odia calendar 2024

odia calendar 2024 ଓଡିଆ କ୍ୟାଲେଣ୍ଡର 2024 (ଓଡିଆ – ODIA) | ସମସ୍ତ ମାସ କ୍ୟାଲେଣ୍ଡର ଅନ୍ଲାଇନ୍ (ନୂଆ NEW) 2024 ପାଇଁ ଏଠାରେ odia calendar 2024 (ଓଡିଆ କ୍ୟାଲେଣ୍ଡର) ଅଛି | ନୂତନ ଓଡିଆ କ୍ୟାଲେଣ୍ଡର ସମସ୍ତ ଉତ୍ସବର ତାରିଖ ସହିତ ଏଠାରେ ଅଛି | ମାଗଣାରେ ଏହାକୁ online ଯାଞ୍ଚ କରନ୍ତୁ | ଆପଣ ଏହାର PDF ଡାଉନଲୋଡ୍ କରିପାରିବେ |

Download odia calendar 2024 PDF

tags : hindu calendar 2024, 2024 hindu calendar, 2024 calendar hindu, odia calendar 2024, January 2024 hindu calendar, February 2024 hindu calendar, March 2024 hindu calendar, April 2024 hindu calendar, May 2024 hindu calendar, June 2024 hindu calendar, July 2024 hindu calendar, August 2024 hindu calendar, September 2024 hindu calendar, October 2024 hindu calendar, November 2024 hindu calendar, December 2024 hindu calendar.

Click Here for : Odia Calendar 2023 | ଓଡିଆ କ୍ୟାଲେଣ୍ଡର 2023 PDF

odia calendar 2024

ନିମ୍ନରେ ଆମେ ଚଳିତ ବର୍ଷର ମାସ ପାଇଁ odia calendar 2024 ପ୍ରଦାନ କରିଛୁ, ଆପଣ ସୂର୍ଯ୍ୟ ଉଦୟ, ସୂର୍ଯ୍ୟୋଦୟ ସମୟ, ବିବାହ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତାରିଖ, ବ୍ରତୋପନୟନ, ଗୃହରମ୍ଭ, ଗୃହପ୍ରବେଶ ଏବଂ ନୂତନ ବ୍ୟବସାୟ ଆରମ୍ଭ କରିବାର ତାରିଖ ଯାଞ୍ଚ କରିପାରିବେ|

January odia calendar 2024

odia calendar 2024 january

ଜାନୁଆରୀ odia calendar 2024 marriage dates ବିବାହ ତାରିଖ – 16, 17, 18, 20, 21, 22, 27, 28, 30, 31

ଜାନୁଆରୀ odia calendar 2024 – 22, 31 ରେ ବ୍ରତୋପନୟନ ତାରିଖ |

ଜାନୁୟାରୀ odia calendar 2024 ପର୍ବଦିନ

ଜାନୁୟାରୀ 1ଇଂରାଜୀ ନୂତନ ବର୍ଷ ସନ 2024 ମସିହା ପ୍ରବେଶ ଆରମ୍ଭ।
ଜାନୁୟାରୀ 4ପଠାଣି ସାମନ୍ତଙ୍କ ଜୟନ୍ତୀ
ଜାନୁୟାରୀ 7ସଫଳା ଏକାଦଶୀ ଓ ହଳ ନିଷେଧ
ଜାନୁୟାରୀ 10ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ଜାନୁୟାରୀ 11ବକୁଳ ଅମାବାସ୍ୟା, ଶ୍ରୀମନ୍ଦିର ଓ ଗୃହିଣାଂ ବକୁଳ ଲାଗି, ଚନ୍ଦ୍ରକ୍ଷୟ, ନିଶିପାଳନ, ଶରଣ ଆରମ୍ଭ ଓ ମହାପୁରୁଷ ବୁଦ୍ଧନାଥ ଦାସଙ୍କ ଜନ୍ମୋତ୍ସବ
ଜାନୁୟାରୀ 12ଚନ୍ଦ୍ରଦର୍ଶନ ପୂଜା ଓ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ
ଜାନୁୟାରୀ 14ନନ୍ଦୀଙ୍କ ବେଢ଼ା, ଭୋଗି ଓ ମାସାନ୍ତ
ଜାନୁୟାରୀ 15ଉତ୍ତରାୟଣ ମକର ସଂକ୍ରାନ୍ତି, ପୋଙ୍ଗଲ, ଶରଣ ଶେଷ ଓ ହ.ନି.,
ଜାନୁୟାରୀ 16ବରଗଡ଼ରେ ଧନୁ ଯାତ୍ରା
ଜାନୁୟାରୀ 20ଶାମ୍ଭ ଦଶମୀ ଓ ସୂର୍ଯ୍ୟଦେବଙ୍କ ପୂଜା
ଜାନୁୟାରୀ 21ସର୍ବସମ୍ମତ ପୁତ୍ରଦା ଏକାଦଶୀ, ରବିନାରାୟଣ ବ୍ରତ ଓ ହଳ ନିଷେଧ
ଜାନୁୟାରୀ 23ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, 24-ଶିବଚତୁର୍ଦ୍ଦଶୀ ଉପବାସ
ଜାନୁୟାରୀ 25ଦେବାଭିଷେକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମହୋଦଧି ଆରତୀ, ଗୁରୁ ପୂର୍ଣ୍ଣିମା, ମହୋଦଧି ଆରତୀ, ଗୁରୁ ପୂର୍ଣ୍ଣିମା, ଚନ୍ଦ୍ରପୂଜା ଓ ଉପବାସ
ଜାନୁୟାରୀ 26ମାପ ବ୍ରତାରମ୍ଭଃ, ପୁଷ୍ୟା ଭିଷେକ, ରାଜା ଭିଷେକ ଓ 75ତମ ସାଧାରଣତନ୍ତ୍ର ଦିବସ
ଜାନୁୟାରୀ 29ସଙ୍କଟ ଚତୁର୍ଥୀ ବ୍ରତ
ଜାନୁୟାରୀ 30ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ

Download odia calander 2023 here

February odia calendar 2024

odia calendar 2024 february

ଫେବୃୟାରୀ odia calendar 2024 marriage dates ବିବାହ ତାରିଖ – 1, 2, 4, 5, 14, 15, 18, 19, 26, 27, 28, 29

ଫେବୃୟାରୀ odia calendar 202412, 15, 19, 22, 26, 27, 29ରେ ବ୍ରତୋପନୟନ ତାରିଖ।

ଫେବୃୟାରୀ odia calendar 2024 ପର୍ବଦିନ

ଫେବୃୟାରୀ 3ଅଷ୍ଟକା ଶ୍ରାଦ୍ଧ
ଫେବୃୟାରୀ 6ଷଟ୍ ତିଳା ଏକାଦଶୀ ଓ ହଳ ନିଷେଧ
ଫେବୃୟାରୀ 8ରଟନ୍ତୀ ଚତୁର୍ଦ୍ଦଶୀ ଉପବାସ, ରଟନ୍ତୀ କାଳିକା ପୂଜା, ସବେ-ମେରାଜ (ପୂର୍ବରାତ୍ରି), ଶିବଚତୁର୍ଦ୍ଦଶୀ ଉପବାସ, ବେଢ଼ା ପରିକ୍ରମା ଓ ଶରଣ ଆରମ୍ଭ
ଫେବୃୟାରୀ 9ତ୍ରିବେଣୀ ଅମାବାସ୍ୟା, ମା’ବିରଜା ଦେବୀଙ୍କ ଜନ୍ମୋତ୍ସବ, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ
ଫେବୃୟାରୀ 10ଶ୍ରୀ ଜୀଉଙ୍କ ପଦ୍ମ ବେଶ
ଫେବୃୟାରୀ 11ଚନ୍ଦ୍ରଦର୍ଶନ ଓ ପୂଜା
ଫେବୃୟାରୀ 12ଶରଣ ଶେଷ
ଫେବୃୟାରୀ 13କୁମ୍ଭ ସଂକ୍ରାନ୍ତି, ବରଦା ଚତୁର୍ଥୀ ଓ ହଳ ନିଷେଧ
ଫେବୃୟାରୀ 14ସରସ୍ବତୀ ପୂଜା, ଶ୍ରୀ ପଞ୍ଚମୀ ଓ ବସନ୍ତୋତ୍ସବ
ଫେବୃୟାରୀ 16ମାଘ ସପ୍ତମୀ, (କୋଣାର୍କ) ଚନ୍ଦ୍ରଭାଗା ତୀର୍ଥେ ସ୍ନାନ, ଭୀଷ୍ମାଷ୍ଟମୀ ଓ ଶ୍ରୀମନ୍ଦିରେ ଜଗତସିଂହପୁର ମହାପୁରୁଷ ବୁଦ୍ଧନାଥ ଦାସଙ୍କ ଜନ୍ମୋତ୍ସବ
ଫେବୃୟାରୀ 20ଭୈମୀ ଏକାଦଶୀ (ବଡ଼) ଉପବାସ, ବ୍ୟାସ ସରୋବର ମେଳା, ବରାହ ଦ୍ବାଦଶୀ ଓ ହଳ ନିଷେଧ
ଫେବୃୟାରୀ 22ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ଶିବଚତୁର୍ଦ୍ଦଶୀ ଉପବାସ
ଫେବୃୟାରୀ 23ଅଗ୍ନୁୟତ୍ସବ ଓ ଯୋରନ୍ଦା ମେଳା
ଫେବୃୟାରୀ 24ମାଘ ପୂର୍ଣ୍ଣିମା, ମାଘ ବ୍ରତ ସମାପନ, ଶ୍ରୀମନ୍ଦିରେ ଗଜ ଉଦ୍ଧାରଣ ବେଶ, ଚନ୍ଦ୍ରପୂଜା ଓ ଉପବାସ
ଫେବୃୟାରୀ 26ସବେ-ବରାତ୍ (ପୂର୍ବରାତ୍ରି)
for information about odia calander click here

March odia calendar 2024

odia calendar 2024 march

ଏହିପରି ଅନେକ ତଥ୍ୟ, ଓଡିଆ ଗପ, ଓଡ଼ିଶା ବିଷୟରେ ଜାଣିବା ପାଇଁ ଆମ ଅନ୍ୟ article ପଢନ୍ତୁ :

odisha gk pdf 2023, Odia Calander 2023, odia kahani, odia story book, odia gapa story, 13 Festivals in 12 Months | A Celebration of Odisha’s Rich Culture

ମାର୍ଚ୍ଚ odia calendar 2024 marriage dates ବିବାହ ତାରିଖ – 1, 2, 3, 4, 7, 11

ମାର୍ଚ୍ଚ odia calendar 20241, 11, 17, 20, 27ରେ ବ୍ରତୋପନୟନ ତାରିଖ।

odia calendar 2024 ପର୍ବଦିନ

ମାର୍ଚ୍ଚ 6ସ୍ମାର୍ତ୍ତ ସମ୍ମତ ପଙ୍କୋଦ୍ଧାର ଏକାଦଶୀ ଉପବାସ, ଶରଣ ଆରମ୍ଭ ଓ ହ.ନି.,
ମାର୍ଚ୍ଚ 7ସର୍ବ ବୈଷ୍ଣବ ସମ୍ମତ ଏକାଦଶୀ
ମାର୍ଚ୍ଚ 8ମହାଶିବରାତ୍ରି (ଜାଗର) ଓ ଶିବଚତୁର୍ଦ୍ଦଶୀ ଉପବାସ
ମାର୍ଚ୍ଚ 9ବୈଷ୍ଣବ ସମ୍ମତ ମହାଶିବରାତ୍ରି, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ
ମାର୍ଚ୍ଚ 10ଅମାବାସ୍ୟା, ସୂର୍ଯ୍ୟମହତୀ ସ୍ନାନ ଓ ଶରଣ ଶେଷ
ମାର୍ଚ୍ଚ 11ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଉପବାସ, ତା12-ରମଜାନ ମାସ ଆରମ୍ଭ
ମାର୍ଚ୍ଚ 14ମୀନ ସଂକ୍ରାନ୍ତି ଓ ଗୁରୁ ପଞ୍ଚମୀ ବ୍ରତ ଓ ହଳ ନିଷେଧ
ମାର୍ଚ୍ଚ 19ଦୋଳ ଯାତ୍ରାରମ୍ଭଃ, ଫଗୁ ଦଶମୀ ଓ ଶ୍ରୀ ଜୀଉଙ୍କର ଚାଚେରୀ ବେଶ
ମାର୍ଚ୍ଚ 20ପାପନାଶିନୀ (ଆମଦର୍କୀ) ଏକାଦଶୀ ଓ ହଳ ନିଷେଧ
ମାର୍ଚ୍ଚ 21ସାମାନ୍ୟ ଗୋବିନ୍ଦ ଦ୍ବାଦଶୀ ସ୍ନାନ ଓ ସମ ଦିବସ
ମାର୍ଚ୍ଚ 21ରାଷ୍ଟ୍ରିୟ 1946 ନବବର୍ଷ ଆରମ୍ଭ
ମାର୍ଚ୍ଚ 23ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ମାର୍ଚ୍ଚ 24ବରାହ ଦୋଳ, ରାଜାଗ୍ନି, ଓଳକଣା ମେଲଣ ଓ ପୂର୍ଣ୍ଣିମାର ଚନ୍ଦ୍ରପୂଜା
ମାର୍ଚ୍ଚ 25ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଦେବଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କର ରାଜବେଶ
ମାର୍ଚ୍ଚ 26ହୋଲି ଉତ୍ସବ
ମାର୍ଚ୍ଚ 29ଗୁଡ଼ ଫ୍ରାଇଡ଼େ,
ମାର୍ଚ୍ଚ 30ପଞ୍ଚୁଦୋଳ
ମାର୍ଚ୍ଚ 31ସ୍କନ୍ଧ ଷଷ୍ଠୀ

April odia calendar 2024

odia calendar 2024 april

ଏପ୍ରିଲ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ଏପ୍ରିଲ odia calendar 2024 – 1 ରେ ବ୍ରତୋପନୟନ ତାରିଖ।

ଏପ୍ରିଲ odia calendar 2024 ପର୍ବଦିନ

ଏପ୍ରିଲ 1ଉତ୍କଳ ଦିବସ ଓ ଇଷ୍ଟର ମନ୍ ଡ଼େ
ଏପ୍ରିଲ 2ତାରାତାରେଣୀ ଯାତ୍ରାଓ ଶରଣ ଆରମ୍ଭ,
ଏପ୍ରିଲ 4ଦଶ ଦୋଳ
ଏପ୍ରିଲ 5ପାପମୋଚନୀ ଏକାଦଶୀ, ଜୁମାତୁଲା ବିଦା ଓ ହଳ ନିଷେଧ
ଏପ୍ରିଲ 6ମହାମହତୀ ବରଣୀ ସ୍ନାନ
ଏପ୍ରିଲ 7ସ୍ନହୀ ଚତୁର୍ଦ୍ଦଶୀ, ସବେ-କଦର୍ (ପୂର୍ବରାତ୍ରି), ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ଓ ଶରଣ ଶେଷ
ଏପ୍ରିଲ 8ମଧୁ ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ନିଶିପାଳନ
ଏପ୍ରିଲ 9ସୃଷ୍ଟ୍ୟାରମ୍ଭ ଦିବସ, ତେଲୁଗୁ ନୂତନ ବର୍ଷ, ଶ୍ରୀ ବାସନ୍ତୀକ ଦୁଗାଦେବ୍ୟାଃ ନବଦିନାତ୍ମକ ପୂଜାରମ୍ଭଃ ଓ ସମ୍ବତ୍ 2081 ପ୍ରବେଶ
ଏପ୍ରିଲ 10ଚନ୍ଦ୍ରଦର୍ଶନ
ଏପ୍ରିଲ 11ଇଦୁଲ୍ ଫିତର୍
ଏପ୍ରିଲ 12ଶ୍ରୀମନ୍ଦିରେ ବାଡ଼ି ନୃସିଂହ ବିଜେ
ଏପ୍ରିଲ 13ବାସନ୍ତୀକ ଶ୍ରୀ ଦୁର୍ଗ।ଦେବ୍ୟାଃ ବିଲମ୍ବବରଣ ଓ ବର୍ଷ ଶେଷ
ଏପ୍ରିଲ 14ମହାବିଷୁବ (ପଣା) ସଂକ୍ରାନ୍ତି, ରାଧାରମଣ ଦେବ ଓ ହନୁମାନ ଦେବଙ୍କ ଜୟନ୍ତୀ, ପୀଠେ ବାସନ୍ତାକ ଶ୍ରୀ ଦୁର୍ଗ।ଦେବ୍ୟାଃ ସପ୍ତମୀ ପୂଜାଓ ଶ୍ରୀମନ୍ଦିରେ ଚୈତ୍ର ପର୍ବ ଗୁଣ୍ଡିଚା ଯାତ୍ରା
ଏପ୍ରିଲ 15ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ପ୍ରତିଷ୍ଠା ଓ ବାସନ୍ତୀକ ଶ୍ରୀଦୁର୍ଗ।ଦେବ୍ୟାଃ ମହାଷ୍ଟମୀ ପୂଜା
ଏପ୍ରିଲ 16ଅଶୋକାଷ୍ଟମୀ, ଶ୍ରୀ ଲିଙ୍ଗରାଜ ଦେବଙ୍କ ରୁକୁଣା ରଥଯାତ୍ରୀ ଓ ବାସନ୍ତୀକ ଶ୍ରୀ ଦୁର୍ବ।ଦେବ୍ୟାଃ ମହାନବମୀ ପୂଜା
ଏପ୍ରିଲ 17ଶ୍ରୀରାମ ନବମୀ ଓ ଶ୍ରୀ ଦୁର୍ବ।ଦେବ୍ୟାଃ ବିଶ୍ରମ
ଏପ୍ରିଲ 18ବାସନ୍ତୀକ ଦଶହରା ଓ ଦୁଦଶା ବ୍ରତ
ଏପ୍ରିଲ 19କାମଦା ଏକାଦଶୀ ଉପବାସ ଓ ହ.ନି.
ଏପ୍ରିଲ 21ଅନଙ୍ଗ ତ୍ରୟୋଦଶୀ
ଏପ୍ରିଲ 22ଶିବ ଓ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ
ଏପ୍ରିଲ 23ଚୈତ୍ର ପୂର୍ଣ୍ଣିମା, ଚନ୍ଦ୍ରପୂଜା ଓ ହିଙ୍ଗୁଳା ଯାତ୍ରା
ଏପ୍ରିଲ 24ବୈଶାଖ ବ୍ରତାରମ୍ଭଃ
ଏପ୍ରିଲ 28ମଧୁବାବୁଙ୍କ ଜୟନ୍ତୀ
ଏପ୍ରିଲ 30ଶରଣ ଆରମ୍ଭ
calander ତଥ୍ୟ ଏଠାରେ ମଧ୍ୟ ଉପଲବ୍ଧ

May odia calendar 2024

odia calendar 2024 may

ମଇ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ମଇ odia calendar 2024 – ରେ  ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ମଇ odia calendar 2024 ପର୍ବଦିନ

ମଇ 1ଶ୍ରମିକ ଦବସ
ମଇ 4ବରୁଥିନୀ ଏକାଦଶୀ ଉପବାସ, ଶରଣ ଶେଷ ଓ ହଳ ନିଷେଧ
ମଇ 6ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ମଇ 7ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହ.ନି.,
ମଇ 8ଋକ୍ମିଣୀ ଅମାବାସ୍ୟା
ମଇ 9ପର୍ଶୁରାମ ଜୟନ୍ତୀ ଓ ଚନ୍ଦ୍ରଦର୍ଶନ
ମଇ 10ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ ଓ ରଥ ଅନୁକୂଳ
ମଇ 12ଜଗଦ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ
ମଇ 13ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ
ମଇ 14ବୃଷ ସଂକ୍ରାନ୍ତି ଓ ହଳ ନିଷେଧ
ମଇ 15ନିଳାଦ୍ରୀ ମହୋଦୟାଷ୍ଟମୀ
ମଇ 16ସୀତା ନବମୀ
ମଇ 19ମୋହିନୀ ଏକାଦଶୀ ଉପବାସ, ରବିନାରାୟଣ ବ୍ରତ ଓ ହ.ନି.
ମଇ 22ନୃସିଂହ ଜନ୍ମ ଓ ଶିବଚତୁର୍ଦ୍ଦଶୀ ଉପବାସ
ମଇ 23ଚନ୍ଦନ ପୂର୍ଣ୍ଣିମା, ଚନ୍ଦ୍ରପୂଜା, ବୁଦ୍ଧ ଜୟନ୍ତୀ, ବୈଶାଖ ହ୍ରଦ ସମାପନ ଓ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣ।ହୁତି,
ମଇ 27ଶରଣ ଆରମ୍ଭ
ମଇ 29ଶ୍ରୀକ୍ଷେତ୍ରେ ଭଉରୀ
ମଇ 30ଉତ୍କଳେ ଭଉରୀ ଓ ଶ୍ରୀକ୍ଷେତ୍ରେ ହଳଦୀ ପାଣି
ମଇ 31ଶରଣ ଶେଷ

June odia calendar 2024

odia calendar 2024 june

ଜୁନ୍ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ଜୁନ୍  odia calendar 2024 – ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ଜୁନ୍ odia calendar 2024 ପର୍ବଦିନ

ଜୁନ୍ 2ଜଳକ୍ରିଡ଼ା ଏକାଦଶୀ ଉପବାସ ଓ ହଳ ନିଷେଧ
ଜୁନ୍ 5ଚନ୍ଦ୍ରକ୍ଷୟ, ନିଶିପାଳନ, ଶିବଚତୁର୍ଦ୍ଦଶୀ ଉପବାସ ଓ ହ.ନି.,
ଜୁନ୍ 6ଅମାବାସ୍ୟା ଓ ସାବିତ୍ରୀ ବ୍ରତ
ଜୁନ୍ 7ଚନ୍ଦ୍ରଦର୍ଶନ
ଜୁନ୍ 9ରମ୍ଭା ତୃତୀୟା
ଜୁନ୍ 10ଉମା ଚତୁର୍ଥୀ
ଜୁନ୍ 11ଶିବ ବିବାହୋତ୍ସବ
ଜୁନ୍ 12ସର୍ବତ୍ର ଶୀତଳ ଷଷ୍ଠୀ ଓ ଶ୍ରୀମନ୍ଦିରେ ଜଳକ୍ରୀଡ଼ା
ଜୁନ୍ 14ପ୍ରଥମ ରଜ
ଜୁନ୍ 15ମିଥୁନ (ରୀଜ) ସଂକ୍ରାନ୍ତି ଓ ହଳ ନିଷେଧ
ଜୁନ୍ 16ଗଙ୍ଗା ଦଶହରା ଓ ଭୂଦାହ
ଜୁନ୍ 17ବସୁମତୀ ସ୍ନାନ ଓ ଇଦୁଲ-ଜ୍ଜୁହା
ଜୁନ୍ 18ନିର୍ଜ୍ଜଳା ଏକାଦଶୀ ଉପବାସ ଓ ହଳ ନିଷେଧ
ଜୁନ୍ 19ଚମ୍ପକ ଦ୍ବାଦଶୀ
ଜୁନ୍ 20ଶିବଚତୁର୍ଦ୍ଦଶୀ ଉପବାସ
ଜୁନ୍ 21ଚନ୍ଦ୍ରପୂଜା
ଜୁନ୍ 22ଦେବସ୍ନାନ ପୂର୍ଣ୍ଣିମା
ଜୁନ୍ 23ମହାବୀର ଜୟନ୍ତୀ ଓ ଶରଣ ଆରମ୍ଭ
ଜୁନ୍ 26ଅଣସର ପଞ୍ଚମୀ
ଜୁନ୍ 28ଶରଣ ଶେଷ

July odia calendar 2024

odia calendar 2024 july

ଜୁଲାଇ odia calendar 2024 marriage dates ବିବାହ ତାରିଖ – 11, 12, 14

ଜୁଲାଇ odia calendar 2024 – 12ରେ ବ୍ରତୋପନୟନ ତାରିଖ।

ଜୁଲାଇ odia calendar 2024 ପର୍ବଦିନ

ଜୁଲାଇ 1ଅନବସର ଦଶମୀ
ଜୁଲାଇ 2ଖଳିଲାଗି ଏକାଦଶୀ ଉପବାସ, ପଠାଣି ସାମନ୍ତଙ୍କ ତିରୋଧାନ ଦିବସ ଓ ହ.ନି.
ଜୁଲାଇ 3ଅଣସର ଦ୍ବାଦଶୀ
ଜୁଲାଇ 4ଅଣସର ତ୍ରୟୋଦଶୀ ଓ ଶିବଚତୁର୍ଦ୍ଦଶୀ ଉପବାସ
ଜୁଲାଇ 5ଅମାବାସ୍ୟା, ନଷ୍ଟ ଚନ୍ଦ୍ରୋପବାସ ଓ ଉତ୍କଳମଣୀ ଗୋପବନ୍ଧୁଙ୍କ ଶ୍ରାଦ୍ଧ
ଜୁଲାଇ 6ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ
ଜୁଲାଇ 7ଶ୍ରୀଗୁଣ୍ଡିଚା ରଥଯାତ୍ରୀ ଓ ଚନ୍ଦ୍ରଦର୍ଶନ
ଜୁଲାଇ 8ହିଜିରି 1446 ସାଲ ଆରମ୍ଭ
ଜୁଲାଇ 9ବିପତ୍ତାରିଣୀ ବ୍ରତ
ଜୁଲାଇ 11ହେରା ପଞ୍ଚମୀ ଓ ଗୁରୁ ପଞ୍ଚମୀ ବ୍ରତ
ଜୁଲାଇ 14ପର୍ଶୁରାମାଷ୍ଟମୀ ଓ ନବମୀର ସନ୍ଧ୍ୟା ଦର୍ଶନ
ଜୁଲାଇ 15ବାହୁଡ଼ା ରଥଯାତ୍ରା
ଜୁଲାଇ 16ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ରଥ ଉପରେ ସୁନାବେଶ ଓ ହ.ନି.,
ଜୁଲାଇ 17ହରିଶୟନ (ବଡ଼) ଏକାଦଶୀ ଉପବାସ, ମହରମ ପର୍ବ ଓ ହ.ନି.,
ଜୁଲାଇ 18ଗରୁଡ଼ ଶୟନୋତ୍ସବ
ଜୁଲାଇ 19ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ ଓ ଶିବଚତୁର୍ଦ୍ଦଶୀ ଉପବାସ
ଜୁଲାଇ 20ଚନ୍ଦ୍ରପୂଜା
ଜୁଲାଇ 21ବ୍ୟାସ ପୂର୍ଣ୍ଣିମା ଓ ଶରଣ ଆରମ୍ଭ
ଜୁଲାଇ 22ଶ୍ରାବଣ ବ୍ରତାରମ୍ଭଃ ଓ ବୋଲବମ୍ ଆରମ୍ଭ
ଜୁଲାଇ 25ମନସା ପଞ୍ଚମୀ ଓ ଶରଣ ଶେଷ
ଜୁଲାଇ 31କାମଦା ଏକାଦଶୀ ଉପବାସ ଓ ହ.ନି.

August odia calendar 2024

odia calendar 2024 august

ଅଗଷ୍ଟ odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ଅଗଷ୍ଟ odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ଅଗଷ୍ଟ odia calendar 2024 ପର୍ବଦିନ

ଅଗଷ୍ଟ 2ଶିବଚତୁର୍ଦ୍ଦଶୀ ଉପବାସ
ଅଗଷ୍ଟ 3ଗୃହିଣାଂ ଚିତାଉ ଲାଗି, ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ
ଅଗଷ୍ଟ 4ଚିତାଉ ଅମାବାସ୍ୟା, ଶ୍ରୀମନ୍ଦିରେ ଚିତାଲାଗି, ସୂର୍ଯ୍ୟମହତୀ ସ୍ନାନ
ଅଗଷ୍ଟ 6ଚନ୍ଦ୍ରଦର୍ଶନ
ଅଗଷ୍ଟ 9ଜାଗ୍ରଦ୍ ଗୌରୀ ପଞ୍ଚମୀ
ଅଗଷ୍ଟ 14ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରାର ଆରମ୍ଭ
ଅଗଷ୍ଟ 1578ତମ ସ୍ବାଧୀନତା ଦିବସ ଓ ସୁଦଶା ବ୍ରତ
ଅଗଷ୍ଟ 16ସିଂହ ସଂକ୍ରାନ୍ତି, ପବିତ୍ରାଧିବାସ, ପୁତ୍ରଦା ଏକାଦଶୀ ଉପବାସ ଓ ହଳ ନିଷେଧ
ଅଗଷ୍ଟ 17ବିଷ୍ଣୁ ପବିତ୍ରାରୋପଣ, ଆଖେଟକ ପର୍ବ ଓ ଶରଣ ଆରମ୍ଭ
ଅଗଷ୍ଟ 18ଶିବ ପବିତ୍ରାରୋପଣ ଓ ଶିବଚତୁର୍ଦ୍ଦଶୀ
ଅଗଷ୍ଟ 19ଗହ୍ମାପର୍ବ, ବଳଭଦ୍ର ଜନ୍ମ, ରାକ୍ଷୀବନ୍ଧନ, ପୂର୍ଣ୍ଣିମା ଓ ଚନ୍ଦ୍ରପୂଜା
ଅଗଷ୍ଟ 20ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିରେ ଝୁଲଣ ଯାତ୍ରା ଶେଷ
ଅଗଷ୍ଟ 21ବୁଧିବାମନ ଓଷା ଓ ଶରଣ ଶେଷ
ଅଗଷ୍ଟ 22ଅଙ୍ଗଭେଟ ତୃତୀୟା
ଅଗଷ୍ଟ 23ଗୃହିଣାଂ ରକ୍ଷା ପଞ୍ଚମୀ
ଅଗଷ୍ଟ 24ଶ୍ରୀମନ୍ଦିରେ ରେଖା ପଞ୍ଚମୀ
ଅଗଷ୍ଟ 25ଖୁଦୁରୁକୁଣୀ ଓଷା ଆରମ୍ଭ
ଅଗଷ୍ଟ 26ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପିଠେ ବାସ ଶ୍ରୀ ଶ୍ରୀ ଆଦିତ୍ୟ ନାରାୟଣ ଦାସଙ୍କର ଜନ୍ମୋତ୍ସବ
ଅଗଷ୍ଟ 27ନନ୍ଦୋତ୍ସବ
ଅଗଷ୍ଟ 29କାଳୀୟବଳନ ଏକାଦଶୀ ଉପବାସ ଓ ହ.ନି.,

September odia calendar 2024

odia calendar 2024 september

ସେପ୍ଟେମ୍ବର odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ସେପ୍ଟେମ୍ବର odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ସେପ୍ଟେମ୍ବରodia calendar 2024 ପର୍ବଦିନ

ସେପ୍ଟେମ୍ବର 1ଶିବଚତୁର୍ଦ୍ଦଶୀ ଉପବାସ
ସେପ୍ଟେମ୍ବର 2ସପ୍ତପୁରୀ ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ।
ସେପ୍ଟେମ୍ବର 4ଚନ୍ଦ୍ରଦର୍ଶନ ଓ ପୂଜା
ସେପ୍ଟେମ୍ବର 5ଗୁରୁ ଦିବସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ
ସେପ୍ଟେମ୍ବର 6ବାଲି ତୃତୀୟା, ଗୌରୀ ବ୍ରତ ଓ ହରିତାଳିକା ଚତୁର୍ଥୀ
ସେପ୍ଟେମ୍ବର 7ଶ୍ରୀ ଗଣେଷ ଚତୁର୍ଥୀ ବ୍ରତ
ସେପ୍ଟେମ୍ବର 8ନୂଆଖାଇ ଓ ଋଷି ପଞ୍ଚମୀ
ସେପ୍ଟେମ୍ବର 9ଷଷ୍ଠୀ ଓଷା ଓ ସୋମନାଥ ବ୍ରତାରମ୍ଭଃ
ସେପ୍ଟେମ୍ବର 10ଲଳିତା ସପ୍ତମୀ ଓ କୁକ୍କୁଟା ବ୍ରତ
ସେପ୍ଟେମ୍ବର 11ଶ୍ରୀ ରାଧାଷ୍ଟମୀ, ଦୁର୍ବ।ଷ୍ଟମୀ ଓ ଶ୍ରୀଦୁର୍ଗ।ଶୟନୋତ୍ସବ
ସେପ୍ଟେମ୍ବର 12ତାଳ ନବମୀ ଓ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୟନ୍ତୀ
ସେପ୍ଟେମ୍ବର 14ଶ୍ରୀହରି ପାର୍ଶ୍ବପରିବର୍ତ୍ତନ (ବଡ଼) ଏକାଦଶୀ, ଶରଣ ଆରମ୍ଭ ଓ ହଳ ନିଷେଧ।
ସେପ୍ଟେମ୍ବର 15ସୁନିଆଁ, ଅ68ଙ୍କ ବାମନ ଜନ୍ମ ଓ 1432 ସାଲ ପ୍ରବେଶ
ସେପ୍ଟେମ୍ବର 16ମହାପୁରୁଷ ମହମ୍ମଙ୍କ ଜନ୍ମ ଦିବସ, କନ୍ୟା ସଂକ୍ରାନ୍ତି, ବିଶ୍ବକର୍ମ। ପୂଜା, ଅଘୋର ଚତୁର୍ଦ୍ଦଶୀ ଓ ହଳ ନିଷେଧ।
ସେପ୍ଟେମ୍ବର 17ଅନନ୍ତ ବ୍ରତ ଓ ଚନ୍ଦ୍ରପୂଜା
ସେପ୍ଟେମ୍ବର 18ପୂର୍ଣ୍ଣିମା, ଭାଗବତ ଜନ୍ମ, ଇନ୍ଦ୍ରୋତ୍ସବ, ଅପରପକ୍ଷାରମ୍ଭ ଓ ଶରଣ ଶେଷ
ସେପ୍ଟେମ୍ବର 22ଅଶ୍ବ ପଞ୍ଚମୀ
ସେପ୍ଟେମ୍ବର 23ଗଜଷଷ୍ଠୀ
ସେପ୍ଟେମ୍ବର 24ଦେବ୍ୟୁତ୍ଥାପନ, ମୂଳାଷ୍ଟମୀ, ସହସ୍ର କୁମ୍ଭାଭିଷେକ, ଦ୍ବିତୀବାହନ ଓଷା ଓ ଷୋଡ଼ଶଦିନାତ୍ମକ ପୂଜାରମ୍ଭ
ସେପ୍ଟେମ୍ବର 28ସର୍ବସମ୍ମତ ଇନ୍ଦିରା ଏକାଦୀ ଓ ହ.ନି.,

October odia calendar 2024

odia calendar 2024 october

ଅକ୍ଟୋବର odia calendar 2024 marriage dates ବିବାହ ତାରିଖ – କୌଣସି ତାରିଖ ଉପଲବ୍ଧ ନୁହେଁ

ଅକ୍ଟୋବର odia calendar 2024ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ଅକ୍ଟୋବର odia calendar 2024 ପର୍ବଦିନ

ଅକ୍ଟୋବର 1ଶିବଚତୁର୍ଦ୍ଦଶୀ ଉପବାସ
ଅକ୍ଟୋବର 2ମହାଳୟା ଅମାବାସ୍ୟା, ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ, ଫୁଲ୍ଲେରୀ ଓଷା, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ
ଅକ୍ଟୋବର 3ଶ୍ରୀଦୁର୍ଗ।ଦେବ୍ୟାଃ, ନବଦିନାତ୍ମକ ପୂଜାରମ୍ଭଃ ଓ ମା’ ବିରଜାଦେବୀଙ୍କ ରଥଯାତ୍ରା
ଅକ୍ଟୋବର 4ଚନ୍ଦ୍ରଦର୍ଶନ ଓ ପୂଜା
ଅକ୍ଟୋବର 7ନତଃ ପଞ୍ଚମୀ ଓ ବିରଜାଦେବୀଙ୍କ ପଞ୍ଚମୀ ହୋମ
ଅକ୍ଟୋବର 9ପୀଠେ ଶ୍ରୀଦୁର୍ଗ।ଦେବ୍ୟାଃ ତ୍ରିଦିନାତ୍ମକ ଓ ସପ୍ତମୀ ପୂଜା, ତପଃ ଷଷ୍ଠୀ ଓ ବିଲ୍ବାଧିବାସ
ଅକ୍ଟୋବର 10ପୀଠେ ଶ୍ରୀଦୁର୍ଗ।ଦେବ୍ୟାଃ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା
ଅକ୍ଟୋବର 11ପୀଠେ ମହାନବମୀ, ମୃଣ୍ମୟୀ ଦେବୀଙ୍କ ମହାଅଷ୍ଟମୀ ପୂଜା, ସନ୍ଧି ପୂଜା ଓ ଶରଣ ଆରମ୍ଭ
ଅକ୍ଟୋବର 12ପୀଠେ ଦଶହରା, ବିଜୟା ଦଶମୀ, ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ ଓ ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା
ଅକ୍ଟୋବର 13ମୃଣ୍ମୟା ଦେବୀଙ୍କ ଦଶହରା
ଅକ୍ଟୋବର 14ଭଷାଣି ଯାତ୍ରା ଓ ପାପାଙ୍କୁଶା ଏକାଦଶୀ ଉପବାସ ଓ ହଳ ନିଷେଧ
ଅକ୍ଟୋବର 15ଶରଣ ଶେଷ ଓ ଗ୍ୟାରୁହିଁ ସରିଫ୍Ù
ଅକ୍ଟୋବର 16ଗଜଲକ୍ଷ୍ମୀ ପୂଜା, କୁମାର ଉତ୍ସବ ଓ ଶିବଚତୁର୍ଦ୍ଦଶୀ ଉପବାସ
ଅକ୍ଟୋବର 17ପୂର୍ଣ୍ଣିମା, ତୁଳା (ଗର୍ଭଣା) ସଂକ୍ରାନ୍ତି ଓ ହଳ ନିଷେଧ
ଅକ୍ଟୋବର 18କାର୍ତ୍ତିକ ବ୍ରତାରମ୍ଭଃ, ପଣ୍ଡିତ ପରାକ୍ଷିତ ଓ ବିଷ୍ଣୁ ପ୍ରସାଦ ଖଡ଼ୀରତ୍ନଙ୍କ ଶ୍ରାଦ୍ଧୋତ୍ସବ
ଅକ୍ଟୋବର 28ରମା ଏକାଦଶୀ ଉପବାସ, ଗୋବତ୍ସା ଦ୍ବାଦଶୀ ଓ ହଳ ନିଷେଧ
ଅକ୍ଟୋବର 30ଧନ୍ବନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ
ଅକ୍ଟୋବର 31ଦୀପାବଳୀ, ଶ୍ୟାମାକାଳୀ ପୂଜା, ଚନ୍ଦ୍ରକ୍ଷୟ ଓ ହ.ନି.,

November odia calendar 2024

odia calendar 2024 november

ନଭେମ୍ବର odia calendar 2024 marriage dates ବିବାହ ତାରିଖ – 17, 18, 22, 24, 25, 26, 27

ନଭେମ୍ବର odia calendar 2024ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ନଭେମ୍ବର odia calendar 2024 ପର୍ବଦିନ

ନଭେମ୍ବର 1କାର୍ତ୍ତିକ ଅମାବାସ୍ୟା ଓ ପୟାଶ୍ରାଦ୍ଧ
ନଭେମ୍ବର 2ଗୋବର୍ଦ୍ଧନ ପୂଜା
ନଭେମ୍ବର 3ଭାତୃ ଦ୍ବିତୀୟା ଓ ଚନ୍ଦ୍ରଦର୍ଶନ
ନଭେମ୍ବର 5ନାଗ ଚତୁର୍ଥୀ ବ୍ରତ
ନଭେମ୍ବର 7ଶରଣ ଆରମ୍ଭ
ନଭେମ୍ବର 8ଷୋଳଶାସନ ଅମୃତ ମଣୋହି ଭୋଗ
ନଭେମ୍ବର 9ଗୋଷ୍ଠାଷ୍ଟମୀ
ନଭେମ୍ବର 10ଅଁଳା ନବମୀ, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା
ନଭେମ୍ବର 11ଶରଦ୍ରାସାଧିବାସ
ନଭେମ୍ବର 12ଦେବୋତ୍ଥାପନ (ବଡ଼) ଏକାଦଶୀ, ଭୀଷ୍ମ ପଞ୍ଚକ ବ୍ରତ, ଶରଣ ଶେଷ ଓ ହଳ ନିଷେଧ
ନଭେମ୍ବର 13ଗରୁଡ଼ ଦ୍ବାଦଶୀ ଓ ତୁଳସୀ ବିବାହ
ନଭେମ୍ବର 14ବଡ଼ଓଷା, ଶିବୋତ୍ଥାପନ, ବୈକୁଣ୍ଠ ଓ ଚତୁର୍ଦ୍ଦଶୀ, ଶିଶୁ ଦିବସ (ନେହେରୁଙ୍କ ଜୟନ୍ତୀ)
ନଭେମ୍ବର 15ରାସ ପୂର୍ଣ୍ଣିମା, ବାଲିଯାତ୍ରା, କାର୍ତ୍ତିକେଶ୍ବର ପୂଜା, କାର୍ତ୍ତିକ ବ୍ରତ ସମାପନ, ଚନ୍ଦ୍ରପୂଜା ଓ କେଦାର ବ୍ରତ
ନଭେମ୍ବର 16ବିଛା ସଂକ୍ରାନ୍ତି, ଛାଡ଼ଖାଇ ଓ ହ.ନି.
ନଭେମ୍ବର 20ସୀତା ବିବାହ ଓ ଶ୍ରୀକ୍ଷେତ୍ର ପରିକ୍ରମା
ନଭେମ୍ବର 21ମାର୍ଗଶୀର ଗୁରୁବାର ଓଷା
ନଭେମ୍ବର 23ପ୍ରଥମାଷ୍ଟମୀ
ନଭେମ୍ବର 24କାଞ୍ଜିଅଁଳା ନବମୀ
ନଭେମ୍ବର 26ଉତ୍ପନ୍ନା ଏକାଦଶୀ ଉପବାସ ଓ ହ.ନି.,
ନଭେମ୍ବର 28ମାଣବସା ଗୁରୁବାର ଓଷା
ନଭେମ୍ବର 29ଶିବଚତୁର୍ଦ୍ଦଶୀ ଉପବାସ
ନଭେମ୍ବର 30ଦେବଦୀପାବଳୀ ଆରମ୍ଭ, ଚନ୍ଦ୍ରକ୍ଷୟ ଓ ହଳ ନିଷେଧ

December odia calendar 2024

odia calendar 2024 december

ଡିସେମ୍ବର odia calendar 2024 marriage dates ବିବାହ ତାରିଖ – 2, 5, 6, 11

ଡିସେମ୍ବର odia calendar 2024 ରେ ବ୍ରତୋପନୟନର କୌଣସି ତାରିଖ ଉପଲବ୍ଧ ନୁହେଁ

ଡିସେମ୍ବର odia calendar 2024 ପର୍ବଦିନ

ଡିସେମ୍ବର 1ମହୋଦଧି ଅମାବାସ୍ୟା, ମଧ୍ୟ ଦେବଦୀପାବଳୀ ଓ ସୂର୍ଯ୍ୟମହତୀ ସ୍ନାନ
ଡିସେମ୍ବର 2ଦେବଦୀପାବଳୀ ସମାପ୍ତି ଓ ଚନ୍ଦ୍ରଦର୍ଶନ
ଡିସେମ୍ବର 4ରମ୍ଭା ତୃତୀୟା
ଡିସେମ୍ବର 5ମାଣବସା ଗୁରୁବାର ଓଷା ଓ ଶରଣ ଆରମ୍ଭ
ଡିସେମ୍ବର 6କୁରାଳ ପଞ୍ଚମୀ
ଡିସେମ୍ବର 7ଓଢ଼ଣ ଓ ପ୍ରାବରଣ ଷଷ୍ଠୀ
ଡିସେମ୍ବର 9ଶରଣ ଶେଷ
ଡିସେମ୍ବର 11ମୋକ୍ଷଦା ଏକାଦଶୀ ଓ ହଳ ନିଷେଧ
ଡିସେମ୍ବର 12ବ୍ୟଞ୍ଜନ ଦ୍ବାଦଶୀ
ଡିସେମ୍ବର 13ଅନଙ୍ଗ ତ୍ରୟୋଦଶୀ ଓ ଗୀତା ଜୟନ୍ତୀ
ଡିସେମ୍ବର 14ପଶୁ ଓଷା, ଚନ୍ଦ୍ରପୂଜା ଓ ଶିବଚତୁର୍ଦ୍ଦଶୀ ଉପବାସ
ଡିସେମ୍ବର 15ପୂର୍ଣ୍ଣିମା
ଡିସେମ୍ବର 16ଧନୁ ସଂକ୍ରାନ୍ତି, ପହିଲି ଭୋଗ ଓ ହଳ ନିଷେଧ
ଡିସେମ୍ବର 17ଦାଣ୍ଡ ପହଁରୀ ଓ ବାଟ ଓଷା
ଡିସେମ୍ବର 23ପଠାଣି ସାମନ୍ତଙ୍କ ଜୟନ୍ତୀ
ଡିସେମ୍ବର 25ଯୀଶୁଖ୍ରୀଷ୍ଟଙ୍କ ଜନ୍ମ (ବଡ଼ ଦିନ)
ଡିସେମ୍ବର 26ସଫଳା ଏକାଦଶୀ ଓ ହଳ ନିଷେଧ
ଡିସେମ୍ବର 29ଶିବଚତୁର୍ଦ୍ଦଶୀ ଓ ଉପବାସ
ଡିସେମ୍ବର 30ବକୁଳ ଅମାବାସ୍ୟା, ଶ୍ରୀମନ୍ଦିରେ ଓ ଗୃହିଣାଂ ବକୁଳ ଲାଗି, ସୋମମହତୀ ସ୍ନାନ ଓ ଚନ୍ଦ୍ରକ୍ଷୟ

Leave a Comment