଓଷା, ଶିବୋତ୍ଥାପନ, ବୈକୁଣ୍ଠ ଓ ଚତୁର୍ଦ୍ଦଶୀ, ଶିଶୁ ଦିବସ (ନେହେରୁଙ୍କ ଜୟନ୍ତୀ) |
ନଭେମ୍ବର 15 | ରାସ ପୂର୍ଣ୍ଣିମା, ବାଲିଯାତ୍ରା, କାର୍ତ୍ତିକେଶ୍ବର ପୂଜା, କାର୍ତ୍ତିକ ବ୍ରତ ସମାପନ, ଚନ୍ଦ୍ରପୂଜା ଓ କେଦାର ବ୍ରତ |
ନଭେମ୍ବର 16 | ବିଛା ସଂକ୍ରାନ୍ତି, ଛାଡ଼ଖାଇ ଓ ହ.ନି. |
ନଭେମ୍ବର 20 | ସୀତା ବିବାହ ଓ ଶ୍ରୀକ୍ଷେତ୍ର ପରିକ୍ରମା |
ନଭେମ୍ବର 21 | ମାର୍ଗଶୀର ଗୁରୁବାର ଓଷା |
ନଭେମ୍ବର 23 | ପ୍ରଥମାଷ୍ଟମୀ |
ନଭେମ୍ବର 24 | କାଞ୍ଜିଅଁଳା ନବମୀ |
ନଭେମ୍ବର 26 | ଉତ୍ପନ୍ନା ଏକାଦଶୀ ଉପବାସ ଓ ହ.ନି., |
ନଭେମ୍ବର 28 | ମାଣବସା ଗୁରୁବାର ଓଷା |
ନଭେମ୍ବର 29 | ଶିବଚତୁର୍ଦ୍ଦଶୀ ଉପବାସ |
ନଭେମ୍ବର 30 | ଦେବଦୀପାବଳୀ ଆରମ୍ଭ, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ |
December odia calendar 2024

ଡିସେମ୍ବର odia calendar 2024 marriage dates ବିବାହ ତାରିଖ – 2, 5, 6, 11
ଡିସେମ୍ବର odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ
ଡିସେମ୍ବର odia calendar 2024 ପର୍ବଦିନ
ଡିସେମ୍ବର 1 | ମହୋଦଧି ଅମାବାସ୍ୟା, ମଧ୍ୟ ଦେବଦୀପାବଳୀ ଓ ସୂର୍ଯ୍ୟମହତୀ ସ୍ନାନ |
ଡିସେମ୍ବର 2 | ଦେବଦୀପାବଳୀ ସମାପ୍ତି ଓ ଚନ୍ଦ୍ରଦର୍ଶନ |
ଡିସେମ୍ବର 4 | ରମ୍ଭା ତୃତୀୟା |
ଡିସେମ୍ବର 5 | ମାଣବସା ଗୁରୁବାର ଓଷା ଓ ଶରଣ ଆରମ୍ଭ |
ଡିସେମ୍ବର 6 | କୁରାଳ ପଞ୍ଚମୀ |
ଡିସେମ୍ବର 7 | ଓଢ଼ଣ ଓ ପ୍ରାବରଣ ଷଷ୍ଠୀ |
ଡିସେମ୍ବର 9 | ଶରଣ ଶେଷ |
ଡିସେମ୍ବର 11 | ମୋକ୍ଷଦା ଏକାଦଶୀ ଓ ହଳ ନିଷେଧ |
ଡିସେମ୍ବର 12 | ବ୍ୟଞ୍ଜନ ଦ୍ବାଦଶୀ |
ଡିସେମ୍ବର 13 | ଅନଙ୍ଗ ତ୍ରୟୋଦଶୀ ଓ ଗୀତା ଜୟନ୍ତୀ |
ଡିସେମ୍ବର 14 | ପଶୁ ଓଷା, ଚନ୍ଦ୍ରପୂଜା ଓ ଶିବଚତୁର୍ଦ୍ଦଶୀ ଉପବାସ |
ଡିସେମ୍ବର 15 | ପୂର୍ଣ୍ଣିମା |
ଡିସେମ୍ବର 16 | ଧନୁ ସଂକ୍ରାନ୍ତି, ପହିଲି ଭୋଗ ଓ ହଳ ନିଷେଧ |
ଡିସେମ୍ବର 17 | ଦାଣ୍ଡ ପହଁରୀ ଓ ବାଟ ଓଷା |
ଡିସେମ୍ବର 23 | ପଠାଣି ସାମନ୍ତଙ୍କ ଜୟନ୍ତୀ |
ଡିସେମ୍ବର 25 | ଯୀଶୁଖ୍ରୀଷ୍ଟଙ୍କ ଜନ୍ମ (ବଡ଼ ଦିନ) |
ଡିସେମ୍ବର 26 | ସଫଳା ଏକାଦଶୀ ଓ ହଳ ନିଷେଧ |
ଡିସେମ୍ବର 29 | ଶିବଚତୁର୍ଦ୍ଦଶୀ ଓ ଉପବାସ |
ଡିସେମ୍ବର 30 | ବକୁଳ ଅମାବାସ୍ୟା, ଶ୍ରୀମନ୍ଦିରେ ଓ ଗୃହିଣାଂ ବକୁଳ ଲାଗି, ସୋମମହତୀ ସ୍ନାନ ଓ ଚନ୍ଦ୍ରକ୍ଷୟ |