This article will explore facts about odisha gk pdf 2023, which are essential for all competitive exams in 2023. odisha gk pdf, odisha gk book pdf, odisha gk pdf 2023, odisha gk mcq, odisha police gk pdf, odisha gk quiz, odisha gk book free download pdf, odia gk pdf download
(ପୃଥିବୀ) odisha gk pdf 2023
ସଂକ୍ଷେପରେ ପୃଥିବୀ odisha gk pdf 2023
ପୃଥିବୀ ହେଉଛି ଆମ ଘର । ସୂର୍ଯ୍ୟଙ୍କ ଠାରୁ କ୍ରମ ଅନୁସାରେ ତୃତୀୟ ସ୍ଥାନରେ ରହି ୩୬୫ ଦିନ ୬ ଘଣ୍ଟାରେ ଏହା ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଅଛି ଏବଂ ନିଜ ଅକ୍ଷ ଚାରିପାଖରେ ୨୪ ଘଣ୍ଟାରେ ଆବର୍ତ୍ତନ କରୁଅଛି । ଏହା ଏକ ଶିଳାମୟ ବା ପଥୁରିଆ ଗ୍ରହ ଅଟେ । ସୌର ପରିବାରର ଏହା ପଞ୍ଚମ ବୃହତ୍ତମ ଗ୍ରହ ଅଟେ । ପୃଥିବୀ ଏପରି ଏକ ଗ୍ରହ ଯାହାକି ଏକ ବିଶାଳ ଜୈବ ବିବିଧତାରେ ପରିପୂର୍ଣ୍ଣ ଅଟେ । ଏଠାରେ ବିଶାଳ ଜଳରାଶି ଓ ବାୟୁ ମଣ୍ଡଳ ଅଛି । କୋଟି କୋଟି ସଂଖ୍ୟାରେ ପ୍ରାଣୀ ଓ ଉଦ୍ଭିଦରେ ଆମ ପୃଥବୀ ପରିପୂର୍ଣ୍ଣ ଅଟେ ।
ଆନୁମାନିକ ବର୍ଷ (ସୃଷ୍ଟି) | (୪.୫୪+୦.୦୫) ନିୟୁତ ବର୍ଷ |
ବ୍ୟାସ | ୧୨୭୪୨ କି.ମି. |
କ୍ଷେତ୍ରଫଳ | ୫୧୦, ୦୭୨,୦୦୦ ବର୍ଗ କି.ମି. |
ସ୍ଥଳଭାଗ | ୧୪୮,୩୦୦,୦୦୦ ବର୍ଗ କି.ମି. |
ଜଳଭାଗ | ୩୬୧,୮୦୦,୦୦୦ ବର୍ଗ କି.ମି. |
ସ୍ଥଳଭାଗ (ଶତକଡ଼ାରେ) | ୨୯.୨% |
ଜଳଭାଗ (ଶତକଡ଼ାରେ) | ୭୦.୮% |
ଜଳଭାଗର ହାରାହାରି ଗଭୀରତା | ୩୫.୫୪ ମିଟର |
ଘନତ୍ୱ | ୫.୫୨ ଗ୍ରା/ ଘନ ସେ.ମି. |
ଆବର୍ତ୍ତନ ସମୟ | ୨୩ ଘଣ୍ଟା, ୫୬ ମିନିଟ୍ ୪.୦୯ ସେକେଣ୍ଡ |
ପୃଥିବୀର ବସ୍ତୁତ୍ୱ | ୫.୯୭୨ ୧୦୨୪ କି.ଗ୍ରା. |
ସୂର୍ଯ୍ୟଠାରୁ ହାରାହାରି ଦୂରତା | ୧୪୯, ୬୦୦, ୦୦୦ କି.ମି. |
ଚନ୍ଦ୍ରଠାରୁ ହାରାହାରି ଦୂରତା | ୩୮୬.୧୦୦ କି.ମି. |
ଉପଗ୍ରହ | ୧ (ଚନ୍ଦ୍ର) |
ନିକଟତମ ଗ୍ରହ | ଶୁକ୍ର |
ମୋଟ ବାସକରୁଥିବା ପ୍ରଜାତି | ୮, ୭୪୦,୦୦୦ |
ମୋଟ ଜନସଂଖ୍ୟା (୨୦୨୩) | ୭,୯୪୨,୬୪୫,୦୮୬ |
ପୁରୁଷ ସଂଖ୍ୟା | ୪, ୦୮୦, ୧୩୯,୨୦୧ |
ମହିଳା ସଂଖ୍ୟା | ୪,୦୦୬,୪୬୭,୧୧୧ |
ଜନ ସଂଖ୍ୟା ବୃଦ୍ଧି ହାର | ୦.୮୮% (ଜାନୁଆରୀ ୨୦୨୩) |
ଜନ୍ମହାର | ୧୮.୦୨ |
ମୃତ୍ୟୁହାର | ୯.୫ |
ଲିଙ୍ଗ ଅନୁପାତ | ୧୦୧ ପୁରୁଷ / ୧୦୦ ମହିଳା |
ସର୍ବାଧିକ ଜନବହୁଳ ଦେଶ | ଭାରତ |
ସର୍ବନିମ୍ନ ଜନବହୁଳ ଦେଶ | ଭାଟିକାନ ସିଟି |
ବୃହତ୍ତମ ଦେଶ (ଆୟତନରେ) | ଋଷିଆ |
କ୍ଷୁଦ୍ରତମ ଦେଶ (ଆୟତନରେ ) | ଭାଟିକାନ ସିଟି |
ମୋଟ ସାକ୍ଷରତା ହାର | ୮୬.୮୧% |
ପୁରୁଷ ସାକ୍ଷାରତା ହାର | ୯୦.୦୨% |
ମହିଳା ସାକ୍ଷରତା ହାର | ୮୩.୦୫% |
ମୋଟ ସହରାଞ୍ଚଳରେ ବାସ କରୁଥିବା ଜନସଂଖ୍ୟା | ୫୬.୪୮% |
ମୋଟ ଗ୍ରାମାଞ୍ଚଳରେ ବାସ କରୁଥିବା ଜନସଂଖ୍ୟା | ୪୩.୫୨% |
ମୋଟ ଶିଶୁ ମୃତ୍ୟୁହାର | ୨୬.୦୫୨ / ୧୦୦୦ ଶିଙ୍କ ଜନ୍ମରେ |
ମୋଟ ଏଚ.ଆଇ.ଭି / ଏଡ଼୍ସ ଜନସଂଖ୍ୟା | ୩୮.୪ ମିଲିଅନ (ପ୍ରାୟ ୭୧୦୬) (୨୦୨୩ ରୁ ଆକଳନ) |
ମୋଟ କଥିତ ଭାଷା | ୭୦୦୦ ରୁ ଅଧିକ |
+3 Communicative English Special Course Syllabus, Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା, odisha festival, gandhi jayanti odia rachana, air pollution essay in odia pdf

ପୃଥିବୀର ମହାଦେଶ odisha gk pdf 2023
ନାମ | କ୍ଷେତ୍ରଫଳ (ବର୍ଗ.କି.ମି.) |
୧. ଏସିଆ | ୩୧, ୦୩୩, ୧୩୧ |
୨. ଆଫ୍ରିକା | ୨୯,୬୪୮,୪୮୧ |
୩. ଉତ୍ତର ଆମେରିକା | ୨୧,୩୨୯, ୯୨୯ |
୪. ଦକ୍ଷିଣ ଆମେରିକା | ୧୭,୪୬୧, ୧୧୨ |
୫. ୟୁରୋପ | ୨୨, ୧୩୪,୯୦୦ |
୬. ଅଷ୍ଟ୍ରେଲିଆ | ୮,୪୮୯୪୬୦ |
୭. ଆଣ୍ଟାର୍କଟିକା | ୧୩,୭୨୦, ୦୦୦ |
ପୃଥିବୀର ଜନସଂଖ୍ୟା (୨୦୨୩ ଆକଳନ ଅନୁଯାୟୀ) odisha gk pdf 2023
ମହାଦେଶ | ଲୋକସଂଖ୍ୟା | ଅଭିବୃଦ୍ଧି |
ଏସିଆ | ୪,୭୫୫, ୪୨୧,୨୭୧ | ୧.୦୮% |
ୟୁରୋପ | ୭୪୨, ୨୭୨,୬୫୨ | –୦.୧୭% |
ଆଫ୍ରିକା | ୧,୪୩୩,୩୫୪,୫୮୮ | ୨.୩୭% |
ଦକ୍ଷିଣ ଆମେରିକା | ୬୦, ୮୬୭, ୫୪୩ | ୧.୦୮% |
ଉତ୍ତର ଆମେରିକା | ୩୭୫, ୪୧୮,୫୩୯ | ୦.୫୪% |
ଅଷ୍ଟ୍ରେଲିଆ / ଓସିନିଆ/ ଆଣ୍ଟାର୍କଟିକା | ୨୬,୪୩୯,୧୧୧ | ୧.୦୦% |
ପୃଥିବୀର ମହାସାଗର odisha gk pdf 2023
ନାମ | କ୍ଷେତ୍ରଫଳ (ବର୍ଗ.କି.ମି.) |
୧. ପ୍ରଶାନ୍ତ ମହାସାଗର | ୧୬୮,୭୨୩, ୦୦୦ |
୨. ଦକ୍ଷିଣ ମେରୁ ମହାସାଗର | ୨୧,୯୬୦,୦୦୦ |
୩. ଉତ୍ତର ମହାସାଗର | ୧୫, ୫୫୮, ୦୦୦ |
୪. ଭାରତ ମହାସାଗର | ୭୦,୫୬୦,୦୦୦ |
୫. ଆଟଲାଣ୍ଟିକ୍ ମହାସାଗର | ୮୫, ୧୩୩, ୦୦୦ |
ପୃଥିବୀର ଉଚ୍ଚତମ ଶୃଙ୍ଗ odisha gk pdf 2023
ଶୃଙ୍ଗର ନାମ | ଉଚ୍ଚତା (ମିଟରରେ) | ମହାଦେଶ |
୧. ଏଭରେଷ୍ଟ | ୮୮୪୮ | ଏସିଆ |
୨. ଗଡ଼ଉଇନ୍ ଅଷ୍ଟିନ୍ | ୮୬୧୧ | ଏସିଆ |
୩. କାଞ୍ଚନଜଙ୍ଗା | ୮୫୮୬ | ଏସିଆ |
୪. ଲୋହୋସ୍ତେ | ୮୫୧୬ | ଏସିଆ |
୫. ମକାଲୁ | ୮୪୮୫ | ଏସିଆ |
୬. ଚୋ ୟୋ | ୮୫୮୮ | ଏସିଆ |
୭. ଧଉଳିଗିରି | ୮୧୬୭ | ଏସିଆ |
୮. ମାନ୍ନସଲୁ | ୮୧୬୩ | ଏସିଆ |
୯. ନଙ୍ଗାପର୍ବତ | ୮୧୨୬ | ନେପାଳ |
୧୦. ଅର୍ଣ୍ଣପୂର୍ଣ୍ଣା | ୮୦୯୧ | |
୧୧. ଗାସେରବ୍ରମ (୧) | ୮୦୮୦ | |
୧୨. ବ୍ରୋଡ୍ | ୮୦୫୧ | |
୧୩. ଗାସେରବ୍ରମ୍ (୨) | ୮୦୩୫ | |
୧୪. ଶିଶାପଙ୍ଗମ୍ | ୮୦୨୭ | ଚୀନ୍ |
୧୫. ଗାସେରବ୍ରମ୍ (୩) | ୭୯୫୨ | ପାକିସ୍ଥାନ |
ପୃଥିବୀର ଗଭୀରତମ ମହାସାଗର odisha gk pdf 2023
୧. ପ୍ରଶାନ୍ତ ମହାସାଗର | ମାରିଆନା ଅଞ୍ଚଳ | ୧୦,୯୨୦ ମିଟର |
୨. ଆଟଲାଣ୍ଟିକ୍ ମହାସାଗର | ମିଲାୱାକ ଅଞ୍ଚଳ | ୮,୬୦୫ ମିଟର |
୩. ଭାରତ ମହାସାଗର | ଜାଭା ଅଞ୍ଚଳ | ୭,୧୨୫ ମିଟର |
ପୃଥିବୀର ମୁଖ୍ୟ ସାଗର odisha gk pdf 2023
ସାଗରର ନାମ କ୍ଷେତ୍ରଫଳ (ବର୍ଗ କି.ମି.)
୧. ଦକ୍ଷିଣ ଚୀନ ସାଗର | ୩୫.୦୦,୦୦୦ |
୨. କାରବିଆନ ସାଗର | ୨୭,୫୪,୦୦୦ |
୩. ଭୂମଧ୍ୟ ସାଗର | ୨୫, ୧୦,୦୦୦ |
୪. ବେରିଙ୍ଗ ସାଗର | ୨୨,୬୧,୦୦୦ |
୫. ମେକ୍ସିକା ଉପସାଗର | ୧୫,୫୦,୦୦୦ |
୬. ଓଖଡସ୍କା ସାଗର | ୧୫,୮୩,୦୦୦ |
୭. ଜାପାନ ସାଗର | ୯,୭୭,୯୮୦ |
୮. ହଡ଼ସନ୍ ଉପସାଗର | ୧୨,୩୦,୦୦୦ |
୯. ପୂର୍ବ ଚୀନ ସାଗର | ୧୨,୪୯,୦୦୦ |
୧୦. ଆଣ୍ଡାମାନ ସାଗର | ୬,୦୦,୦୦୦ |
୧୧. କୃଷ୍ଣ ସାଗର | ୫,୦୭,୯୦୦ |
୧୨. ଲୋହିତ ସାଗର | ୪,୫୩,୦୦୦ |
୧୩. ଆରବ ସାଗର | ୩୮, ୬୨,୦୦୦ |
ପୃଥିବୀର ପ୍ରସିଦ୍ଧ ହ୍ରଦ odisha gk pdf 2023

ହ୍ରଦର ନାମ | କ୍ଷେତ୍ରଫଳ (ବର୍ଗ କି.ମି.) | ଦେଶ/ମହାଦେଶ |
୧. କାସ୍ପିଆନ ସାଗର | ୩,୭୧,୦୦୦ | ଋଷିଆ ଓ ଇରାନ୍ |
୨. ସୁପରିଅର | ୮୨,୧୦୦ | ଆମେରିକା ଓ କାନାଡ଼ା |
୩. ଭିକ୍ଟୋରିଆ | ୬୮,୮୦୦ | କେନିଆ, ଉଗାଣ୍ଡା |
୪. ହରନ୍ | ୫୯,୬୦୦ | ଆମେରିକା ଓ କାନାଡ଼ା |
୫. ମିଚିଗାନ୍ | ୫୮,୦୦୦ | ଉତ୍ତର ଆମେରିକା |
୬. ଟାଙ୍ଗାନାୟକା | ୩୨,୯୦୦ | ଆଫ୍ରିକା |
୭. ବୈକାଲ | ୩୧,୭୨୦ | ଋଷିଆ |
୮. ଗ୍ରେଟ୍ ବେୟର | ୩୧,୩୦୦ | ଉତ୍ତର ଆମେରିକା |
୯. ଆରଲ | ୩୦,୭୦୦ | ଏସିଆ |
୧୦. ଗାଲାୟି | ୨୯,୯୦୦ | ଆଫ୍ରିକା |
୧୧. ଗ୍ରେଟ୍ ସ୍ଲେଭ | ୨୭, ୨୦୦ | କାନାଡ଼ା |
୧୨. ଏରି | ୨୫,୭୪୦ | ଉତ୍ତର ଆମେରିକା |
୧୩. ଉଇନିପେର | ୨୪,୩୮୭ | କାନାଡ଼ା |
୧୪. ଆଣ୍ଟାରିଓ | ୧୯,୫୨୯ | ଉତ୍ତର ଆମେରିକା |
୧୫. ବାଲାଖାସ୍ | ୧୮,୩୦୦ | କାଜାକସ୍ତାନ |
ପୃଥିବୀର ଗଭୀରତମ ହ୍ରଦ odisha gk pdf 2023
ହ୍ରଦର ନାମ | ଗଭୀରତା (ମିଟରରେ) | ଦେଶ |
୧. ବୈକାଲ | ୧୬୨୦ | ଋଷିଆ (ସାଇବେରିଆ) |
୨. ଟଙ୍ଗନାୟିକା | ୧୪୩୬ | ଆଫ୍ରିକା |
୩. କାସ୍ପିଆନ୍ ସାଗର | ୧୦୨୫ | ଋଷିଆ-ଇରାନ |
୪. ଭୋଷ୍ଟକ | ୯୦୦ | ଆଣ୍ଟାର୍କଟିକା |
୫. ସାନମାଟିନ୍ | ୮୩୬ | ଆର୍ଜେଣ୍ଟିନା |
ବିଭିନ୍ନ ମହାଦେଶର ଉଚ୍ଚତମ ଶୃଙ୍ଗ odisha gk pdf 2023

ମହାଦେଶ | ଶୃଙ୍ଗର ନାମ | ମିଟରରେ |
୧. ଏସିଆ | ଏଭେରେଷ୍ଟ | ୮,୮୪୯ |
୨. ଆଫ୍ରିକା | କିଲମାନଜୋରୋ | ୫,୮୯୫ |
୩. ଉତ୍ତର ଆମେରିକା | ମ୍ୟାକ୍କିନଲେ | ୬,୧୯୦ |
୪. ଦକ୍ଷିଣ ଆମେରିକା | ଆକାନାଗୁଆ | ୬,୯୬୧ |
୫. ୟୁରୋପ | ମାଉଣ୍ଟ ଏଲ୍ବ୍ରସ୍ | ୫,୯୬୧ |
୬. ଓସ୍ନିଆ | ପନକାକ୍ ଜୟା | ୪,୮୮୪ |
୭. ଆଣ୍ଟାର୍କଟିକା | ଭିସେନ୍ ମାସିଫ୍ | ୪,୮୯୨ |
ପୃଥିବୀର ପ୍ରସିଦ୍ଧ ଜଳପ୍ରପାତ odisha gk pdf 2023
ପ୍ରପାତର ନାମ | ଉଚ୍ଚତା (ମିଟରରେ) | ଦେଶ |
୧. ଆଞ୍ଜେଲ | ୯୭୯ | ଭେନିଜୁଏଲା |
୨. ମଙ୍ଗିଫୋସନ | ୭୭୪ | ନରୱେ |
୩. କୁକେନାମ | ୬୧୦ | ଭେନିଜୁଏଲା |
୪. ଭଟିଗାଡ଼୍ | ୬୦୦ | ନରୱେ |
୫. ନାଗ୍ରୋ | ୫୨୦ | କାନାଡ଼ା |
୬. ରିବନ୍ | ୪୯୧ | ଆମରିକା |
୭. ରାଜା ଷଷ୍ଟଜର୍ଜ | ୪୮୭ | ଗୁଏନା |
୮. ରୋରାଇମା | ୪୫୭ | ଗୁକୋ |
୯. ଉପର ଏସୋମାଇଟ | ୪୩୫ | ଯୁକ୍ତରାଷ୍ଟ୍ର ଆମେରିକା |
୧୦. କଲମ୍ୱୋ | ୪୨୬ | ତାଞ୍ଜାନିଆ ଜାମ୍ବିଆ |
୧୧. ତୁଗେଲା | ୪୧୦ | ଦକ୍ଷିଣ ଆଫ୍ରିକା |
୧୨. ତାକାକ୍ | ୩୬୫ | କାନାଡ଼ା |
ପୃଥିବୀର ବୃହତ୍ତମ ଦ୍ୱୀପ odisha gk pdf 2023
ଦ୍ୱୀପର ନାମ | ଆୟତନ (ବର୍ଗ କି.ମିରେ) |
୧. ଅଷ୍ଟ୍ରେଲିଆ ଦ୍ୱୀପ ମହାଦେଶ | ୬୯,୮୨,୩୦୦ |
୨. ଗ୍ରୀନ୍ଲାଣ୍ଡ | ୨୧,୭୫,୬୦୦ |
୩. ନ୍ୟୁଗିନି | ୭,୮୫,୭୫୩ |
୪. ବୋର୍ଣ୍ଣିଓ | ୭,୪୩,୩୩୦ |
୫. ମାଲାଗାସି ରିପବ୍ଲିକ୍ | ୫,୮୭,୦୦୦ |
୬. ବାଫିନ୍ ଦ୍ୱୀପ | ୫,୦୭,୪୫୧ |
୭. ସୁମାତ୍ରା | ୪,୭୩,୪୮୧ |
୮. ହନମୁ | ୨,୨୭,୪୦୦ |
୯. ଗ୍ରେଟ୍ ବ୍ରିଟେନ୍ | ୨,୦୯,୩୩୧ |
୧୦. ଭିକ୍ଟୋରିଆ ଦ୍ୱୀପ | ୭,୧୭,୩୦୦ |
୧୧. ସେଲିବେସ୍ | ୧,୮୯,୦୩୫ |
ପୃଥିବୀର ଦୀର୍ଘତମ ନଦୀ odisha gk pdf 2023

ନଦୀର ନାମ | ଦୈର୍ଘ୍ୟ (କି.ମି.ରେ) | ଦେଶ / ମହାଦେଶ |
୧. ନୀଳନଦୀ | ୬, ୮୫୩ | ଆଫ୍ରିକା |
୨. ଆମାଜନ | ୬, ୪୩୭ | ଦକ୍ଷିଣ ଆଫ୍ରିକା |
୩. ମିସୋରି ମିସିସିପି | ୬, ୦୨୦ | ଯୁକ୍ତରାଷ୍ଟ୍ର ଆମେରିକା |
୪. ୟାଙ୍ଗସିକିୟାଙ୍ଗ | ୫, ୪୯୪ | ଚୀନ୍ |
୫. ଅବରିଟସ | ୫, ୪୧୦ | ଋଷିଆ |
୬. କାଇରେ | ୪,୭୦୦ | ଆଫ୍ରିକା |
୭. ଲେନା | ୪,୪୦୦ | ଋଷିଆ |
୮. ହୋୟାଙ୍ଗ୍ ହୋ | ୪, ୩୪୪ | ଚୀନ୍ |
୯. ମାଲନେଜୀ | ୪, ୨୪୧ | କାନାଡ଼ା |
୧୦. ମେକିଂ | ୪, ୧୮୦ | ଏସିଆ |
୧୧. ନିଗର | ୪, ୧୮୦ | ଆଫ୍ରିକା |
୧୨. ସେଣ୍ଟ୍ ଲରେନ୍ସ | ୪, ୦୨୩ | କାନାଡ଼ା ଯୁକ୍ତରାଷ୍ଟ୍ର ଆମେରିକା |
୧୩. ପାରନା | ୪,୦୦୦ | ଦକ୍ଷିଣ ଆମେରିକା |
୧୪. ୟେନିସେ | ୩, ୮୦୪ | ଋଷିଆ |
୧୫. ମରେଡାଲିଂ | ୩, ୭୦୦ | ଅଷ୍ଟ୍ରେଲିଆ |
୧୬. ଭଲଗା | ୩, ୬୯୦ | ଋଷିଆ |
୧୭. ବିମ୍ୱେଜି | ୩, ୫୪୦ | ଆଫ୍ରିକା |
୧୮. ମାଡେରିଆ | ୩, ୨୧୮ | ଦକ୍ଷିଣ ଆମେରିକା |
୧୯. ପୁରୁସ | ୩, ୨୦୦ | ଦକ୍ଷିଣ ଆମେରିକା |
୨୦. ୟୁକନ | ୩, ୧୮୫ | ଆମେରିକା |
୨୧. ରିଓଗ୍ରାଣ୍ଡି | ୩, ୦୪୦ | ଆମେରିକା ମେକ୍ସିକୋ |
୨୨. ବ୍ରହ୍ମପୁତ୍ର | ୨, ୯୦୦ | ଏସିଆ, ଭାରତ |
୨୩. ସିନ୍ଧୁ (ଇଣ୍ଡସ୍) | ୨,୮୮୦ | ଭାରତ |
୨୪. ଗଙ୍ଗା | ୨, ୫୨୫ | ଭାରତ |
୨୫. ଗୋଦାବରୀ | ୨, ୫୨୫ | ଭାରତ |
୨୬. ସତଲେଜ | ୧, ୪୪୦ | ଭାରତ |
୨୭. କ୍ରିଷ୍ଣା | ୧, ୪୦୦ | ଭାରତ |
୨୮. ଯମୁନା | ୧, ୩୭୬ | ଭାରତ |
୨୯. ନର୍ମଦା | ୧, ୨୯୦ | ଭାରତ |
୩୦. ଘାଗର | ୧, ୦୮୦ | ଭାରତ |
ପୃଥିବୀର ବୃହତ୍ତମ ରାଷ୍ଟ୍ର (ଆୟତନରେ) odisha gk pdf 2023

ଦେଶର ନାମ | କ୍ଷେତ୍ରଫଳ (ବର୍ଗ କି.ମି.ରେ) | ଅବସ୍ଥିତ |
୧. ଋଷିଆ | ୧,୭୦,୭୫,୪୦୦ | ୟୁରେସିଆ |
୨. କାନାଡ଼ା | ୯୯,୮୪,୯୭୦ | ଉତ୍ତର ଆମେରିକା |
୩. ଯୁକ୍ତରାଷ୍ଟ୍ର ଆମେରିକା | ୯୮, ୨୯,୯୭୫ | ଉତ୍ତର ଆମେରିକା |
୪. ଚୀନ | ୯୩,୭୨,୬୧୪ | ଏସିଆ |
୫. ବ୍ରାଜିଲ | ୮୫, ୧୧, ୯୬୫ | ଦକ୍ଷିଣ ଆଫ୍ରିକା |
୬. ଅଷ୍ଟ୍ରେଲିଆ | ୭୬,୮୨,୩୦୦ | ଅଷ୍ଟ୍ରେଲିଆ / ଓସେନିଆ |
୭. ଭାରତ | ୩୨,୮୭, ୨୬୩ | ଏସିଆ |
୮. ଆର୍ଜେଣ୍ଟିନା | ୨୭,୮୦,୪୦୦ | ଦକ୍ଷିଣ ଆମେରିକା |
୯. କାଜାକିସ୍ତାନ | ୨୭,୨୪,୯୦୦ | ଏସିଆ |
୧୦. ଆଲଜେରିଆ | ୨୩,୮୧,୭୪୧ | ଆଫ୍ରିକା |
ପୃଥିବୀର କ୍ଷୁଦ୍ରତମ ରାଷ୍ଟ୍ର (ଆୟତନରେ) odisha gk pdf 2023
ଦେଶର ନାମ | କ୍ଷେତ୍ରଫଳ (ବର୍ଗ କି.ମି.ରେ) | ଅବସ୍ଥିତି |
୧. ଭାଟିକାନସିଟି | ୦.୪୪ | ୟୁରୋପ |
୨. ମୋନାକୋ | ୨.୦୨ | ୟୁରୋପ |
୩. ନାଭରୁ | ୨୦.୯୮ | ଦକ୍ଷିଣ ପାସିଫିକ୍ |
୪. ତୁଲାରେ | ୫୨,୯୭ | ଦକ୍ଷିଣ ପାସିଫିକ୍ |
୫. ସାନମାରିନୋ | ୬୧.୦୨ | ୟୁରୋପ |
୬. ଲିଟେନ୍ଷ୍ଟେନ୍ | ୧୬୦,୦୦ | ୟୁରୋପ |
୭. ମାର୍ଶାଲ ଦ୍ୱିପ | ୧୮୧.୦୩ | କେନ୍ଦ୍ର ପାସିଫିକ୍ |
୮. ସେଣ୍ଟକଟ୍ ଓ ନେଭିସ | ୨୬୧,୦୦ | ପୂର୍ବ କାରବିଏନ୍ |
୯. ମାଲଡିଭସ୍ | ୨୯୭.୮ | ଭାରତ ମହାସାଗର |
୧୦. ସୈଜଲେସ୍ | ୩୦୮,୦୦ | ଭାରତ ମହାସାଗର |
ପୃଥିବୀର ଉଷ୍ମତମ, ଶୀତଳତମ, ଅତିବୃଷ୍ଟି ଓ ଶୁଷ୍କ ଅଞ୍ଚଳ odisha gk pdf 2023
ସ୍ଥାନର ନାମ | ଦେଶ | ତାପମାତ୍ରା |
୧. ଉଷ୍ମତମ ସ୍ଥାନ | ଡାଲ୍ (ଇଥ୍ଓପିଆ) | ୧୨୫ଂ |
୨. ଶୀତଳ ତମ ସ୍ଥାନ | ଆଣ୍ଟାର୍କଟିକା | ୮୯.୨ଂ |
୩. ଅତିବୃଷ୍ଟି ଅଞ୍ଚଳ | ମେଘାଳୟ (ଭାରତ) | ୧୮୭ ସେଣ୍ଟିମିଟର |
୪. ଅତିଶୁଷ୍କ ଅଞ୍ଚଳ | ଆଟାକାମା ମରୁଭୂମି | ୦.୦୮ ସେଣ୍ଟିମିଟର |
ପୃଥିବୀର କେନାଲ odisha gk pdf 2023

କେନାଲର ନାମ | ଦେର୍ଘ୍ୟ (କି.ମି.ରେ) | ଅବସ୍ଥିତି |
୧. ବଲ୍ଟିମୋରେ | ୨୨୭ | ବଲଟିକ୍ ସାଗର |
୨. ଗୋଟା | ୧୮୫ | ସ୍ୱିଡେନ୍ |
୩. ସୋଏଜ୍ | ୧୬୯ | ଇଜିପ୍ଟ |
୪. ଭଲଗା ମସ୍କୋ | ୧୨୯ | ଋଷିଆ |
୫. କାଲେ | ୯୮ | ଜର୍ମାନୀ |
୬. ଉଲଗାଡ଼ନ | ୯୭ | ଋଷିଆ |
୭. ଏଲଭି ଟ୍ରେଭ | ୬୬ | ଜର୍ମାନୀ |
୮. ପାନାମା | ୫୮ | କେନ୍ଦ୍ର ଆମେରିକା |
୯. ମାଞ୍ଚେଷ୍ଟର | ୫୭ | ଇଂଲଣ୍ଡ |
୧୦. ଥ୍ୱେଲାଣ୍ଡ | ୪୪ | କାନାଡ଼ା |
ପୃଥିବୀର ରାଷ୍ଟ୍ର ସମୂହର ସଂକ୍ଷିପ୍ତ ପରିଚୟ odisha gk pdf 2023
ଜନସଂଖ୍ୟା ଅନୁଯାୟୀ ୨୦୨୩ ଆକଳନ (odisha gk pdf 2023)
ଏସିଆ ମହାଦେଶ
୧. ଆଫଗାନିସ୍ଥାନ :
ରାଜଧାନୀ – କାବୁଲ
ସ୍ୱାଧୀନତା ଦିବସ- ୧୯/୦୮/୧୯୧୯
କ୍ଷେତ୍ରଫଳ- ୬,୫୨,୨୩୭ ବର୍ଗ କି.ମି.
ଜନସଂଖ୍ୟା- ୪୧, ୪୬୧, ୦୯୪
ସାକ୍ଷରତା ହାର- ୩୭.୨୭%
ଭାଷା- ପାସ୍ତୋ, ଡାରୀ
ସଂସଦର ନାମ – ଜାତୀୟ ସଂସଦ
ପ୍ରଚଳିତ ମୁଦ୍ରା- ଆଫଗାନୀ
୨. ଆରମେନିଆ :
ରାଜଧାନୀ – ଯେରୋଭାନ
ସ୍ୱାଧୀନତା ଦିବସ- ୨୧/୦୯/୧୯୯୧
କ୍ଷେତ୍ରଫଳ- ୨୯,୭୪୩ ବର୍ଗ କି.ମି.
ଜନସଂଖ୍ୟା- ୨,୯୭୯,୨୧୫
ସାକ୍ଷରତା ହାର- ୯୯.୭୯%
ଭାଷା- ଆରମେନିଆନ୍
ସଂସଦର ନାମ- ନେସନାଲ ଆସେମ୍ୱଲି
ପ୍ରଚଳିତ ମୁଦ୍ରା- ଭ୍ରାମ୍
୩. ଆଜର ବୈଜାନ :
ରାଜଧାନୀ- ବାକୁ
ସ୍ୱାଧୀନତା ଦିବସ- ୩୦/୦୮/୧୯୯୧
କ୍ଷେତ୍ରଫଳ – ୮୬,୬୦୦ ବର୍ଗ କି.ମି.
ଜନସଂଖ୍ୟା – ୧୦,୪୦୨, ୯୨୪
ସାକ୍ଷରତା ହାର – ୯୯.୮୦%
ଭାଷା- ଆରମେନିଆନ୍
ସଂସଦର ନାମ – ନେସନାଲ ଆସେମ୍ବିଲ୍
ପ୍ରଚଳିତ ମୁଦ୍ରା- ମାନତ
୪. ବାହାରିନ୍ :
ରାଜଧାନୀ- ମାନାମ
କ୍ଷେତ୍ରଫଳ- ୭୬୫.୩ ବର୍ଗ କି.ମି.
ଜନସଂଖ୍ୟା – ୧,୮୭୨, ୬୦୫
ସାକ୍ଷରତା ହାର – ୯୫.୬୫%
ଭାଷା – ଆରବିକ୍
ସଂସଦର ନାମ – ନେସନାଲ ଆସେମ୍ବିଲ୍
ପ୍ରଚଳିତ ମୁଦ୍ରା – ଦିନାର
୫. ବାଙ୍ଗଲାଦେଶ :
ରାଜଧାନୀ – ଢାକା
ସ୍ୱାଧୀନତା ଦିବସ- ୨୬/୦୫/ ୧୯୭୧
କ୍ଷେତ୍ରଫଳ- ୧,୪୭,୫୭୦ ବର୍ଗ କି.ମି.
ଜନସଂଖ୍ୟା – ୧୬୯,୪୨୪,୯୭୬
ସାକ୍ଷରତା ହାର- ୭୪.୯୧%
ଭାଷା- ବଙ୍ଗଳା
ସଂସଦର ନାମ- ଜାତୀୟ ସଂସଦ
ପ୍ରଚଳିତ ମୁଦ୍ରା – ଟାକା
୬. ଭୂଟାନ୍ :
ରାଜଧାନୀ- ଥିମ୍ପୁ
ସ୍ୱାଧୀନତା ଦିବସ – ୦୮/୦୮/୧୯୪୯
କ୍ଷେତ୍ରଫଳ -୩୮,୩୯୪ ବିଗ କି.ମି.
ଜନସଂଖ୍ୟା – ୭୯୬,୧୩୩
ସାକ୍ଷରତା ହାର- ୬୪.୫୫%
ଭାଷା – ଡୋଜାଙ୍ଗା
ସଂସଦର ନାମ – ପାର୍ଲିଆମେଣ୍ଟ ଅଫ୍ ଭୂଟାନ୍
ପ୍ରଚଳିତ ମୁଦ୍ର – ନୁଗୁଇ ଟ୍ରମ
୭. ବ୍ରୁନେଇ :
ରାଜଧାନୀ – ବନ୍ଦରସେରି (ବେଗୱାନ)
ସ୍ୱାଧୀନତା ଦିବସ – ୦୧/୦୧/୧୯୮୪
କ୍ଷେତ୍ରଫଳ – ୫, ୭୬୫ ବିର୍ଗ କି.ମି.
ଜନସଂଖ୍ୟା – ୪୪୯,୫୬୯
ସାକ୍ଷରତା ହାର – ୯୭.୫୯%
ଭାଷା – ମାଳୟ
ପ୍ରଚଳିତ ମୁଦ୍ରା – ବୃନେଇ ଡଲାର୍
୮. ଚୀନ :
ରାଜଧାନୀ – ବେଜିଂ
ସ୍ୱାଧୀନତା ଦିବସ – ୦୧/୦୧/୧୯୧୨
କ୍ଷେତ୍ରଫଳ – ୯୫, ୯୬,୯୬୧ ବିର୍ଗ କି.ମି.
ଜନସଂଖ୍ୟା – ୧,୪୫୫, ୩୫୬, ୦୯୦
ସାକ୍ଷରତା ହାର – ୯୭.୧୫%
ଭାଷା – ଷ୍ଟାଣ୍ଡାର୍ଡ଼ ଚାଇନିଜ୍ ବା ମାଣ୍ଡାରିନ୍
ସଂସଦର ନାମ – ନେସନାଲ୍ ପିପୁଲ୍ କଂଗ୍ରେସ
ପ୍ରଚଳିତ ମୁଦ୍ରା – ୟୁଆନ୍
୯. କାମ୍ୱୋଡିଆ :
ରାଜଧାନୀ – ପିନ ପ୍ଲେନ୍
ସ୍ୱାଧୀନତା ଦିବସ – ୦୯/୧୧/୧୯୫୩
କ୍ଷେତ୍ରଫଳ – ୧, ୮୧, ୦୩୫ ବିର୍ଗ କି.ମି.
ଜନସଂଖ୍ୟା – ୧୭,୩୮୬, ୯୯୫
ସାକ୍ଷରତା ହାର- ୮୩.୯୧%
ଭାଷା – ଖେମାର
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ରିଏଲ୍
୧୦. ସାଇପ୍ରସ୍ :
ରାଜଧାନୀ – ନିକେସିଆ
ସ୍ୱାଧୀନତା ଦିବସ – ୧୬/୦୮/୧୯୬୦
କ୍ଷେତ୍ରଫଳ -୯, ୨୫୧ ବିର୍ଗ କି.ମି.
ଜନସଂଖ୍ୟା – ୧, ୨୩୨, ୭୪୪
ସାକ୍ଷରତା ହାର- ୯୯.୩୬%
ଭାଷା – ଗ୍ରୀକ୍ ତୁର୍କସି
ସଂସଦର ନାମ- ହାଉସ୍ ହଫ୍ ରିପ୍ରେଜେଣ୍ଟିଭ
ପ୍ରଚଳିତ ମୁଦ୍ରା – ୟୁରୋ
୧୧. ଜର୍ଜିଆ :
ରାଜଧାନୀ – ତିବଲିସ୍
ସ୍ୱାଧୀନତା ଦିବସ – ୦୯/୦୪/ ୧୯୯୧
କ୍ଷେତ୍ରଫଳ- ୧,୫୩, ୯୧୦ ବିର୍ଗ କି.ମି.
ଜନସଂଖ୍ୟା – ୩,୯୬୭,୦୯୪
ସାକ୍ଷରତା ହାର- ୯୯.୫୬%
ଭାଷା – ଜିଏଆରିଆନ୍
ସଂସଦର ନାମ- ଜାତୀୟ ସଂସଦ
ପ୍ରଚଳିତ ମୁଦ୍ରା – ଲାରି
୧୨. ଭାରତ :
ରାଜଧାନୀ – ନୂଆଦିଲ୍ଲୀ
ସ୍ୱାଧୀନତା ଦିବସ – ୧୫/୦୮/ ୧୯୪୭
କ୍ଷେତ୍ରଫଳ- ୩,୮୭,୨୬୩ ବିର୍ଗ କି.ମି.
ଜନସଂଖ୍ୟା – ୧, ୪୨୫, ୭୭୫, ୮୫୦
ସାକ୍ଷରତା ହାର – ୭୭.୭୦%
ଭାଷା – ହିନ୍ଦୀ
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ଇଣ୍ଡିଆନ ରୁପି
୧୩. ଇଣ୍ଡୋନେସିଆ :
ରାଜଧାନୀ – ଜାକର୍ତ୍ତା
ସ୍ୱାଧୀନତା ଦିବସ – ୧୭/୦୮/୧୯୪୯
କ୍ଷେତ୍ରଫଳ – ୧,୯୪,୫୬୯ ବର୍ଗ କି.ମି.
ଜନସଂଖ୍ୟା – ୨୮୧, ୮୭୧, ୯୭୬
ସାକ୍ଷରତା ହାର- ୯୫.୪୪%
ଭାଷା – ଇଣ୍ଡୋନେସିଆନ୍
ସଂସଦର ନାମ – ପିପୁଲ୍ସ ଜନସୁଲେଟିଭ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ରୂପିଆ
୧୪. ଇରାନ୍ :
ରାଜଧାନୀ – ତେହେରାନ୍
ସ୍ୱାଧୀନତା ଦିବସ – ୦୧/୦୪/ ୧୯୭୯
କ୍ଷେତ୍ରଫଳ – ୧୬,୪୮, ୧୯୫ ବର୍ଗ କି.ମି.
ଜନସଂଖ୍ୟା – ୮୭,୦୯୬,୫୬୮
ସାକ୍ଷରତା ହାର- ୮୮.୭୪%
ସଂସଦର ନାମ – ଇସାଲାମିକ୍ କନସୁଲେଟିଭ୍ ଆସେମ୍ବ୍ଲି
ଭାଷା – ପରସିଆନ୍
ପ୍ରଚଳିତ ମୁଦ୍ରା – ରିଆଲ
୧୫. ଇରାକ୍ :
ରାଜଧାନୀ – ବାଗଦାଦ୍
ସ୍ୱାଧୀନତା ଦିବସ – ୦୩/୧୦/୧୯୩୨
କ୍ଷେତ୍ରଫଳ – ୪୩୭୦୭୨ ବିଗ କି.ମି.
ଜନସଂଖ୍ୟା – ୪୨,୮୩୦,୦୦୪
ସାକ୍ଷରତା ହାର- ୮୫.୬୬%
ଭାଷା – ଆରବିକ୍
ସଂସଦ – କାଉନସିଲ୍ ଅଫ୍ ରିପ୍ରେଜେଣ୍ଟଟିଭ୍
ପ୍ରଚଳିତ ମୁଦ୍ରା – ଇରାକି ଦିନାର
୧୬. ଇସ୍ରାଏଲ୍ :
ରାଜଧାନୀ – ଜେରୁଜେଲମ୍
ସ୍ୱାଧୀନତା ଦିବସ – ୧୪/୦୫/ ୧୯୪୮
କ୍ଷେତ୍ରଫଳ- ୨୦, ୭୭୦ ବିର୍ଗ କି.ମି.
ଜନସଂଖ୍ୟା – ୯,୦୪୬,୩୯୧
ସାକ୍ଷରତା ହାର- ୯୭.୧%
ଭାଷା – ହେବୁ, ଆଇବିଲ୍
ସଂସଦର ନାମ- ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ସେକେଲ
୧୭. ଜାପାନ :
ରାଜଧାନୀ – ଟୋକିଓ
ସ୍ୱାଧୀନତା ଦିବସ – ଖ୍ରୀ. ପୂ. ୬୬୦
କ୍ଷେତ୍ରଫଳ – ୩,୭୭, ୯୭୨ ବିଗ କି.ମି.
ଜନସଂଖ୍ୟା – ୧୨୫,୩୬୦,୫୩୫
ସାକ୍ଷରତା ହାର- ୯୯%
ଭାଷା – ଜାପାନିଜ୍
ସଂସଦର ନାମ- ନାସନାଲ ଡାଏଟ୍
ପ୍ରଚଳିତ ମୁଦ୍ରା – ୟେନ୍
୧୮. ଜୋର୍ଡ଼ାନ୍ :
ରାଜଧାନୀ – ଅମନ୍
ସ୍ୱାଧୀନତା ଦିବସ – ୨୫/୦୫/୧୯୪୬
କ୍ଷେତ୍ରଫଳ- ୮୯,୩୪୨ ବିର୍ଗ କି.ମି.
ଜନସଂଖ୍ୟା – ୧୦,୪୯୫,୪୮୦
ସାକ୍ଷରତା ହାର- ୯୬.୬୬%
ଭାଷା – ଆରବିକ୍
ସଂସଦର ଦାମ – ଜାତୀୟ ସଂସଦ
ପ୍ରଚଳିତ ମୁଦ୍ରା – ଜୋର୍ଡ଼ାନ୍ ଦିନାର
୧୯. କାଜାକିସ୍ତାନ :
ରାଜଧାନୀ – ଆସ୍ଥାନ
ସ୍ୱାଧୀନତା ଦିବସ – ୧୬/୧୨/୧୯୯୧
କ୍ଷେତ୍ରଫଳ – ୨୭,୨୪,୯୦୦ ବର୍ଗ କି.ମି.
ଜନସଂଖ୍ୟା – ୧୯,୪୨୫,୬୬୨
ସାକ୍ଷରତା ହାର- ୯୯.୮୦%
ଭାଷା – କାଜାଖ୍, ଋଷିଆନ୍
ସଂସଦ ନାମ – ୟୁନିଫାରି ଡୋମିନାଣ୍ଟ ପାଟି ରିପବ୍ଲିକ୍
ପ୍ରଚଳିତ ମୁଦ୍ରା – ଟେଙ୍ଗେ
୨୦. କୁଏତ୍ :
ରାଜଧାନୀ – କୁଏତ୍ ସହର
ସ୍ୱାଧୀନତା ଦିବସ – ୧୯/୦୭/୧୯୬୧
କ୍ଷେତ୍ରଫଳ – ୧୭, ୮୨୦ ବର୍ଗ କି.ମି.
ଜନସଂଖ୍ୟା – ୪,୪୫୩,୧୦୧
ସାକ୍ଷାରତା ହାର – ୯୬.୪୬%
ଭାଷା – ଆରବିକ୍
ସଂସଦର ନାମ – ନେସନାଲ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – କୁଏତ୍ ଦିନାର
୨୧. କିରଗୀଜସୁନ୍ :
ରାଜଧାନୀ – ବିସ୍କେକ୍
ସ୍ୱାଧୀନତା ଦିବସ – ୩୧/୦୮/୧୯୯୧
କ୍ଷେତ୍ରଫଳ – ୧, ୯୯, ୯୫୧ ବର୍ଗ କି.ମି.
ଜନସଂଖ୍ୟା – ୬,୮୩୫,୦୨୪
ସାକ୍ଷରତା ହାର- ୯୯.୪୧%
ଭାଷା – କିରଗୀଜ୍ ଋଷିଆନ୍
ସଂସଦର ନାମ – ସୁପ୍ରିମ କାଉନସିଲ୍
ପ୍ରଚଳିତ ମୁଦ୍ରା – ସୋମ୍
୨୨. ଲାଓସ :
ରାଜଧାନୀ – ଭିଏନତିଆନ୍
ସ୍ୱାଧୀନତା ଦିବସ – ୧୯/୦୭/ ୧୯୪୯
କ୍ଷେତ୍ରଫଳ- ୨,୩୬, ୮୦୦ ବର୍ଗ କି.ମି.
ଜନସଂଖ୍ୟା – ୭,୫୮୦, ୬୭୩
ସାକ୍ଷରତା ହାର- ୭୯.୮୬%
ଭାଷା – ଲାଓ
ସଂସଦର ନାମ – ନେସନାଲ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – କିପ୍
୨୩. ଲେବାନନ୍ :
ରାଜଧାନୀ – ବେରୁଟ୍
ସ୍ୱାଧୀନତା ଦିବସ – ୨୨/୧୧/୧୯୪୩
କ୍ଷେତ୍ରଫଳ – ୧୦,୪୫୨ ବର୍ଗ କି.ମି.
ଜନସଂଖ୍ୟା – ୬,୭୩୩,୩୬୬
ସାକ୍ଷରତା ହାର- ୯୫.୯୭%
ଭାଷା – ଆରବିକ୍
ସଂସଦର ନାମ- ଚାମ୍ୱର ଅଫ୍ ଡେପୁଟିସ୍
ପ୍ରଚଳିତ ମୁଦ୍ରା – ଲେବାନିଜ୍ ପାଉଣ୍ଡ
୨୪. ମାଲେସିଆ :
ରାଜଧାନୀ – କ୍ୱାଆଲଲମ୍ପୁର
ସ୍ୱାଧୀନତା ଦିବସ – ୩୧/୦୮/୧୯୫୩
କ୍ଷେତ୍ରଫଳ- ୩୩୦୮୦୩ ବର୍ଗ କି.ମି.
ଜନସଂଖ୍ୟା – ୩୩, ୯୬୯,୨୯୦
ସାକ୍ଷରତା ହାର- ୯୫.୭୧%
ଭାଷା – ମାଳୟ
ସଂସଦର ନାମ – ପାର୍ଲାମେଣ୍ଟ
ପ୍ରଚଳିତ ମୁଦ୍ରା – ରିଙ୍ଗଟ
୨୫. ମାଲାଡିଭସ୍ :
ରାଜଧାନୀ – ମାଲେ
ସ୍ୱାଧୀନତା ଦିବସ – ୨୬/୦୭/୧୯୬୫
କ୍ଷେତ୍ରଫଳ – ୨୯୮ ବର୍ଗ କି.ମି.
ଜନସଂଖ୍ୟା – ୫୬୮,୦୬୪
ସାକ୍ଷରତା ହାର- ୯୯.୪%
ଭାଷା – ଧିଭେହି
ସଂସଦର ନାମ- ପିପୁଲ୍ସ ମାଜିତିସ
ପ୍ରଚଳିତ ମୁଦ୍ରା – ଟଙ୍କା
୨୬. ମଙ୍ଗୋଲିଆ :
ରାଜଧାନୀ – ଭଲାନ୍ବାଟୋର
ସ୍ୱାଧୀନତା ଦିବସ – ୧୧/୦୭/ ୧୯୨୧
କ୍ଷେତ୍ରଫଳ – ୧୫,୬୪, ୧୧୫ ବର୍ଗ କି.ମି.
ଜନସଂଖ୍ୟା – ୩,୪୩୦,୮୮୦
ସାକ୍ଷରତା ହାର- ୯୯.୧୮%
ଭାଷା – ମଂଗୋଲିଆନ୍
ସଂସଦର ନାମ- ଷ୍ଟେଟ୍ ଗ୍ରେଟ୍ ଖୁରାଳ
ପ୍ରଚଳିତ ମୁଦ୍ରା – ତୁଗ୍ରିକ୍
୨୭. ମିଆଁମାର :
ରାଜଧାନୀ – ନାପିଡିଓ
ସ୍ୱାଧୀନତା ଦିବସ – ୦୪/୦୧/୧୯୪୮
କ୍ଷେତ୍ରଫଳ- ୬,୭୬,୫୭୫ ବର୍ଗ କି.ମି.
ଜନସଂଖ୍ୟା – ୫୫,୪୬୩,୨୩୮
ସାକ୍ଷରତା ହାର- ୮୯.୦୭%
ଭାଷା – ବରମିଜ୍
ସଂସଦର ନାମ- ଆସେମ୍ବ୍ଲି ଅଫ ଭମହ
ପ୍ରଚଳିତ ମୁଦ୍ରା – ଜ୍ୟାଡ୍
୨୮. ନେପାଳ :
ରାଜଧାନୀ – କାଠମାଣ୍ଡୁ
ସ୍ୱାଧୀନତା ଦିବସ – ୨୯/୦୫/୨୦୦୮
କ୍ଷେତ୍ରଫଳ – ୧,୪୭, ୧୮୧ ବର୍ଗ କି.ମି.
ଜନସଂଖ୍ୟା – ୩୦, ୬୫୧,୭୧୫
ସାକ୍ଷରତା ହାର- ୭୧.୧୫%
ଭାଷା – ନେପାଳି
ସଂସଦର ନାମ- କନଷ୍ଟିଚ୍ୟୁଏଟ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ନେପାଳି ରୁପି
୨୯. ଉତ୍ତରକୋରିଆ :
ରାଜଧାନୀ – ପୋଙ୍ଗୟାଙ୍ଗ
ସ୍ୱାଧୀନତା ଦିବସ – ୧୫/୦୮/୧୯୪୫
କ୍ଷେତ୍ରଫଳ – ୧, ୨୦,୫୩୮ ବର୍ଗ କି.ମି.
ଜନସଂଖ୍ୟା – ୨୬,୧୦୪,୭୧୧
ସାକ୍ଷରତା ହାର- ୧୦୦%
ଭାଷା – କୋରିଆନ୍
ସଂସଦର ନାମ- ସୁପ୍ରିମ୍ ପିପୁଲ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ଓନ
୩୦. ଓମାନ :
ରାଜଧାନୀ – ମସ୍କାଟ
ସ୍ୱାଧୀନତା ଦିବସ – ୧୬୫୦
କ୍ଷେତ୍ରଫଳ – ୩, ୦୯, ୫୦୧ ବର୍ଗ କି.ମି.
ଜନସଂଖ୍ୟା – ୫,୪୮୨, ୨୫୯
ସାକ୍ଷରତା ହାର- ୯୫.୬୫%
ଭାଷା – ଓମାନି ଆରବିକ୍
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ସମାନି ରିଆଲ
୩୧. ପାକିସ୍ଥାନ :
ରାଜଧାନୀ – ଇସଲାମାବାଦ୍
ସ୍ୱାଧୀନତା ଦିବସ – ୧୪/୦୮/୧୯୪୭
କ୍ଷେତ୍ରଫଳ – ୮,୮୧, ୯୧୩ ବର୍ଗ କି.ମି.
ଜନସଂଖ୍ୟା – ୨୩୩, ୨୯୨, ୩୯୦
ସାକ୍ଷରତା ହାର- ୫୮.୯%
ଭାଷା – ଉର୍ଦ୍ଧୁ
ସଂସଦର ନାମ-ମଜଲିସ୍ ଇ ସୁରା
ପ୍ରଚଳିତ ମୁଦ୍ରା – ପାକିସ୍ଥାନ ରୁପି
୩୨. ଫିଲପାଇନ୍ସ :
ରାଜଧାନୀ – ମାନିଲା
ସ୍ୱାଧୀନତା ଦିବସ – ୧୨/୦୬/୧୮୯୮
କ୍ଷେତ୍ରଫଳ- ୨୯, ୯୪, ୦୪ ବର୍ଗ କି.ମି.
ଜନସଂଖ୍ୟା – ୧୧୩, ୭୯୫, ୭୬୮
ସାକ୍ଷରତା ହାର- ୯୫.୭୮%
ସଂସଦର ନାମ – କଂଗ୍ରେସ
ପ୍ରଚଳିତ ମୁଦ୍ରା – ଫିଲିଫାଇନ୍ ପେସୋ
୩୩. କତାର :
ରାଜଧାନୀ – ଦୋହା
ସ୍ୱାଧୀନତା ଦିବସ – ୦୩/୦୯/୧୯୭୧
କ୍ଷେତ୍ରଫଳ- ୧୧,୫୭୧ ବର୍ଗ କି.ମି.
ଜନସଂଖ୍ୟା – ୩,୦୨୧,୬୮୩
ସାକ୍ଷରତା ହାର- ୯୩.୪୬%
ଭାଷା – ଆରବିକ୍
ସଂସଦର ନାମ – କନ୍ନୁଲେଟେଟିଭ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – କତାର ରିଆଲ୍
୩୪. ସାଉଦିଆରବ :
ରାଜଧାନୀ – ରିଆଦ୍
ସ୍ୱାଧୀନତା ଦିବସ – ୨୩/୦୯/୧୯୩୨
କ୍ଷେତ୍ରଫଳ- ୨୧,୫୦,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୩୬.୩୮୦.୮୮୯
ସାକ୍ଷରତା ହାର- ୯୭.୫୯%
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ସାଉଦି ରିଆଲ
୩୫. ସିଙ୍ଗାପୁର :
ରାଜଧାନୀ – ସିଙ୍ଗାପୁର ସହର
ସ୍ୱାଧୀନତା ଦିବସ – ୦୯/୦୮/୧୯୬୫
କ୍ଷେତ୍ରଫଳ – ୭୨୧.୫ ବର୍ଗ କି.ମି.
ଜନସଂଖ୍ୟା – ୫,୯୮୩,୨୩୯
ସାକ୍ଷରତା ହାର- ୯୭.୧୩%
ଭାଷା – ଇଂଲିସ୍, ମାଳୟ, ତାମିଲ୍
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ସିଙ୍ଗାପୁର ଓଲାର୍
୩୬. ଦକ୍ଷିଣ କୋରିଆ :
ରାଜଧାନୀ – ସିଓଲ
ସ୍ୱାଧୀନତା ଦିବସ – ୧୫/୦୮/୧୯୪୫
କ୍ଷେତ୍ରଫଳ – ୧୦୦, ୨୧୦ ବର୍ଗ କି.ମି.
ଜନସଂଖ୍ୟା – ୫୧,୩୯୬, ୫୩୫
ସାକ୍ଷରତା ହାର- ୯୮.୮୦%
ଭାଷା – କୋରିଆନ୍
ସଂସଦର ନାମ – ନେସନାଲ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ସାଉଥ୍ କୋରିଆନ୍
୩୭. ଶ୍ରୀଲଙ୍କା :
ରାଜଧାନୀ – କଲମ୍ବୋ
ସ୍ୱାଧୀନତା ଦିବସ – ୦୪/୦୨/୧୯୪୮
କ୍ଷେତ୍ରଫଳ – ୬୫, ୬୧୦ ବର୍ଗ କି.ମି.
ଜନସଂଖ୍ୟା – ୨୧, ୬୭୨, ୨୩୯
ସାକ୍ଷରତା ହାର- ୯୩.୬୩%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ସିଂହଳି, ତାମିଲ୍
ପ୍ରଚଳିତ ମୁଦ୍ରା – ଶ୍ରୀଲଙ୍କା ରୁପି
୩୮. ସିରିଆ :
ରାଜଧାନୀ – ଡାମାସ୍କସ୍
ସ୍ୱାଧୀନତା ଦିବସ – ୧୭/୦୪/୧୯୪୬
କ୍ଷେତ୍ରଫଳ- ୧୮୫,୧୮୦ ବର୍ଗ କି.ମି.
ଜନସଂଖ୍ୟା – ୧୮,୭୩୦,୧୫୫
ସାକ୍ଷରତା ହାର- ୮୬.୪୧%
ସଂସଦର ନାମ – ପିପୁଲ୍ସ କାଉନ୍ସିଲ୍
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ସିରିଆ ପାଉଣ୍ଡ୍
୩୯. ତାଜିକସ୍ଥାନ :
ରାଜଧାନୀ – ଦୁସାନବେ
ସ୍ୱାଧୀନତା ଦିବସ – ୦୯/୦୯/୧୯୯୧
କ୍ଷେତ୍ରଫଳ – ୧, ୪୩, ୧୦୦ ବର୍ଗ କି.ମି.
ଜନସଂଖ୍ୟା – ୧୦,୧୫୭, ୧୦୨
ସାକ୍ଷରତା ହାର- ୯୯.୮୦%
ସଂସଦର ନାମ – ସୁପ୍ରିମ କାଉନ୍ସିଲ
ଭାଷା – ତାଜିକ୍
ପ୍ରଚଳିତ ମୁଦ୍ରା – ସୋମନି
୪୦. ଥାଇଲାଣ୍ଡ :
ରାଜଧାନୀ – ବ୍ୟାଙ୍କକ୍
ସ୍ୱାଧୀନତା ଦିବସ – ୧୨୩୮
କ୍ଷେତ୍ରଫଳ- ୦୫/୧୨/୧୯୨୭ ବର୍ଗ କି.ମି.
ଜନସଂଖ୍ୟା – ୭୦,୩୦୫, ୫୯୪
ସାକ୍ଷରତା ହାର- ୯୪.୧୦%
ସଂସଦର ନାମ – ନେସନାଲ୍ ଆସେମ୍ବ୍ଲି ଅଫ୍ ଥାଇଲାଣ୍ଡ
ଭାଷା – ଥାଇ
ପ୍ରଚଳିତ ମୁଦ୍ରା – ବାହତ
୪୧. ଇଷ୍ଟ ତିମର୍ :
ରାଜଧାନୀ – ଡିଲି
ସ୍ୱାଧୀନତା ଦିବସ – ୨୦/୦୫/୨୦୦୬
କ୍ଷେତ୍ରଫଳ – ୧୫୪୧୦ ବର୍ଗ କି.ମି.
ଜନସଂଖ୍ୟା – ୧,୩୯୧,୦୪୧
ସାକ୍ଷରତା ହାର- ୮୫.୬%
ସଂସଦର ନାମ- ନାସନାଲ ପାର୍ଲିଆମେଣ୍ଟ
ଭାଷା – ପର୍ତ୍ତୁଗାଲ, ଡେଡୁମ୍
ପ୍ରଚଳିତ ମୁଦ୍ରା – ଆମେରିକାନ୍ ଡଲାର
୪୨. ତୁର୍କୀ :
ରାଜଧାନୀ – ଆଙ୍କାରା
ସ୍ୱାଧୀନତା ଦିବସ – ୨୯/୧୦/୧୯୨୩
କ୍ଷେତ୍ରଫଳ- ୭, ୮୩, ୫୬୨ ବର୍ଗ କି.ମି.
ଜନସଂଖ୍ୟା – ୮,୫୫,୨୯, ୧୭୫
ସାକ୍ଷରତା ହାର- ୯୯.୪୦%
ସଂସଦର ନାମ- ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲି
ଭାଷା – ତୁର୍କୀସ୍
ପ୍ରଚଳିତ ମୁଦ୍ରା – ତୁର୍କୀ ଲିରା
୪୩. ତୁର୍କମେନିସ୍ଥାନ୍ :
ରାଜଧାନୀ – ଆମଗବାଦ୍
ସ୍ୱାଧୀନତା ଦିବସ – ୨୭/୧୦/ ୧୯୯୧
କ୍ଷେତ୍ରଫଳ- ୪, ୯୧, ୨୧୦ ବର୍ଗ କି.ମି.
ଜନସଂଖ୍ୟା – ୬,୨୮୭, ୧୭୦
ସାକ୍ଷରତା ହାର- ୯୯.୭%
ସଂସଦର ନାମ – ମେଦିଲସ୍
ଭାଷା – ତୁର୍କିମେନ୍
ପ୍ରଚଳିତ ମୁଦ୍ରା – ତୁର୍କ ମାନାତ୍
୪୪. ଯୁକ୍ତରାଜ୍ୟ ଆରବ ଏମିରେଟ୍ସ :
ରାଜଧାନୀ – ଆବୁଧାବି
ସ୍ୱାଧୀନତା ଦିବସ – ୦୨/୧୨/୧୯୭୧
କ୍ଷେତ୍ରଫଳ- ୮୩,୬୦୦ ବର୍ଗ କି.ମି.
ଜନସଂଖ୍ୟା – ୧୦,୨୭୪,୦୪୫
ସାକ୍ଷରତା ହାର- ୯୮.୧୩%
ଭାଷା – ଆରବିକ୍
ସଂସଦର ନାମ – ଫେଡ଼େରାଲ୍ ନ୍ୟାସନାଲ୍ କାଉନ୍ସିଲ୍
ପ୍ରଚଳିତ ମୁଦ୍ରା – ଦିରହାମ୍
୪୫. ଉଜ୍ବେକିସ୍ଥାନ :
ରାଜଧାନୀ – ତାସକେଣ୍ଟ
ସ୍ୱାଧୀନତା ଦିବସ – ୦୧/୦୯/ ୧୯୯୧
କ୍ଷେତ୍ରଫଳ- ୪୪୭,୪୦୦ ବର୍ଗ କି.ମି.
ଜନସଂଖ୍ୟା – ୩୪, ୮୭୧, ୦୨୯
ସାକ୍ଷରତା ହାର- ୧୦୦%
ସଂସଦର ନାମ- ସୁପ୍ରିମ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ସୋମ୍
୪୬. ଭିଏତ୍ନାମ୍ :
ରାଜଧାନୀ – ହାନୋଇ
ସ୍ୱାଧୀନତା ଦିବସ – ୦୨/୦୯/୧୯୪୫
କ୍ଷେତ୍ରଫଳ – ୩, ୩୧,୨୧୦ ବର୍ଗ କି.ମି.
ଜନସଂଖ୍ୟା – ୯୯, ୮୬୬,୧୫୨
ସାକ୍ଷରତା ହାର- ୯୬.୭୮%
ସଂସଦର ନାମ- ନ୍ୟାସ୍ନାଲ୍ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ଡଙ୍ଗ
୪୭. ୟେମେନ୍ :
ରାଜଧାନୀ – ସାନା ଆଡେନ୍
ସ୍ୱାଧୀନତା ଦିବସ – ୨୨/୦୫/୧୯୯୦
କ୍ଷେତ୍ରଫଳ – ୫, ୨୭, ୯୬୮ ବର୍ଗ କି.ମି.
ଜନସଂଖ୍ୟା – ୩୧,୭୨୫, ୪୧୮
ସାକ୍ଷରତା ହାର- ୭୦.୨୭%
ସଂସଦ- ହାଉସ୍ ଅପ୍ ରିପ୍ରେଜେଣ୍ଟେଟିଭ୍
ଭାଷା – ଯେମେନି
ପ୍ରଚଳିତ ମୁଦ୍ରା – ରିଆଲ୍
ଆମେ ଜେତେ ଆଗକୁ ପଢିବା ସେତେ odisha gk ବିଷୟରେ ଜାଣିବା। ଅପଣମାଙ୍କ ପାଇଁ odisha gk pdf 2023 ଏହିପରି ପ୍ରସ୍ତୁତ କରାଯାଇଛି ଯେ ଆପଣମାନେ ଏହାକୁ ପଢି ନିଜକୁ current affair ଏବଂ gk ପ୍ରତି ସଚେତନ ହେଇପାରିବେ ।
ଯଦି ଆପଣମାନେ ଆହୁରି ଅଧିକ ଜାଣିବାପାଇଁ ଚାହାନ୍ତି ତାହାହେଲେ odisha gk pdf 2023 ସମ୍ପୂର୍ଣ ପୁସ୍ତକ www.icarepublications.com ରେ ଉପଲବ୍ଧ, ସେଠାରେ ଯାଇ ଆପଣମାନେ ପୁସ୍ତକ କିଣି ପାରିବେ।
ଆଫ୍ରିକା ମହାଦେଶ odisha gk pdf 2023
୧. ଆଲ୍ଜେରିଆ :
ରାଜଧାନୀ – ଆଲ୍ଜିୟର୍ସ
ସ୍ୱାଧୀନତା ଦିବସ – ୦୫/୦୭/୧୯୬୨
କ୍ଷେତ୍ରଫଳ – ୨୩,୮୧,୭୪୧ ବର୍ଗ କି.ମି.
ଜନସଂଖ୍ୟା – ୪୬,୧୪୦,୦୫୨
ସାକ୍ଷରତା ହାର- ୮୧.୪୧%
ସଂସଦର ନାମ- ପାର୍ଲିଆମେଣ୍ଟ୍
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ଆଲ୍ଜେରିଆନ୍ ଦିନାର
୨. ଆଙ୍ଗୋଲା : odisha gk pdf 2023
ରାଜଧାନୀ – ଲୁଆଣ୍ଡା
ସ୍ୱାଧୀନତା ଦିବସ – ୧୧/୧୦/୧୯୭୫
କ୍ଷେତ୍ରଫଳ – ୧୨,୪୬,୭୦୦ ବର୍ଗ କି.ମି.
ଜନସଂଖ୍ୟା – ୩୫,୮୨୪,୫୦୮
ସାକ୍ଷରତା ହାର – ୭୨.୨୮%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ପର୍ତ୍ତୁଗାଲ୍
ପ୍ରଚଳିତ ମୁଦ୍ରା – କୁଞ୍ଜା
୩. ବେନିନ୍ :
ରାଜଧାନୀ – ପୋର୍ଟୋନୋଭୋ
ସ୍ୱାଧୀନତା ଦିବସ – ୦୧/୦୮/୧୯୬୦
କ୍ଷେତ୍ରଫଳ- ୧୧୪୭୬୩ ବର୍ଗ କି.ମି.
ଜନସଂଖ୍ୟା – ୧୩,୦୪୧,୬୬୧
ସାକ୍ଷରତା ହାର- ୪୫.୮୪%
ସଂସଦର ନାମ- ନ୍ୟାସନାଲ୍ ଆସେମ୍ବ୍ଲି
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଙ୍ଗ
୪. ବୋଟସୱାନା :
ରାଜଧାନୀ – ବ୍ୟାଗରେମେନ୍
ସ୍ୱାଧୀନତା ଦିବସ – ୩୦/୦୬/୧୯୬୬
କ୍ଷେତ୍ରଫଳ – ୫, ୮୧, ୭୩୦ ବର୍ଗ କି.ମି.
ଜନସଂଖ୍ୟା – ୨, ୪୮୮, ୯୦୬
ସାକ୍ଷରତା ହାର- ୮୮.୨୨%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ପୁଲା
ପ୍ରଚଳିତ ମୁଦ୍ରା – ପୁଲା
୫. ବୁରକିନା ଫାସୋ :
ରାଜଧାନୀ – ୱାଗାଡାଗୁ
ସ୍ୱାଧୀନତା ଦିବସ – ୦୫,୦୮, ୧୯୫୦
କ୍ଷେତ୍ରଫଳ -୨, ୭୪, ୨୦୦ ବର୍ଗ କି.ମି.
ଜନସଂଖ୍ୟା – ୨୨, ୫୬୧,୩୨୯
ସାକ୍ଷରତା ହାର- ୩୭.୭%
ଭାଷା – ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଙ୍କ୍
୬. ବୁରୁଣ୍ଡି :
ରାଜଧାନୀ – ବୁଜୁମବୁରା
ସ୍ୱାଧୀନତା – ୦୧/୦୭/୧୯୬୨
କ୍ଷେତ୍ରଫଳ – ୨୭, ୮୩୪ ବର୍ଗ କି.ମି.
ଜନସଂଖ୍ୟା – ୧୨, ୯୧୨,୪୮୦
ସାକ୍ଷରତା ହାର – ୭୪.୭୧%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ବୁରୁନ୍ଦି, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ବୁରୁନ୍ଦି ଫ୍ରାଙ୍କ୍
୭. କାମେରୁନ୍ :
ରାଜଧାନୀ – ୟାଓଣ୍ଡି
ସ୍ୱାଧୀନତା ଦିବସ – ୦୧.୦୧.୧୯୬୦
କ୍ଷେତ୍ରଫଳ- ୪, ୭୫, ୪୪୨ ବର୍ଗ କି.ମି.
ଜନସଂଖ୍ୟା – ୨୮,୪୬୦,୫୮୮
ସାକ୍ଷରତା ହାର- ୮୧.୧୫%
ସଂସଦର ନାମ- ନେସ୍ନାଲ ଆସେମ୍ବ୍ଲି
ଭାଷା – ଫ୍ରେଞ୍ଚ,
ଇଂରାଜୀ ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଙ୍କ
୮. କେପ୍ଉର୍ଡେ :
ରାଜଧାନୀ – ପ୍ରାଇଆ
ସ୍ୱାଧୀନତା ଦିବସ – ୦୫,୦୭, ୧୯୫୭
କ୍ଷେତ୍ରଫଳ- ୪,୦୩୩ ବର୍ଗ କି.ମି.
ଜନସଂଖ୍ୟା – ୫୯୧, ୮୯୮
ସାକ୍ଷରତା ହାର- ୮୪.୬%
ସଂସଦର ନାମ – ନେସ୍ନାଲ ଆସେମ୍ବ୍ଲି
ଭାଷା – ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା – କେପ୍ଭେର୍ଡ଼ ଏସ୍କ୍ୟୁଡ଼ୋ
୯. କେନ୍ଦ୍ର ଆଫ୍ରିକା :
ରାଜଧାନୀ – ବଙ୍ଗୁଲ୍
ସ୍ୱାଧୀନତା ଦିବସ – ୧୩.୦୮.୧୯୬୦
କ୍ଷେତ୍ରଫଳ- ୬, ୬୨, ୯୪୮ ବର୍ଗ କି.ମି.
ଜନସଂଖ୍ୟା – ୫, ୦୭୨, ୯୬୧
ସାକ୍ଷରତା ହାର- ୫୦.୭୧%
ସଂସଦର ନାମ- ନେସନାଲ ଆସେମ୍ବ୍ଲି
ଭାଷା – ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଏଙ୍ଗ୍
୧୦. ଛାଦ୍ :
ରାଜଧାନୀ – ଏନ୍ ଓଜାମେନା
ସ୍ୱାଧୀନତା ଦିବସ – ୧୧.୦୮.୧୯୬୦
କ୍ଷେତ୍ରଫଳ – ୧୨,୮୪,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୧୭,୭୨୯,୦୨୪
ସାକ୍ଷରତା ହାର – ୩୯.୫୨%
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଏଙ୍ଗ୍
୧୧. କଙ୍ଗୋ :
ରାଜଧାନୀ – ବ୍ରାଜାଭିଲି
ସ୍ୱାଧୀନତା ଦିବସ – ୧୫/୦୮/ ୧୯୬୦
କ୍ଷେତ୍ରଫଳ – ୧୦,୦୦,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୫,୯୧୧,୬୪୨
ସାକ୍ଷରତା ହାର- ୮୦.୨୦%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଏଙ୍ଗ
୧୨. କୋଟ ଡିକ୍ରି (ଆଇଭରିକୋଷ୍ଟ) :
ରାଜଧାନୀ – ୟାମେସଭକ୍ତୋ
ସ୍ୱାଧୀନତା ଦିବସ – ୦୭/୦୮/୧୯୬୦
କ୍ଷେତ୍ରଫଳ – ୩, ୨୨, ୪୬୩ ବର୍ଗ କି.ମି.
ଜନସଂଖ୍ୟା – ୧,୪୨୮,୬୨୭,୬୬୩
ସାକ୍ଷରତା ହାର- ୭୭.୭୦%
ସଂସଦ – ଲେଜିସ୍ଲେଟର ଅଫ୍ ଆଇଭରି କୋଷ୍ଟ
ଭାଷା – ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା – ସିଏଫ୍ଏଫ୍ରାଏଙ୍ଗ
୧୩. କଙ୍ଗୋ ଡେମୋକ୍ରାଟିକ୍ ଏଫ୍ରାଙ୍ଗ :
ରାଜଧାନୀ – କିନଶାସା
ସ୍ୱାଧୀନତା ଦିବସ – ୩୦.୦୬.୧୯୬୦
କ୍ଷେତ୍ରଫଳ – ୨୩,୪୫,୪୦୯ ବର୍ଗ କି.ମି.
ଜନସଂଖ୍ୟା – ୧୦୨,୨୬୨,୮୦୮
ସାକ୍ଷରତା ହାର- ୮୦.୮୨%
ସଂସଦର ନାମ- ପାର୍ଲିଆମେଣ୍ଟ୍
ଭାଷା – ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା – ସିଏଫ୍ଏଫ୍ରାଏଙ୍ଗ
୧୪. ଦିବୌଟି :
ରାଜଧାନୀ – ଦିବୌଟି
ସ୍ୱାଧୀନତା ଦିବସ – ୨୭/୦୬/ ୧୯୭୭
କ୍ଷେତ୍ରଫଳ – ୨୩, ୨୦୦ ବର୍ଗ କି.ମି.
ଜନସଂଖ୍ୟା – ୧,୦୨୯,୬୦୧
ସାକ୍ଷରତା ହାର- ୮୫.୯୬%
ଭାଷା – ଆରବିକ, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ଦିବୌଟି ଫ୍ରାଙ୍କ
୧୫. ଇଜିପ୍ଟ :
ରାଜଧାନୀ – କାଏରୋ
ସ୍ୱାଧୀନତା ଦିବସ – ୨୮/୦୨/୧୯୨୨
କ୍ଷେତ୍ରଫଳ- ୧୦,୦୧, ୪୫୦ ବର୍ଗ କି.ମି.
ଜନସଂଖ୍ୟା – ୧୦୭,୯୨୪,୮୦୦
ସାକ୍ଷରତା ହାର- ୯୩.୨୮%
ସଂସଦର ନାମ – ଲେଜିସ୍ଲେଟିଭ୍
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ଇଜିପସିଆନ୍ ପାଉଣ୍ଡ
୧୬. ଇକ୍ୟୁଟୋରିଆଲଗୁଏନା :
ରାଜଧାନୀ – ମାଲୋବୋ
ସ୍ୱାଧୀନତା ଦିବସ – ୧୨/୧୦/୧୯୬୮
କ୍ଷେତ୍ରଫଳ – ୨୮,୦୫୦ ବର୍ଗ କି.ମି.
ଜନସଂଖ୍ୟା – ୧,୫୩୬,୬୨୯
ସାକ୍ଷରତା ହାର- ୯୮.୨୬%
ସଂସଦ – ଚାମ୍ୱରର୍ସ ହତ୍ ପିପୁଲ୍ ରିପ୍ରେଜ୍ଣ୍ଟିଭ
ଭାଷା – ସ୍ପାନିସ୍, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ସିଏଫ୍ଏଫ୍ରାଏଙ୍ଗ
୧୭. ଏରିଟ୍ରିଆ :
ରାଜଧାନୀ – ଆସମାରା
ସ୍ୱାଧୀନତା ଦିବସ – ୨୪/୦୫/୧୯୯୩
କ୍ଷେତ୍ରଫଳ – ୧, ୧୭,୬୦୦ ବର୍ଗ କି.ମି.
ଜନସଂଖ୍ୟା – ୩,୬୮୮, ୫୩୩
ସାକ୍ଷରତା ହାର- ୯୩.୨୭%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଆରବିକ୍, ଇଂରାଜୀ, ଜିଗିନ୍ୟା
ପ୍ରଚଳିତ ମୁଦ୍ରା – ନଜଫା
୧୮. ଇଥିଓପିଆ :
ରାଜଧାନୀ – ଆଡିସ୍ଆବା
ସ୍ୱାଧୀନତା ଦିବସ – ୦୫. ୧୯୯୫
କ୍ଷେତ୍ରଫଳ – ୧୧,୦୪,୩୦୦ ବର୍ଗ କି.ମି.
ଜନସଂଖ୍ୟା – ୧୨୩,୨୧୫,୦୧୭
ସାକ୍ଷରତା ହାର- ୫୧.୭୭%
ସଂସଦର ନାମ – ଫେଡ଼େରାଲ୍ ପାର୍ଲିଆମେଣ୍ଟ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ବିର୍
୧୯. ଗାବନ :
ରାଜଧାନୀ – ଲିବରବିଲି
ସ୍ୱାଧୀନତା ଦିବସ – ୧୭.୦୮.୧୯୬୦
କ୍ଷେତ୍ରଫଳ – ୨, ୬୭, ୬୬୭ ବର୍ଗ କି.ମି.
ଜନସଂଖ୍ୟା – ୨,୩୭୭,୮୯୮
ସାକ୍ଷରତା ହାର- ୮୫.୩୨%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଫ୍ରାଙ୍କ୍
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଏଙ୍କ୍
୨୦. ଗାମ୍ବିଆ :
ରାଜଧାନୀ – ବାଞ୍ଜୁଲ
ସ୍ୱାଧୀନତା ଦିବସ – ୧୮.୦୨.୧୯୬୫
କ୍ଷେତ୍ରଫଳ- ୧୧,୨୯୫ ବର୍ଗ କି.ମି.
ଜନସଂଖ୍ୟା – ୨,୬୧୩,୬୩୨
ସାକ୍ଷରତା ହାର – ୬୩.୯୧%
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଡାଲାସି
୨୧. ଘାନା :
ରାଜଧାନୀ – ଆକ୍ରା
ସ୍ୱାଧୀନତା ଦିବସ – ୦୬/୦୩/ ୧୯୫୭
କ୍ଷେତ୍ରଫଳ – ୨, ୩୮,୫୩୫ ବର୍ଗ କି.ମି.
ଜନସଂଖ୍ୟା – ୩୨,୯୫୩, ୬୨୬
ସାକ୍ଷରତା ହାର- ୮୨.୦୪%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ସେଡି
୨୨. ଗୁଏନିଆ :
ରାଜଧାନୀ – କୋନାକ୍ତି
ସ୍ୱାଧୀନତା ଦିବସ – ୦୨.୧୦.୧୯୮୫
କ୍ଷେତ୍ରଫଳ – ୨, ୪୫, ୮୫୭ ବର୍ଗ କି.ମି.
ଜନସଂଖ୍ୟା – ୧୪,୧୬୬,୧୪୬
ସାକ୍ଷରତା ହାର- ୩୮.୦୮%
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ଗିନି ଫ୍ରାଙ୍କ୍
୨୩. କେନିଆ :
ରାଜଧାନୀ – ନାଇରୋବି
ସ୍ୱାଧୀନତା ଦିବସ – ୧୨/୧୨/୧୯୬୩
କ୍ଷେତ୍ରଫଳ – ୫, ୮୨,୬୪୪ ବର୍ଗ କି.ମି.
ଜନସଂଖ୍ୟା – ୫୭,୨୦୫, ୮୯୩
ସାକ୍ଷରତା ହାର- ୮୨.୬୨%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ, ସ୍ୱାହିଲ
୨୪. ଲେସୋଥୋ :
ରାଜଧାନୀ – ମାସେରୁ
ସ୍ୱାଧୀନତା ଦିବସ – ୦୪/୧୦/ ୧୯୬୬
କ୍ଷେତ୍ରଫଳ- ୩୦, ୩୫୫ ବର୍ଗ କି.ମି.
ଜନସଂଖ୍ୟା – ୨,୧୯୧,୪୪୦
ସାକ୍ଷରତା ହାର- ୭୯.୯୪%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ, ସେସୋଥୋ
ପ୍ରଚଳିତ ମୁଦ୍ରା – ଲୋଟି
୨୫. ଲାଇବେରିଆ :
ରାଜଧାନୀ – ମନରୋଭିଆ
ସ୍ୱାଧୀନତା ଦିବସ – ୨୬/୦୭/୧୮୪୭
କ୍ଷେତ୍ରଫଳ – ୧, ୧୧, ୩୬୯ ବର୍ଗ କି.ମି.
ଜନସଂଖ୍ୟା – ୫,୪୦୨,୧୦୧
ଭାଷା – ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା – ଡଲାର
୨୬. ଲିବିଆ :
ରାଜଧାନୀ – ତ୍ରିପୋଲି
ସ୍ୱାଧୀନତା ଦିବସ – ୨୪/୧୨/ ୧୯୫୧
କ୍ଷେତ୍ରଫଳ- ୧୭,୯୦,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୬,୮୮୮,୩୮୮
ସାକ୍ଷରତା ହାର- ୯୧.୨୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ଲିବିୟାନ୍ ଦିନାର
୨୭. ମାଡ଼ାଗାସ୍କାର :
ରାଜଧାନୀ – ଆଣ୍ଠାନାନାରିଭୋ
ସ୍ୱାଧୀନତା ଦିବସ – ୨୬/୦୬/୧୯୬୦
କ୍ଷେତ୍ରଫଳ – ୫,୮୭,୦୪୧ ବର୍ଗ କି.ମି.
ଜନସଂଖ୍ୟା – ୨୯, ୭୫୫,୮୫୯
ସାକ୍ଷରତା ହାର- ୭୭.୨୫%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ମାଲାପାସି, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ଆରିଆରି
୨୮. ମାଲାୱି :
ରାଜଧାନୀ – ଲିଲୋଙ୍ଗା
ସ୍ୱାଧୀନତା ଦିବସ – ୦୬/୦୭/୧୯୬୪
କ୍ଷେତ୍ରଫଳ – ୧,୧୮,୪୮୪ ବର୍ଗ କି.ମି.
ଜନସଂଖ୍ୟା – ୨୦,୫୬୩,୭୮୧
ସାକ୍ଷରତା ହାର- ୭୩%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଚିଚେୱା, ଇଂରାଜୀ
ପ୍ରଚଳିତ ମୁଦ୍ରା – କ୍ୱାଚା
୨୯. ମାଲି :
ରାଜଧାନୀ – ବାମୋକା
ସ୍ୱାଧୀନତା ଦିବସ – ୨୬/୧୯/୧୯୬୦
କ୍ଷେତ୍ରଫଳ – ୧୨,୪.୧୯୨ ବର୍ଗ କି.ମି.
ଜନସଂଖ୍ୟା – ୨୧,୯୪୩,୦୭୯
ସାକ୍ଷରତା ହାର – ୩୩.୦୭%
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ସିଏଫ୍ଏ ଫ୍ରାଙ୍କ
୩୦. ମୋରିଟାନିଆ :
ରାଜଧାନୀ – ନୋଆକ୍ ଛୋଟ
ସ୍ୱାଧୀନତା ଦିବସ – ୨୮/୧୧/୧୯୬୦
କ୍ଷେତ୍ରଫଳ- ୧୦,୨୫,୫୨୦ ବର୍ଗ କି.ମି.
ଜନସଂଖ୍ୟା – ୫,୦୦୩,୮୩୬
ସାକ୍ଷରତା ହାର- ୫୨.୧%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ଓଗୁଇଆ
୩୧. ମରିସସ୍ :
ରାଜଧାନୀ – ପୋଟଲୁଇସ୍
ସ୍ୱାଧୀନତା ଦିବସ – ୧୨/୦୩/୧୯୬୮
କ୍ଷେତ୍ରଫଳ – ୨୦୪୦ ବର୍ଗ କି.ମି.
ଜନସଂଖ୍ୟା – ୧,୨୭୭, ୮୬୬
ସାକ୍ଷରତା ହାର- ୯୮.୭୨%
ପ୍ରଚଳିତ ମୁଦ୍ରା – ମରିସସ୍ ରୂପି
୩୨. ମରକୋ :
ରାଜଧାନୀ – ରାବାତ
ସ୍ୱାଧୀନତା ଦିବସ – ୦୨/୦୩/୧୯୫୬
କ୍ଷେତ୍ରଫଳ – ୪,୪୬,୫୫୦ ବର୍ଗ କି.ମି.
ଜନସଂଖ୍ୟା – ୩,୭୩,୪୪,୭୯୫
ସାକ୍ଷରତା ହାର- ୯୭.୧%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଆରବିକ୍, କର୍କର
ପ୍ରଚଳିତ ମୁଦ୍ରା – ଦିରହାମ୍
୩୩. ମୋଜାମ୍ୱିକ୍ :
ରାଜଧାନୀ – ମାପୁତୋ
ସ୍ୱାଧୀନତା ଦିବସ – ୧୫/୦୬/୧୯୭୫
କ୍ଷେତ୍ରଫଳ – ୮, ୦୧, ୫୯୦ ବର୍ଗ କି.ମି.
ଜନସଂଖ୍ୟା – ୩୩,୭୯୩,୪୦୭
ସାକ୍ଷରତା ହାର – ୭୩.୨୬%
ସଂସଦର ନାମ- ଆସେମ୍ବ୍ଲି ଅଫ୍ ରିପବ୍ଲିକ୍
ଭାଷା – ପର୍ତ୍ତୁଗୀଜ
ପ୍ରଚଳିତ ମୁଦ୍ରା – ମେଟିକାଲ୍
୩୪. ସୁଦାନ :
ରାଜଧାନୀ – କାରତୁମ୍୍
ସ୍ୱାଧୀନତା ଦିବସ – ୦୧/୦୧/୧୯୫୬
କ୍ଷେତ୍ରଫଳ- ୧୮,୬୧, ୪୮୪ ବର୍ଗ କି.ମି.
ଜନସଂଖ୍ୟା – ୪୬,୮୧୮,୩୬୩
ସାକ୍ଷରତା ହାର- ୬୨.୦୨%
ସଂସଦର ନାମ – ନ୍ୟାସନାଲ ଲେଜିସ୍ଲେଟିଭ
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ସୁଦାନିକ୍ ଯାଦାନ୍ତା
୩୫. ଦକ୍ଷିଣ ସୁଦାନ :
ରାଜଧାନୀ – ଜୁବା
ସ୍ୱାଧୀନତା ଦିବସ – ୦୯/୦୭/୨୦୧୧
କ୍ଷେତ୍ରଫଳ – ୧୧୩୮୧୩ ବର୍ଗ କି.ମି.
ଜନସଂଖ୍ୟା – ୧୧,୫୭୩,୯୯୨
ସାକ୍ଷରତା ହାର- ୩୧.୯୯%
ସଂସଦର ହାର – ନ୍ୟାସନାଲ ଲେଜିସ୍ଲେଚର
ପ୍ରଚଳିତ ମୁଦ୍ରା – ସାଉଥ୍ ସୁଦାନ ଯାଲଣ୍ଡ
୩୬. ତାଞ୍ଜାନିଆ :
ରାଜଧାନୀ – ଡୋଡୋମା
ସ୍ୱାଧୀନତା ଦିବସ – ୨୬/୦୧/୧୯୬୪
କ୍ଷେତ୍ରଫଳ- ୯୪୫, ୦୮୭ ବର୍ଗ କି.ମି.
ଜନସଂଖ୍ୟା – ୬୪,୬୭୦,୩୬୧
ସାକ୍ଷରତା ହାର- ୮୧.୮୦%
ସଂସଦର ନାମ- ବଂଗେଲା ତାଞ୍ଜାନିଆ
ଭାଷା – ସାହାଲି
ପ୍ରଚଳିତ ମୁଦ୍ରା – ତାଞ୍ଜାନିଆ ଗିଲିଂ
୩୭. ଟ୍ୟୁନିସିଆ :
ରାଜଧାନୀ – ଟୁନିସ୍
ସ୍ୱାଧୀନତା ଦିବସ – ୨୦/୦୭/୧୯୫୬
ଆୟତନ – ୧,୬୩, ୬୧୦ ବର୍ଗ କି.ମି.
ଜନସଂଖ୍ୟା – ୧୨,୪୫୮,୨୨୩
ସାକ୍ଷରତା ହାର- ୮୨.୭୦%
ସଂସଦର ନାମ – କନ୍ଷ୍ଟିଚୁଏଟ୍ ଆସେମ୍ବ୍ଲି
ଭାଷା – ଆରବିକ୍
ପ୍ରଚଳିତ ମୁଦ୍ରା – ଟୁବିନିସିଆନ୍ ଦିନାର୍
୩୮. ଉଗାଣ୍ଡା :
ରାଜଧାନୀ – କାଂପାଲା
ସ୍ୱାଧୀନତା ଦିବସ – ୦୯/୧୦/୧୯୬୨
କ୍ଷେତ୍ରଫଳ – ୨,୪୧,୦୩୭ ବର୍ଗ କି.ମି.
ଜନସଂଖ୍ୟା – ୪୯,୯୩୨,୮୯୯
ସାକ୍ଷରତା ହାର- ୭୯%
ସଂସଦର ନାମ- ପାର୍ଲାମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଉଗାଣ୍ଡା ଶିଲିଂ
୩୯. ଜାମ୍ୱିଆ :
ରାଜଧାନୀ – ଲୁସାକା
ସ୍ୱାଧୀନତା ଦିବସ – ୨୪/୧୦/୧୯୬୪
କ୍ଷେତ୍ରଫଳ – ୭,୫୨,୬୧୮ ବର୍ଗ କି.ମି.
ଜନସଂଖ୍ୟା – ୧୯,୮୨୭,୫୮୮
ସାକ୍ଷରତା ହାର- ୬୩.୪୧%
ସଂସଦର ନାମ – ନେସ୍ନାଲ ଆସେମ୍ବ୍ଲି
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଜାମ୍ୱିଆନ୍ କ୍ୱାଚା
୪୦. ଜିମ୍ୱାୱେ :
ରାଜଧାନୀ – ହରାରେ
ସ୍ୱାଧୀନତା ଦିବସ – ୧୮/୦୪/୧୯୮୦
କ୍ଷେତ୍ରଫଳ – ୩, ୯୦,୭୫୭ ବର୍ଗ କି.ମି.
ଜନସଂଖ୍ୟା – ୧୫,୪୮୯,୯୯୦
ସାକ୍ଷରତା ହାର- ୮୯.୭୦%
ସଂସଦର ନାମ- ପାର୍ଲାମେଣ୍ଟ
ଭାଷା – ଇଂରାଜୀ ପ୍ରଚଳିତ
ମୁଦ୍ରା – ଜିମ୍ୱାୱେ ଦଲାଭ
୪୧. କୋମାରସ୍ :
ରାଜଧାନୀ – ମୋଉନି
ସ୍ୱାଧୀନତା ଦିବସ – ୦୬/୦୭/ ୧୯୭୫
କ୍ଷେତ୍ରଫଳ – ୨୬୧୨ ବର୍ଗ କି.ମି.
ଜନସଂଖ୍ୟା – ୯୨୩, ୩୧୪
ସାକ୍ଷରତା ହାର- ୭୮.୧%
ସଂସଦର ନାମ- ଆସେମ୍ବ୍ଲି ହତ ୟୁନିୟନ
ଭାଷା – କୋମାରିଆନ, ଆରବିକ୍ ଫେଞ୍ଚ
ପ୍ରଚଳିତ ମୁଦ୍ରା – କେମୋରିଆ ଫ୍ରାକ୍
ଉତ୍ତର ଆମେରିକା odisha gk pdf 2023
୧. ବାହାମାସ୍ :
ରାଜଧାନୀ – ନାସାଉ
ମୋନାକି – ଦ୍ୱିତୀୟ ଏଲିଜାବେଥ
ସ୍ୱାଧୀନତା ଦିବସ – ୧୦/୦୭/ ୧୯୭୩
କ୍ଷେତ୍ରଫଳ – ୧୩,୮୭୮ ବର୍ଗ କି.ମି.
ଜନସଂଖ୍ୟା – ୪୦୪,୧୧୯
ସାକ୍ଷରତା ହାର- ୯୫.୬%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ନାହାମା ଡଲାର
୨. ଆଣ୍ଟିଗୁଆ ଏବଂ ବାରବଡ :
ରାଜଧାନୀ – ସେଣ୍ଟଜନସ୍
ସ୍ୱାଧୀନତା ଦିବସ – ୦୧/୧୧/ ୧୯୮୧
କ୍ଷେତ୍ରଫଳ – ୪୪୦ ବର୍ଗ କି.ମି.
ଜନସଂଖ୍ୟା – ୧୦୦,୨୭୩
ସାକ୍ଷରତା ହାର- ୯୮.୯୫%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଇଷ୍ଟ କାଲାବିଏନ୍ ଡଲାର
୩. ବାର୍ବାଡୋସ :
ରାଜଧାନୀ – ବିଜଟାଉନ
ସ୍ୱାଧୀନତା ଦିବସ – ୩୦/୧୧/୧୯୬୬
କ୍ଷେତ୍ରଫଳ – ୪୩୧ ବର୍ଗ କି.ମି.
ଜନସଂଖ୍ୟା – ୨୮୮,୩୯୩
ସାକ୍ଷରତା ହାର – ୯୯.୭%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ବାର୍ବାଡୋସ ଡଲାର
୪. ବେଲିଜ :
ରାଜଧାନୀ – ବେଲ୍ ମୋଜାନ
ମୋନାକି – ଦ୍ୱିତୀୟ ଏଲିଜାବେଥ
ସ୍ୱାଧୀନତା ଦିବସ – ୨୧/୦୯/୧୯୮୧
କ୍ଷେତ୍ରଫଳ – ୨୨,୯୬୫ ବର୍ଗ କି.ମି.
ଜନସଂଖ୍ୟା – ୧୪୮,୫୫୪
ସାକ୍ଷରତା ହାର – ୮୨.୩୩%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ବେଲିଜ୍ ଡଲାର
୫. କାନାଡ଼ା :
ରାଜଧାନୀ – ଅଟାୱା
ସ୍ୱାଧୀନତା ଦିବସ – ୦୧/୦୭/ ୧୯୬୭
କ୍ଷେତ୍ରଫଳ- ୯୯,୮୪, ୫୭୦ ବର୍ଗ କି.ମି.
ଜନସଂଖ୍ୟା – ୩୮,୭୦୦,୭୬୩
ସାକ୍ଷରତା ହାର- ୯୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – କାନାଡ଼ା ଡଲାର
୬. କୋଷ୍ଟାରିକା :
ରାଜଧାନୀ – ସାନଜୋସ
ସ୍ୱାଧୀନତା ଦିବସ – ୧୫/୦୯/୧୮୨୧
କ୍ଷେତ୍ରଫଳ – ୫୧, ୧୦୦ ବର୍ଗ କି.ମି.
ଜନସଂଖ୍ୟା – ୫,୨୨୮,୮୭୫
ସାକ୍ଷରତା ହାର- ୯୬.୭%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – କୋଷ୍ଟାରିକା କୋଲନ୍
୭. କ୍ୟୁବା :
ରାଜଧାନୀ – ହାଡାନା
ସ୍ୱାଧୀନତା ଦିବସ – ୨୦/୦୫/୧୯୦୨
କ୍ଷେତ୍ରଫଳ – ୧,୦୯,୮୮୪ ବର୍ଗ କି.ମି.
ଜନସଂଖ୍ୟା – ୧୧, ୩୦୬,୬୦୯
ସାକ୍ଷରତା ହାର- ୯୯.୮%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – ଯେସୋ
୮. ଗ୍ରେନେଡ଼ା :
ରାଜଧାନୀ – ସେଣ୍ଟ ଜର୍ଜ
ସ୍ୱାଧୀନତା ଦିବସ – ୦୭/୦୨/୧୯୭୪
କ୍ଷେତ୍ରଫଳ – ୩୪୮, ୫% ବର୍ଗ କି.ମି.
ଜନସଂଖ୍ୟା – ୧୧୪,୦୩୧
ସାକ୍ଷରତା ହାର- ୯୬%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଇଷ୍ଟ କାରାବିଏନ୍ ଡଲାର
୯. ଡୋମିନିକା :
ରାଜଧାନୀ – ରେସେୟୁ
ସ୍ୱାଧୀନତା ଦିବସ – ୦୭/ ୧୧ ୧୯୭୮
କ୍ଷେତ୍ରଫଳ – ୭୫୦ ବର୍ଗ କି.ମି.
ଜନସଂଖ୍ୟା – ୭୨,୫୦୩
ସାକ୍ଷରତା ହାର – ୯୮%
ସଂସଦର ନାମ- ହାଉସ୍ ଅଫ ଆସେମ୍ବ୍ଲି
ଭାଷା – ଇଂରଜୀ
ପ୍ରଚଳିତ ମୁଦ୍ରା – ଇଷ୍ଟ କାରାବିଏନ୍ ଡଲାର
୧୦. ଏଲସାଭାଡର :
ରାଜଧାନୀ – ସାନସାଲ ଡାଡରାନ କଲନ
ସ୍ୱାଧୀନତା ଦିବସ – ୧୫/୦୯/୧୮୨୧
କ୍ଷେତ୍ରଫଳ – ୨୧,୦୪୦ ବର୍ଗ କି.ମି.
ଜନସଂଖ୍ୟା – ୯୫, ୧୮, ୪୯୯
ସାକ୍ଷରତା ହାର- ୮୪.୫%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – ଡଲାର
୧୧. ଡୋମିନିକାନ ରିପବ୍ଲିକ୍ :
ରାଜଧାନୀ – ସାନ ଡୋମିଙ୍ଗେ
ସ୍ୱାଧୀନତା ଦିବସ – ୨୭/୦୨/୧୮୪
କ୍ଷେତ୍ରଫଳ – ୪୮,୪୪୨ ବର୍ଗ କି.ମି.
ଜନସଂଖ୍ୟା – ୧,୦୯, ୫୩,୭୦୩
ସାକ୍ଷରତା ହାର- ୯୧.୭୮%
ସଂସଦର ନାମ- କଂଗ୍ରେସ
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – ଡୋମି ନକାନ ଯେସୋ
୧୨. ଗୁଏତ ମାଳା :
ରାଜଧାନୀ – ଗୁଏତ ମାଳା ସିଟି
ସ୍ୱାଧୀନତା ଦିବସ – ୧୫/୦୯/ ୧୮୨୧
କ୍ଷେତ୍ରଫଳ- ୧,୦୮,୮୮୯ ବର୍ଗ କି.ମି.
ଜନସଂଖ୍ୟା – ୧୮,୮୭୫,୪୨୮
ସାକ୍ଷରତା ହାର- ୭୯.୪%
ସଂସଦର ନାମ- କଂଗ୍ରେସ ଅଫ୍ ରିପବ୍ଲିକ୍
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – କ୍ୱିଟ ଜେଲ
୧୩. ହାଇତି :
ରାଜଧାନୀ – ପୋର୍ଟ ଅଫ ପ୍ରିନସ
ସ୍ୱାଧୀନତା ଦିବସ – ୦୧/୦୧/୧୮୦୪
କ୍ଷେତ୍ରଫଳ – ୨୭,୭୫୦ ବର୍ଗ କି.ମି.
ଜନସଂଖ୍ୟା – ୧୧, ୮୦୫, ୩୧୪
ସାକ୍ଷରତା ହାର- ୬୦.୭୮%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ଗୋରଡ଼େ
୧୪. ଜାମାଇକା :
ରାଜଧାନୀ – କିଙ୍ଗ୍ସଟନ୍
ସ୍ୱାଧୀନତା ଦିବସ – ୦୬/୦୮/୧୯୬୨
କ୍ଷେତ୍ରଫଳ – ୧୦, ୯୯୨ ବର୍ଗ କି.ମି.
ଜନସଂଖ୍ୟା – ୨,୯୯୮,୫୯୨
ସାକ୍ଷରତା ହାର- ୮୮.୧୦%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଜାମାଇକା ଡଲାର
୧୫. ହଣ୍ଡୁରାସ୍ :
ରାଜଧାନୀ – ଢ଼େଗୁସିଗାଲ୍ପା
ସ୍ୱାଧୀନତା ଦିବସ – ୧୫/୦୯/୧୮୨୧
କ୍ଷେତ୍ରଫଳ – ୧, ୧୨,୭୯୨ ବର୍ଗ କି.ମି.
ଜନସଂଖ୍ୟା – ୧୦,୩୬୦,୭୭୭
ସାକ୍ଷରତା ହାର- ୮୮.୫୧%
ସଂସଦର ନାମ – ନ୍ୟାସେନାଲ କଂଗ୍ରେସ
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – ଲେମ୍ପିରା
୧୬. ମେକ୍ସିକୋ :
ରାଜଧାନୀ – ମେକ୍ସିକୋ ସିଟି
ସ୍ୱାଧୀନତା ଦିବସ – ୨୪/୦୯/୧୮୨୧
କ୍ଷେତ୍ରଫଳ – ୧୯,୭୨,୫୫୦ ବର୍ଗ କି.ମି.
ଜନସଂଖ୍ୟା – ୧୩୨,୮୫୭,୪୬୬
ସାକ୍ଷରତା ହାର- ୯୩.୪%
ସଂସଦର ନାମ- କଂଗ୍ରେସ
ଭାଷା – ସ୍ପେନିସ
ପ୍ରଚଳିତ ମୁଦ୍ରା – ମେକ୍ସିକାନ ୟେସୋ
୧୭. ନିକାରାଗୁଆ :
ରାଜଧାନୀ – ମାନାଗୁଆ
ସ୍ୱାଧୀନତା ଦିବସ – ୧୫/୦୯/୧୧୮୨୧
କ୍ଷେତ୍ରଫଳ – ୧, ୩୦, ୩୭୫ ବର୍ଗ କି.ମି.
ଜନସଂଖ୍ୟା – ୬,୮୫୨,୯୩୨
ସାକ୍ଷରତା ହାର- ୮୨.୬୧%
ସଂସଦର ନାମ- ନ୍ୟାସନାଲ ଆସେମ୍ବ୍ଲି
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – କୋରଡବା
୧୮. ପାନାମା :
ରାଜଧାନୀ – ପାନାମା ସିଟି
ସ୍ୱାଧୀନତା ଦିବସ – ୦୩/୧୧/୧୯୦୩
କ୍ଷେତ୍ରଫଳ- ୭୫,୫୧୭ ବର୍ଗ କି.ମି.
ଜନସଂଖ୍ୟା – ୪,୫୧୧,୪୫୩
ସାକ୍ଷରତା ହାର- ୯୫.୬୬%
ସଂସଦର ନାମ- ନ୍ୟାସନାଲ ଆସେମ୍ବ୍ଲି
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – ବାଲବୋଆ
୧୯. ସେଣ୍ଟକିଟିସ ଓନେଭିସ :
ରାଜଧାନୀ – ବାସେଟେରୀ
ସ୍ୱାଧୀନତା ଦିବସ – ୧୯/୦୯/୧୯୮୩
କ୍ଷେତ୍ରଫଳ – ୨୬୯.୪ ବର୍ଗ କି.ମି.
ଜନସଂଖ୍ୟା – ୫୪,୨୮୯
ସାକ୍ଷରତା ହାର- ୯୭.୮%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଇଷ୍ଟ କାରାବିଏନ୍ ଡଲାର
୨୦. ଯୁକ୍ତରାଷ୍ଟ୍ର ଆମେରିକା :
ରାଜଧାନୀ – ୱାଶିଂଟନ ଡିସି
ସ୍ୱାଧୀନତା ଦିବସ – ୦୪/୦୭/୧୭୭୬
କ୍ଷେତ୍ରଫଳ – ୯୮,୫୭,୩୪୮ ବର୍ଗ କି.ମି.
ଜନସଂଖ୍ୟା – ୩୩୪,୨୩୩,୮୫୪
ସାକ୍ଷରତା ହାର- ୯୯%
ସଂସଦର ନାମ- କଂଗ୍ରେସ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଡଲାର
୨୧. ତ୍ରିନିଦାଦ ଏବଂ ଟବାଗୋ :
ରାଜଧାନୀ – ପୋର୍ଟ ଅଫ୍ ସ୍ପେନ୍
ସ୍ୱାଧୀନତା ଦିବସ – ୩୧/୦୮/୧୯୬୨
କ୍ଷେତ୍ରଫଳ – ୫, ୧୩୧ ବର୍ଗ କି.ମି.
ଜନସଂଖ୍ୟା – ୧,୪୧୨,୬୦୯
ସାକ୍ଷରତା ହାର – ୯୯.୨୪%
ସଂସଦର ନାମ- ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ତ୍ରିନିଦାଦ ଏଣ୍ଡ ଟବାଗୋ ଡଲାର
୨୨. ସେଣ୍ଟ ଲୁସିଆ :
ରାଜଧାନୀ – କାସଟ୍ରିଜ
ସ୍ୱାଧୀନତା ଦିବସ – ୨୨/୦୨/୧୯୭୯
କ୍ଷେତ୍ରଫଳ – ୬୧୭ ବର୍ଗ କି.ମି.
ଜନସଂଖ୍ୟା – ୧୮୬,୦୫୭
ସାକ୍ଷରତା ହାର – ୯୦. ୧%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଇଷ୍ଟ କାରବିଏନ୍ ଡଲାର
ଦକ୍ଷିଣ ଆମେରିକା odisha gk pdf 2023
୧. ଆର୍ଜେଣ୍ଟିନା :
ରାଜଧାନୀ – ଲୁଏନସଆଭିସ
ସ୍ୱାଧୀନତା ଦିବସ – ୦୯.୦୭,୧୮୧୬
କ୍ଷେତ୍ରଫଳ -୨୭,୮୦,୪୦୦ ବର୍ଗ କି.ମି.
ଜନସଂଖ୍ୟା – ୪୬,୩୯୬,୦୮୧
ସାକ୍ଷରତା ହାର- ୯୮.୦୪%
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – ଯେସୋ
୨. ବ୍ରାଜିଲ :
ରାଜଧାନୀ – ବ୍ରାସିଲିଆ
ସ୍ୱାଧୀନତା ଦିବସ – ୦୭/୦୯/୧୮୨୨
କ୍ଷେତ୍ରଫଳ – ୮୫, ୧୫, ୭୬୭ ବର୍ଗ କି.ମି.
ଜନସଂଖ୍ୟା – ୨୧୬,୯୩୫,୪୭୦
ସାକ୍ଷରତା ହାର- ୯୪.୩୦%
ସଂସଦର ନାମ- ନ୍ୟାସନାଲ କଂଗ୍ରେସ
ଭାଷା – ପର୍ତ୍ତୁଗାଲ
ପ୍ରଚଳିତ ମୁଦ୍ରା – ରିଅଲ
୩. ବଲିଭିଆ :
ରାଜଧାନୀ – ଲାକ୍ଷାବ ଏବଂ ସୁକ୍ରେ
ସ୍ୱାଧୀନତା ଦିବସ – ୦୬/୦୮/୧୮୨୫
କ୍ଷେତ୍ରଫଳ- ୧୦, ୯୮, ୫୮୧ ବର୍ଗ କି.ମି.
ଜନସଂଖ୍ୟା – ୧୨,୧୩୪,୪୭୦
ସାକ୍ଷରତା ହାର- ୯୩.୮୫%
ସଂସଦ – ପ୍ଲୁଭି ନ୍ୟାସନାଲ ଲେଜିସ ଆସେମ୍ବ୍ଲି
ଭାଷା – ସ୍କାନିସ, କୁଲନ, ଆୟମଭା, ଗୁଆନାନ
ପ୍ରଚଳିତ ମୁଦ୍ରା – ଭଲିଭିଆନ ଯେସୋ
୪. ଚିଲି :
ରାଜଧାନୀ – ସାଣ୍ଟିଆଗୋ
ସ୍ୱାଧୀନତା ଦିବସ – ୧୮/୦୯/୧୮୧୦
କ୍ଷେତ୍ରଫଳ – ୭,୫୬, ୯୫୦ ବର୍ଗ କି.ମି.
ଜନସଂଖ୍ୟା – ୧୯,୫୯୧,୫୪୦
ସାକ୍ଷରତା ହାର- ୯୮.୬%
ସଂସଦର ନାମ- ନ୍ୟାସନାଲ କଂଗ୍ରେସ
ଭାଷା – ସ୍କାନିସ
ପ୍ରଚଳିତ ମୁଦ୍ରା – ବିଲିଆନ ଯେସା
୫. କଲମ୍ୱିଆ :
ରାଜଧାନୀ – ବୋନମାଟା
ସ୍ୱାଧୀନତା ଦିବସ – ୨୦/୦୭/୧୮୧୦
କ୍ଷେତ୍ରଫଳ – ୧୧,୪୨,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୫୨,୪୫୫,୭୦୮
ସାକ୍ଷରତା ହାର- ୯୪.୬୮%
ସଂସଦର ନାମ – କଂଗ୍ରେସ
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – କଲମ୍ୱିଆନ ଯେସୋ
୬. ପାରାଗୁଏ :
ରାଜଧାନୀ – ଅସୁନସିଅନ
ସ୍ୱାଧୀନତା ଦିବସ – ୧୪/୦୫/ ୧୮୧୧
କ୍ଷେତ୍ରଫଳ – ୪,୦୬,୭୫୨ ବର୍ଗ କି.ମି.
ଜନସଂଖ୍ୟା – ୧,୩୨୩,୦୦୦
ସାକ୍ଷରତା ହାର- ୯୫.୫୬%
ସଂସଦର ନାମ- କଂଗ୍ରେସ
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – ସ୍ପାନିସ୍
୭. ପେରୁ :
ରାଜଧାନୀ – ଲିମା
ସ୍ୱାଧୀନତା ଦିବସ – ୨୮/୦୭/ ୧୯୭୧
କ୍ଷେତ୍ରଫଳ – ୧୨,୮୫,୨୧୭ ବର୍ଗ କି.ମି.
ଜନସଂଖ୍ୟା – ୩୪,୩୦୪,୨୦୫
ସାକ୍ଷରତା ହାର- ୯୪.୪୨%
ସଂସଦର ନାମ – କଂଗ୍ରେସ
ଭାଷା – ସ୍ପାନିସ, ଡୁଏଚା
ପ୍ରଚଳିତ ମୁଦ୍ରା – ନିଉସୋଲ୍
୮. ଉରୁଗୁଏ :
ରାଜଧାନୀ – ମଣ୍ଡେରିଡ଼ିଓ
ସ୍ୱାଧୀନତା ଦିବସ – ୨୫/୦୮/୧୮୨୫
କ୍ଷେତ୍ରଫଳ – ୧,୭୬, ୨୧୫ ବର୍ଗ କି.ମି.
ଜନସଂଖ୍ୟା – ୩,୫୦୮,୬୧୮
ସାକ୍ଷରତା ହାର- ୯୮.୭୭%
ସଂସଦର ନାମ- ଜେନେରାଲ୍ ଆସେମ୍ବ୍ଲି
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – ଉରୁଗୁୟାନ୍ ଯେସୋ
୯. ଭେନିଜୁଏଲା :
ରାଜଧାନୀ – କାନକାସ୍
ସ୍ୱାଧୀନତା ଦିବସ – ୦୫/୦୭/ ୧୮୧୧
କ୍ଷେତ୍ରଫଳ – ୯,୧୬,୪୪୫ ବର୍ଗ କି.ମି.
ଜନସଂଖ୍ୟା – ୨୮,୨୦୨,୬୨୦
ସାକ୍ଷରତା ହାର- ୯୭.୫୦%
ସଂସଦର ନାମ- ନ୍ୟାସନାଲ କଂଗ୍ରେସ
ଭାଷା – ସ୍ପାନିସ
ପ୍ରଚଳିତ ମୁଦ୍ରା – କୋଲିଭାଲ୍
୧୦. ସୁରିନାମ୍ :
ରାଜଧାନୀ – ଯାନାସାଭିନୋ
ସ୍ୱାଧୀନତା ଦିବସ – ୨୫/୧୧/୧୯୭୫
କ୍ଷେତ୍ରଫଳ – ୧,୬୩, ୮୨୧ ବର୍ଗ କି.ମି.
ଜନସଂଖ୍ୟା – ୬୦୧,୮୫୯
ସାକ୍ଷରତା ହାର- ୯୫.୦୦%
ସଂସଦର ନାମ – କଂଗ୍ରେସ
ଭାଷା – ଫଡ଼
ପ୍ରଚଳିତ ମୁଦ୍ରା- ସୁଭିନାମ୍ ରିଲ୍ଭର
ୟୁରୋପ ମହାଦେଶ odisha gk pdf 2023
୧. ଆଲବାନିଆ :
ରାଜଧାନୀ – ତିରାଳା
ସ୍ୱାଧୀନତା ଦିବସ – ୨୮/୧୧/ ୧୯୧୨
କ୍ଷେତ୍ରଫଳ- ୨୮,୭୪୮ ବର୍ଗ କି.ମି.
ଜନସଂଖ୍ୟା – ୨,୮୬୮,୬୯୫
ସାକ୍ଷରତା ହାର – ୯୮.୩୮%
ସଂସଦର ନାମ – କୁଭେଣ୍ଡି
ଭାଷା – ଆଲବାନିଆନ୍
ପ୍ରଚଳିତ ମୁଦ୍ରା – ଲେକ୍
୨. ଆଣ୍ଡାରା :
ରାଜଧାନୀ – ଆଣ୍ଡୋରା ଲାଭେଲା
ସ୍ୱାଧୀନତା ଦିବସ – ୧୨୭୮ ମସିହା
କ୍ଷେତ୍ରଫଳ – ୪୬୭.୦୯ ବର୍ଗ କି.ମି.
ଜନସଂଖ୍ୟା – ୭୭,୬୨୩
ସାକ୍ଷରତା ହାର- ୧୦୦%
ସଂସଦ – ଜେନେରାଲ କାଉନସିଲ୍ ଅଫ୍ ଆଣ୍ଡାରା
ଭାଷା – କାଟାଲାନ୍
ପ୍ରଚଳିତ ମୁଦ୍ରା – ୟୁରୋ
୩. ଅଷ୍ଟ୍ରିଆ :
ରାଜଧାନୀ – ଭିଏନା
ସ୍ୱାଧୀନତା ଦିବସ – ୨୬/୧୦/୧୯୫୬ ମସିହା
କ୍ଷେତ୍ରଫଳ – ୮୩,୮୭୯ ବର୍ଗ କି.ମି.
ଜନସଂଖ୍ୟା – ୯,୧୫୫,୩୫୮
ସାକ୍ଷରତା ହାର – ୯୮%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଜର୍ମାନୀ
ପ୍ରଚଳିତ ମୁଦ୍ରା – ୟୁରୋ
୪. ବେଲାରୁଷ :
ରାଜଧାନୀ – ମିନସ୍କ
ସ୍ୱାଧୀନତା ଦିବସ – ୨୬/୦୮/୧୯୯୧
କ୍ଷେତ୍ରଫଳ- ୨,୦୭,୫୯୫ ବର୍ଗ କି.ମି.
ଜନସଂଖ୍ୟା – ୯୪,୪୨, ୮୬୨
ସାକ୍ଷରତା ହାର- ୯୯.୬%
ସଂସଦର ନାମ – ନ୍ୟାସେନାଲ ଆନସସ୍ମି
ଭାଷା – ବେଲାରୁସିଆନ୍
ପ୍ରଚଳିତ ମୁଦ୍ରା – ରୁବଲ୍
୫. ବେଲ୍ଜିୟମ୍ :
ରାଜଧାନୀ – ବ୍ରସେଲସ୍
ସ୍ୱାଧୀନତା ଦିବସ – ୦୪/୧୦/୧୮୩୦
କ୍ଷେତ୍ରଫଳ – ୩୦,୫୨୮ ବର୍ଗ କି.ମି.
ଜନସଂଖ୍ୟା – ୧୧,୭୩୫,୬୭୨
ସାକ୍ଷରତା ହାର- ୯୯%
ସଂସଦ – ଫେଡ଼େରାଲ୍ ପାର୍ଲିଆମେଣ୍ଟ
ଭାଷା – ଡଚ୍, ଫ୍ରେଞ୍ଚ, ଜର୍ମାନୀ
ପ୍ରଚଳିତ ମୁଦ୍ରା – ୟୁରୋ
୬. ବୁଲ୍ଗେରିଆ :
ରାଜଧାନୀ – ସୋଫିଆ
ସ୍ୱାଧୀନତା ଦିବସ – ୦୩/୦୩/୧୮୭୮
କ୍ଷେତ୍ରଫଳ – ୧୧୦୮୭୯ ବର୍ଗକି.ମି.
ଜନସଂଖ୍ୟା – ୬,୭୯୭,୦୬୩
ସାକ୍ଷରତା ହାର – ୯୮.୪%
ସଂସଦର ନାମ – ନ୍ୟାସନାଲ ଆସେମ୍ବ୍ଲି
ଭାଷା – ବୁଲଗାରିଆନ୍
ପ୍ରଚଳିତ ମୁଦ୍ରା – ଲେଭ୍
୭. ବୋସନିଆ ହର୍ଜଗୋଭିନା :
ରାଜଧାନୀ – ସାରାଜେଭୋ
ସ୍ୱାଧୀନତା ଦିବସ – ୦୧/୦୩/୧୯୯୨
କ୍ଷେତ୍ରଫଳ – ୫,୧୧, ୯୭ ବର୍ଗ କି.ମି.
ଜନସଂଖ୍ୟା – ୩,୨୧୧,୭୪୮
ସାକ୍ଷରତା ହାର – ୯୮.୪୯%
ସଂସଦର ନାମ – ପାର୍ଲାମେଣ୍ଟାରୀ ଆସେମ୍ବ୍ଲି
ଭାଷା – ବୋସନିଆ, କୋକ୍ଫିଆନ୍
ପ୍ରଚଳିତ ମୁଦ୍ରା – ମାର୍କ
୮. କ୍ରାଏସିଆ :
ରାଜଧାନୀ – ଜଗ୍ରେବ
ସ୍ୱାଧୀନତା ଦିବସ – ୨୫/୦୬/୧୯୯୧
କ୍ଷେତ୍ରଫଳ – ୫୬,୫୯୪ ବର୍ଗ କି.ମି.
ଜନସଂଖ୍ୟା – ୪,୦୩୧,୯୮୫
ସାକ୍ଷରତା ହାର- ୯୯.୪୫%
ସଂସଦର ନାମ- ସବର
ଭାଷା – କ୍ରୋଏସିଆନ୍
ପ୍ରଚଳିତ ମୁଦ୍ରା – ଜୁନା
୯. ଚେକ୍ ସାଧାରଣତନ୍ତ୍ର :
ରାଜଧାନୀ – ପ୍ରେଗ୍
ସ୍ୱାଧୀନତା ଦିବସ – ୦୧/୦୧/୧୯୯୧
କ୍ଷେତ୍ରଫଳ – ୭୮,୮୬୫ ବର୍ଗ କି.ମି.
ଜନସଂଖ୍ୟା – ୧, ୦୭, ୨୪, ୫୫୫
ସାକ୍ଷରତା ହାର- ୯୯%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – କ୍ରେଚ୍
ପ୍ରଚଳିତ ମୁଦ୍ରା – କରୁନା
୧୦. ଡେନ୍ମାର୍କ :
ରାଜଧାନୀ – କୋପେନ୍ ହେଗେନ୍
ସ୍ୱାଧୀନତା ଦିବସ – ୧୦ମ ଶତାବ୍ଦୀ ସଂଗଠିତ
ରାଜ୍ୟ ୧୮୪୯ ମସିହାରେ ସାମ୍ବିଧାନିକ ରାଜତନ୍ତ୍ର
କ୍ଷେତ୍ରଫଳ – ୪୩,୦୯୪ ବର୍ଗ କି.ମି.
ଜନସଂଖ୍ୟା – ୫,୮୫୧,୩୧୪
ସାକ୍ଷରତା ହାର- ୯୯%
ସଂସଦର ନାମ- ଫୋଲ୍ଟଟିଙ୍ଗ
ପ୍ରଚଳିତ ମୁଦ୍ରା – ଭାନିସ୍ କୋନ୍
୧୧. ଇଷ୍ଟୋନିଆ :
ରାଜଧାନୀ – ତାଲିନ୍
ସ୍ୱାଧୀନତା ଦିବସ – ୨୦/୦୮/୧୯୯୧
କ୍ଷେତ୍ରଫଳ – ୪୫,୨୨୬ ବର୍ଗ କି.ମି.
ଜନସଂଖ୍ୟା – ୧,୩୨୯,୧୨୦
ସାକ୍ଷରତା ହାର – ୯୯.୮%
ସଂସଦାର ନାମ – ରିଭିମୋଗା
ଭାଷା – ଫିନିସ୍, ସ୍ୱିଡେଶ୍
ପ୍ରଚଳିତ ମୁଦ୍ରା – ୟୁରୋ
୧୨. ଫିନ୍ଲାଣ୍ଡ :
ରାଜଧାନୀ – ହେଲିସିଙ୍କି
ସ୍ୱାଧୀନତା ଦିବସ – ୦୬/୧୨/୧୯୧୭
କ୍ଷେତ୍ରଫଳ – ୩,୩୮,୪୨୪ ବର୍ଗ କି.ମି.
ଜନସଂଖ୍ୟା – ୫,୫୬୮,୬୩୭
ସାକ୍ଷରତା ହାର- ୧୦୦%
ସଂସଦର ନାମ- ଏକୁସ୍କୁଣ୍ଟା
ଭାଷା – ଫିନିଶ୍, ସ୍ୱିଡେଶ୍
ପ୍ରଚଳିତ ମୁଦ୍ରା – ୟୁରୋ
୧୩. ଫ୍ରାନ୍ସ :
ରାଜଧାନୀ – ପ୍ୟାରିସ୍
ସ୍ୱାଧୀନତା ଦିବସ – ୪୮୬ ମସିହା
କ୍ଷେତ୍ରଫଳ- ୬, ୪୩,୮୦୧ ବର୍ଗ କି.ମି.
ଜନସଂଖ୍ୟା – ୬୪,୭୫୬,୦୫୮୪
ସାକ୍ଷରତା ହାର- ୯୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ୟୁରୋ
୧୪. ଜର୍ମାନୀ :
ରାଜଧାନୀ – ବର୍ଲିନ୍
ସ୍ୱାଧୀନତା ଦିବସ – ୩/ ୧୦/୧୯୯୦
(ପୂ. ଜର୍ମାନୀ ଓ ପ. ଜର୍ମାନୀର ଏକତ୍ରୀକରଣ ହେଲା)
କ୍ଷେତ୍ରଫଳ – ୩,୫୭,୩୮୬ ବର୍ଗ କି.ମି.
ଜନସଂଖ୍ୟା – ୮୩,୨୯୪,୬୩୩
ସାକ୍ଷରତା ହାର- ୯୯%
ଭାଷା – ଜର୍ମାନ
ପ୍ରଚଳିତ ମୁଦ୍ରା – ୟୁରୋ
୧୫. ଗ୍ରୀସ୍ :
ରାଜଧାନୀ – ଏଥେନ୍ସ
ସ୍ୱାଧୀନତା ଦିବସ – ୧୮୨୯
କ୍ଷେତ୍ରଫଳ – ୧,୩୧, ୯୭୫ ବର୍ଗ କି.ମି.
ଜନସଂଖ୍ୟା – ୧୦,୨୭୫,୬୫୭
ସାକ୍ଷରତା ହାର- ୯୭.୯୪%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଗ୍ରୀକ୍
ପ୍ରଚଳିତ ମୁଦ୍ରା – ୟୁରୋ
୧୬. ହଙ୍ଗେରୀ :
ରାଜଧାନୀ – ବୁଦାପେଷ୍ଟ
ସ୍ୱାଧୀନତା ଦିବସ – ୨୦୦୧ ମସିହା
କ୍ଷେତ୍ରଫଳ – ୯୩,୦୩୩ ବର୍ଗ କି.ମି.
ଜନସଂଖ୍ୟା – ୯,୫୮୯,୩୮୦
ସାକ୍ଷରତା ହାର- ୯୯.୪%
ସଂସଦର ନାମ- ନେସେନାଲ ଆସେମ୍ବ୍ଲି
ଭାଷା – ହେଙ୍ଗେରୀ
ପ୍ରଚଳିତ ମୁଦ୍ରା – ଫୋରିଣ୍ଟ୍
୧୭. ଆଇସ୍ଲାଣ୍ଡ :
ରାଜଧାନୀ – ରେଇକ୍ ଜାଭିକ୍
ସ୍ୱାଧୀନତା ଦିବସ – ୧୭/୦୬/୧୯୪୪
କ୍ଷେତ୍ରଫଳ – ୧,୦୩, ୦୦୦ ବର୍ଗ କି.ମି.
ଜନସଂଖ୍ୟା – ୩୮୭,୭୫୮
ସାକ୍ଷରତା ହାର- ୯୯%
ସଂସଦର ନାମ – ଆଲ୍ଥିଙ୍ଗ
ଭାଷା – ଆଇସ୍ ଲାଣ୍ଡିଜ୍
ପ୍ରଚଳିତ ମୁଦ୍ରା – କ୍ରୋନା
୧୮. ଆୟାରଲାଣ୍ଡ :
ରାଜଧାନୀ – ଡବଲିନ୍
ସ୍ୱାଧୀନତା ଦିବସ – ୬/୧୨/୧୯୨୧
କ୍ଷେତ୍ରଫଳ – ୭୦, ୨୭୩ ବର୍ଗ କି.ମି.
ଜନସଂଖ୍ୟା – ୫,୦୯୭,୭୫୦
ସାକ୍ଷରତା ହାର- ୯୯%
ସଂସଦର ନାମ- ଓଏରାବାସ୍
ଭାଷା – ଇରିସ୍
ପ୍ରଚଳିତ ମୁଦ୍ରା – ୟୁରୋ
୧୯. ଯୁକ୍ତରାଷ୍ଟ୍ର (ଗ୍ରେଟ୍ ବ୍ରିଟେନ୍) :
ରାଜଧାନୀ – ଲଣ୍ଡନ
ସ୍ୱାଧୀନତା ଦିବସ – ୧୨୮୪ ମସିହା
କ୍ଷେତ୍ରଫଳ – ୨,୪୨, ୪୯୫ ବର୍ଗ କି.ମି.
ଜନସଂଖ୍ୟା – ୬୮,୯୧୯,୬୫୮
ସାକ୍ଷରତା ହାର- ୯୯%
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ପାଉଣ୍ଡ, ଷ୍ଟର୍ଲିଂ
୨୦. ମଣ୍ଟେନେଗ୍ରୋ :
ରାଜଧାନୀ – ସେଟିନଜ୍
ସ୍ୱାଧୀନତା ଦିବସ – ୦୩/୦୬/୨୦୦୬
କ୍ଷେତ୍ରଫଳ – ୧୩,୮୧୨ ବର୍ଗ କି.ମି.
ଜନସଂଖ୍ୟା – ୬୨୮,୨୯୬
ସାକ୍ଷରତା ହାର- ୯୮.୯୮%
ସଂସଦର ନାମ – ସୁସ୍ଥିନା
ଭାଷା – ମୋଣ୍ଟେନେ ଗ୍ରୀନ୍
ପ୍ରଚଳିତ ମୁଦ୍ରା – ୟୁରୋ
୨୧. ୟୁକ୍ରେନ୍ :
ରାଜଧାନୀ – କିଏଭ
ସ୍ୱାଧୀନତା ଦିବସ – ୨୪/୦୮/ ୧୯୯୧
କ୍ଷେତ୍ରଫଳ- ୬,୦୩,୬୨୮ ବର୍ଗ କି.ମି.
ଜନସଂଖ୍ୟା – ୪୨,୯୭୩,୯୧୧
ସାକ୍ଷରତା ହାର- ୯୯.୭%
ସଂସଦର ନାମ – ଭର୍ଖୋଭା ରାଡ଼ା
ଭାଷା – ୟୁକ୍ରେନିଆନ୍
ପ୍ରଚଳିତ ମୁଦ୍ରା – ହ୍ରିବନା
୨୨. ସୁଇଜରଲାଣ୍ଡ :
ରାଜଧାନୀ – ବର୍ଣ୍ଣ
ସ୍ୱାଧୀନତା ଦିବସ – ୦୧/୦୮/୧୨୯୧
କ୍ଷେତ୍ରଫଳ- ୪୧,୨୮୫ ବର୍ଗ କି.ମି.
ଜନସଂଖ୍ୟା – ୮,୮୩୮,୧୧୬
ସାକ୍ଷରତା ହାର- ୯୯%
ସଂସଦର ନାମ- ଫେଡେରାଲ ଆସେମ୍ବ୍ଲି
ଭାଷା – ଜର୍ମାନ, ଫ୍ରେଞ୍ଚ, ଇଟାଲିଆନ୍, ରୋମାନିଜ୍
ପ୍ରଚଳିତ ମୁଦ୍ରା – ସୁଇସ୍ ଫ୍ରାଙ୍କ
୨୩. ସ୍ୱିଡେନ୍ :
ରାଜଧାନୀ – ଷ୍ଟକହୋମ୍
ସ୍ୱାଧୀନତା ଦିବସ – ୦୬/୦୬/୧୫୨୩
କ୍ଷେତ୍ରଫଳ- ୪,୫୦, ୮୯୦ ବର୍ଗ କି.ମି.
ଜନସଂଖ୍ୟା – ୧୦,୨୮୧,୮୧୬
ସାକ୍ଷରତା ହାର- ୯୯%
ସଂସଦର ନାମ- ରିକ୍ସ ଭାଗ୍
ଭାଷା – ସୁଇଡସ୍
ପ୍ରଚଳିତ ମୁଦ୍ରା – କ୍ରୋନ୍
୨୪. ସ୍ପେନ୍ :
ରାଜଧାନୀ – ମାଦ୍ରିଦ୍
ସ୍ୱାଧୀନତା ଦିବସ – ୧୪୯୨ ମସିହା
କ୍ଷେତ୍ରଫଳ – ୫,୦୫, ୯୯୦ ବର୍ଗ କି.ମି.
ଜନସଂଖ୍ୟା – ୪୬,୮୦୭,୨୪୨
ସାକ୍ଷରତା ହାର- ୯୭.୭%
ସଂସଦର ନାମ – ଜେନେରାଲ କୋର୍ଟସ
ଭାଷା – ସ୍ପାନିସ୍
ପ୍ରଚଳିତ ମୁଦ୍ରା – ୟୁରୋ
୨୫. ସ୍ଲୋଭାନିଆ :
ରାଜଧାନୀ – ଲିବ୍ଲିଜାନା
ସ୍ୱାଧୀନତା ଦିବସ – ୨୫/୦୬/୧୯୯୧
କ୍ଷେତ୍ରଫଳ – ୨୦,୨୭୩ ବର୍ଗ କି.ମି.
ଜନସଂଖ୍ୟା – ୨,୦୭୯,୭୬୬
ସାକ୍ଷରତା ହାର- ୯୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ସ୍ଲୋଭାକେ
ପ୍ରଚଳିତ ମୁଦ୍ରା – ୟୁରୋ
୨୬. ସର୍ବିଆ :
ରାଜଧାନୀ – ବେଲ୍ଗ୍ରେଡ଼୍
ସ୍ୱାଧୀନତା ଦିବସ – ୨୪/୦୪/୧୯୯୨
କ୍ଷେତ୍ରଫଳ – ୮୮,୩୬୧ ବର୍ଗ କି.ମି.
ଜନସଂଖ୍ୟା – ୮,୬୩୫,୪୬୯
ସାକ୍ଷରତା ହାର- ୯୯.୪୮%
ସଂସଦର ନାମ- ନେସେନାଲ ଆସେମ୍ବ୍ଲି
ଭାଷା – ସେରବିଆନ୍
ପ୍ରଚଳିତ ମୁଦ୍ରା – ସର୍ବିଆନ୍ ଦିନାର
୨୭. ଋଷିଆ :
ରାଜଧାନୀ – ମସ୍କୋ
ସ୍ୱାଧୀନତା ଦିବସ – ୨୪/୦୮/୧୯୯୧
କ୍ଷେତ୍ରଫଳ – ୧,୭୦, ୯୮,୦୦୦ ବର୍ଗ କି.ମି.
ଜନସଂଖ୍ୟା – ୧୪୬,୧୧୫,୭୪୫
ସାକ୍ଷରତା ହାର- ୯୯.୭%
ସଂସଦର ନାମ- ଫେଡ଼େରାଲ ଆସେମ୍ବ୍ଲି
ପ୍ରଚଳିତ ମୁଦ୍ରା – ରୁବଲ
୨୮. ସାନ୍ମାରିନୋ :
ରାଜଧାନୀ – ସାନ୍ ମାରିନୋ
ସ୍ୱାଧୀନତା ଦିବସ – ୦୩/୦୯/୩୦୧
କ୍ଷେତ୍ରଫଳ – ୬୧.୨ ବର୍ଗ କି.ମି.
ଜନସଂଖ୍ୟା – ୩୪, ୧୩୮
ସାକ୍ଷରତା ହାର- ୯୮%
ସଂସଦ – ଗ୍ରାଣ୍ଡ ଆଣ୍ଡ ଜେନେରାଲ କାଉନସିଲ୍
ଭାଷା – ଇଟାଲିଆନ୍
ପ୍ରଚଳିତ ମୁଦ୍ରା – ୟୁରୋ
୨୯. ସ୍ଲୋଭାକିଆ :
ରାଜଧାନୀ – ବ୍ରାଟିସ୍ଲୋଭା
ସ୍ୱାଧୀନତା ଦିବସ – ୦୧/୦୧/୧୯୯୩
କ୍ଷେତ୍ରଫଳ – ୪୯, ୦୩୫ ବର୍ଗ କି.ମି.
ଜନସଂଖ୍ୟା – ୫,୪୬୭,୩୦୩
ସାକ୍ଷରତା ହାର – ୯୯.୫୯%
ସଂସଦର ନାମ – ନେରୋନାଲ୍ ଆସେମ୍ବ୍ଲି
ଭାଷା – ସ୍ଲୋଭକ
ପ୍ରଚଳିତ ମୁଦ୍ରା – ୟୁରୋ
୩୦. ରୋମାନିଆ :
ରାଜଧାନୀ – ବୁଦାପେଷ୍ଟ
ସ୍ୱାଧୀନତା ଦିବସ – ୦୯/୦୫/୧୮୭୭
କ୍ଷେତ୍ରଫଳ – ୨,୩୮, ୩୯୭ ବର୍ଗ କି.ମି.
ଜନସଂଖ୍ୟା – ୧୮,୮୬୬,୨୩୮
ସାକ୍ଷରତା ହାର- ୯୮.୯୦%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ରୋମାନିଆନ୍
ପ୍ରଚଳିତ ମୁଦ୍ରା – ଲିଭ୍
୩୧. ପର୍ତ୍ତୁଗାଲ :
ରାଜଧାନୀ – ଲିସ୍ବେନ୍
ସ୍ୱାଧୀନତା ଦିବସ – ୧, ୧୪୩ ମସିହା
କ୍ଷେତ୍ରଫଳ- ୯୨,୩୯୧ ବର୍ଗ କି.ମି.
ଜନସଂଖ୍ୟା – ୧୦,୧୧୦, ୬୧୨
ସାକ୍ଷରତା ହାର – ୯୬.୭୮%
ସଂସଦର ନାମ – ଆସେମ୍ବ୍ଲି ଅଫ୍ ରିପବ୍ଲିକ୍
ଭାଷା – ପର୍ତ୍ତୁଗାଲ୍
ପ୍ରଚଳିତ ମୁଦ୍ରା – ୟୁରୋ
୩୨. ପୋଲାଣ୍ଡ :
ରାଜଧାନୀ – ୱାରସୋ
ସ୍ୱାଧୀନତା ଦିବସ – ୧୧/୧୧/୧୯୧୮
କ୍ଷେତ୍ରଫଳ – ୩, ୧୨, ୬୭୯ ବର୍ଗ କି.ମି.
ଜନସଂଖ୍ୟା – ୩୭,୭୨୬,୫୪୮
ସାକ୍ଷରତା ହାର- ୯୯.୮୦%
ସଂସଦର ନାମ- ନେସେନାଲ ଆସେମ୍ବ୍ଲି
ଭାଷା – ପଲିସ୍
ପ୍ରଚଳିତ ମୁଦ୍ରା – କ୍ଲୋଟି
୩୩. ନରୱେ :
ରାଜଧାନୀ – ଓସଲୋ
ସ୍ୱାଧୀନତା ଦିବସ – ୦୭/୦୬/୧୯୦୫
କ୍ଷେତ୍ରଫଳ – ୩,୮୫,୨୦୩ ବର୍ଗ କି.ମି.
ଜନସଂଖ୍ୟା – ୫,୫୪୪,୦୨୯
ସାକ୍ଷରତା ହାର- ୧୦୦%
ସଂସଦର ନାମ – ଷ୍ଟର୍ôଥଙ୍ଗ
ଭାଷା – ନରୱେ
ପ୍ରଚଳିତ ଭାଷା – ନରୱେ କ୍ରୋନ୍
୩୪. ନେଦରଲ୍ୟାଣ୍ଡ :
ରାଜଧାନୀ – ଆମ୍ଷ୍ଟରଡମ୍
ସ୍ୱାଧୀନତା ଦିବସ – ୧, ୫୭୯ ମସିହା
କ୍ଷେତ୍ରଫଳ – ୪୧,୫୪୩ ବର୍ଗ କି.ମି.
ଜନସଂଖ୍ୟା – ୧୭,୨୪୪,୭୩୦
ସାକ୍ଷରତା ହାର- ୯୯%
ସଂସଦର ନାମ – ଷ୍ଟେଟସ୍ ଜେନେରାଲ
ଭାଷା – ଡଚ୍
ପ୍ରଚଳିତ ମୁଦ୍ରା – ୟୁରୋ
୩୫. ମୋନାକୋ :
ରାଜଧାନୀ – ମୋନାକୋ
ସ୍ୱାଧୀନତା ଦିବସ – ୧୯ ନଭେମ୍ୱର
କ୍ଷେତ୍ରଫଳ- ୨,୦୨ ବର୍ଗ କି.ମି.
ଜନସଂଖ୍ୟା – ୪୦,୦୪୯
ସାକ୍ଷରତା ହାର- ୯୯%
ସଂସଦର ନାମ – ନ୍ୟାସନାଲ କାଉନସିଲ୍
ଭାଷା – ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ୟୁରୋ
୩୬. ମାଲ୍ଡୋଭା :
ରାଜଧାନୀ – ଚିସ୍ନାଭ
ସ୍ୱାଧୀନତା ଦିବସ – ୨୭/୦୮/୧୯୯୧
କ୍ଷେତ୍ରଫଳ – ୩୩, ୮୪୬ ବର୍ଗ କି.ମି.
ଜନସଂଖ୍ୟା – ୪,୦୦୬,୮୧୧
ସାକ୍ଷରତା ହାର- ୯୯.୬୦%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ରୋମାନିଆନ୍
ପ୍ରଚଳିତ ମୁଦ୍ରା- ନ୍ନିଭ
୩୭. ମାଲଟା :
ରାଜଧାନୀ – ଭାଲେଟା
ସ୍ୱାଧୀନତା ଦିବସ – ୨୧/୦୯/୧୯୬୪
କ୍ଷେତ୍ରଫଳ – ୩୧୬ ବର୍ଗ କି.ମି.
ଜନସଂଖ୍ୟା – ୪୪୪,୯୫୦
ସାକ୍ଷରତା ହାର- ୯୪.୯୪%
ସଂସଦର ନାମ- ହାଉସ୍ ହଫ୍ ରିପ୍ରେଜେଣ୍ଟିଭ୍
ଭାଷା – ମାଲ୍ଟିଜ୍
ପ୍ରଚଳିତ ମୁଦ୍ରା – ୟୁରୋ
୩୮. ମାସିଭୋନିଆ :
ରାଜଧାନୀ – ସ୍ୱୋପିଜ୍
ସ୍ୱାଧୀନତା ଦିବସ – ୦୮/୦୯/୧୯୯୧
କ୍ଷେତ୍ରଫଳ – ୨୦, ୫୮,୫୩୯ ବର୍ଗ କି.ମି.
ଜନସଂଖ୍ୟା – ୨,୦୮,୬୫୮
ସାକ୍ଷରତା ହାର- ୯୭.୩%
ସଂସଦର ନାମ – ଆସେମ୍ବ୍ଲି
ଭାଷା – ମାସିଡୋନିଏନ୍
ପ୍ରଚଳିତ ମୁଦ୍ରା – ଡିନାର୍
୩୯. ଇଲସମ୍ ବର୍ଗ :
ରାଜଧାନୀ – ଇଲସମ୍ବର୍ଗ
ସ୍ୱାଧୀନତା ବର୍ଷ – ୧, ୮୩୯ ମସିହା
କ୍ଷେତ୍ରଫଳ – ୨, ୫୮୫ ବର୍ଗ କି.ମି.
ଜନସଂଖ୍ୟା – ୯, ୩୪, ୮୧୪
ସାକ୍ଷରତା ହାର- ୧୦୦%
ସଂସଦର ନାମ- ଚାମ୍ୱର ଅଫ୍ ଡେପୁଟିଜ୍
ଭାଷା – ଫ୍ରେଞ୍ଚ, ଜର୍ମାନ୍
ପ୍ରଚଳିତ ମୁଦ୍ରା – ୟୁରୋ
୪୦. ଲିଥୁନିଆ :
ରାଜଧାନୀ – ଭିଲ୍ନିସ୍
ସ୍ୱାଧୀନତା ଦିବସ – ୧୧/୦୩/୧୯୯୦
କ୍ଷେତ୍ରଫଳ – ୬୫,୩୦୦ ବର୍ଗ କି.ମି.
ଜନସଂଖ୍ୟା – ୨,୭୧୮,୩୫୨
ସାକ୍ଷରତା ହାର- ୯୯.୭%
ସଂସଦର ନାମ- ସେଇମାସ୍
ଭାଷା – ଲିଥୁଆନିଆନ୍
ପ୍ରଚଳିତ ମୁଦ୍ରା – ଲିଟାସ୍
୪୧. ଲିଚେଷ୍ଟିନ୍ :
ରାଜଧାନୀ – ଭାଦୁଜ
ସ୍ୱାଧୀନତା ଦିବସ – ୨୩/୦୧/୧୭୧୯
କ୍ଷେତ୍ରଫଳ – ୧୬୦ ବର୍ଗ କି.ମି.
ଜନସଂଖ୍ୟା – ୩୮, ୨୫୦
ସାକ୍ଷରତା ହାର – ୧୦୦%
ସଂସଦର ନାମ – ଲାଣ୍ଡ ଟାଗ୍
ଭାଷା – ଜର୍ମାନ୍
ପ୍ରଚଳିତ ମୁଦ୍ରା – ସୁଇସ୍ ଫ୍ରାଙ୍କ
୪୨. ଲାଟିଭିଆ :
ରାଜଧାନୀ – ରିଗା
ସ୍ୱାଧୀନତା ଦିବସ – ୨୧/୦୮/୧୯୯୧
କ୍ଷେତ୍ରଫଳ- ୬୪,୫୮୯ ବର୍ଗ କି.ମି.
ଜନସଂଖ୍ୟା – ୧,୮୨୫,୮୭୩
ସାକ୍ଷରତା ହାର- ୯୯.୮%
ସଂସଦର ନାମ- ସାଏମା
ଭାଷା – ଲାଟାଭିଆନ୍
ପ୍ରଚଳିତ ମୁଦ୍ରା – ଲାଟସ୍
୪୩. ଇଟାଲି :
ରାଜଧାନୀ – ରୋମ୍
ସ୍ୱାଧୀନତା ଦିବସ – ୧୭/୦୩/୧୮୬୧
କ୍ଷେତ୍ରଫଳ – ୩,୦୧, ୩୩୮ ବର୍ଗ କି.ମି.
ଜନସଂଖ୍ୟା – ୬୦,୨୦୪,୩୨୩
ସଂସଦର ନାମ – ପାର୍ଲିଆମେଣ୍ଟ
ସାକ୍ଷରତା ହାର- ୯୯%
ଭାଷା – ଇଟାଲିଆନ୍
ପ୍ରଚଳିତ ମୁଦ୍ରା – ୟୁରୋ
ଅଷ୍ଟ୍ରେଲିଆ ମହାଦେଶ odisha gk pdf 2023
୧. ଅଷ୍ଟ୍ରେଲିଆ :
ରାଜଧାନୀ – କାନ୍ବେରା
ସ୍ୱାଧୀନତା ଦିବସ – ୦୧/୦୧/୧୯୦୧
କ୍ଷେତ୍ରଫଳ- ୭୬,୮୨,୦୨୪ ବର୍ଗ କି.ମି.
ଜନସଂଖ୍ୟା – ୨୬,୩୫୮,୭୮୭
ସାକ୍ଷରତା ହାର- ୯୯%
ସଂସଦର ନାମ – ପାର୍ଲିଆମେଣ୍ଟ
ପ୍ରଚଳିତ ମୁଦ୍ରା – ଅଷ୍ଟ୍ରେଲିଆନ୍ ଡଲାର
୨. ଫିଜି :
ରାଜଧାନୀ – ସୁଭା
ସ୍ୱାଧୀନତା ଦିବସ – ୧୦/୧୦/ ୧୯୭୦
କ୍ଷେତ୍ରଫଳ – ୧୮,୨୭୫ ବର୍ଗ କି.ମି.
ଜନସଂଖ୍ୟା – ୯୧୫,୨୭୮
ସାକ୍ଷରତା ହାର- ୯୨.୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଫିଜି ଡଲାର
୩. ସୋମୋଆ :
ରାଜଧାନୀ – ଆକ୍ଷିଆ
ସ୍ୱାଧୀନତା ଦିବସ – ୦୧/୦୧/୧୯୬୨
କ୍ଷେତ୍ରଫଳ- ୨,୮୪୧ ବର୍ଗ କି.ମି.
ଜନସଂଖ୍ୟା – ୨୦୨,୨୩୬
ସାକ୍ଷରତା ହାର- ୯୯.୭%
ସଂସଦର ନାମ- ଲେଜିସ୍ଲେଟିଭ୍ ଆସେମ୍ବ୍ଲି
ଭାଷା – ସାସଜ୍, ଇଂରାଜୀ
ପ୍ରଚଳିତ ମୁଦ୍ରା – ତାଲା
୪. ପାଲାଉ :
ରାଜଧାନୀ – ମେଲେ କିଓକ୍
ସ୍ୱାଧୀନତା ଦିବସ – ୦୧/୧୦/୧୯୯୪
କ୍ଷେତ୍ରଫଳ – ୪୫୯ ବର୍ଗ କି.ମି.
ଜନସଂଖ୍ୟା – ୧୮,୩୪୪
ସାକ୍ଷରତା ହାର- ୯୯.୫%
ସଂସଦର ନାମ- ନେସନାଲ ଆସେମ୍ବ୍ଲି
ଭାଷା – ଇଂରାଜୀ, ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା – ଆମେରିକାନ୍ ଡଲାର
୫. ଭାନୁଆଟୁ :
ରାଜଧାନୀ – ଭିଲ୍ଲା
ସ୍ୱାଧୀନତା ଦିବସ – ୩୦/୦୭/୧୯୮୦
କ୍ଷେତ୍ରଫଳ – ୧୨, ୧୯୯ ବର୍ଗ କି.ମି.
ଜନସଂଖ୍ୟା – ୩୨୭,୯୭୯
ସାକ୍ଷରତା ହାର- ୮୫.୨୫%
ସଂସଦର ନାମ- ନେସେନାଲ ଆସେମ୍ବ୍ଲି
ଭାଷା – ବିସ୍ଲାମା, ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା – ଭାଟୁ
୬. ତୁଭାଲୁ :
ରାଜଧାନୀ – ପୁନାଫୁଟି
ସ୍ୱାଧୀନତା ଦିବସ – ୦୧/୧୦/ ୧୯୭୮
କ୍ଷେତ୍ରଫଳ – ୨୬ ବର୍ଗ କି.ମି.
ଜନସଂଖ୍ୟା – ୧୨,୨୧୪
ସାକ୍ଷରତା ହାର- ୧୦୦%
ସଂସଦର ନାମ- ନେସେନାଲ ଆସେମ୍ବ୍ଲି
ଭାଷା – ସୁଭାଲାଉନ୍
ପ୍ରଚଳିତ ମୁଦ୍ରା – ଅଷ୍ଟ୍ରେଲିଆ ଡଲାର୍
ଭାଷା – ନାଉରୁଆନ୍
୭. ଟୋଙ୍ଗା :
ରାଜଧାନୀ – ନୁକୁ ଆଲୋଫା
ସ୍ୱାଧୀନତା ଦିବସ – ୦୪/୦୬/ ୧୯୭୦
କ୍ଷେତ୍ରଫଳ- ୭୪୮ ବର୍ଗ କି.ମି.
ଜନସଂଖ୍ୟା – ୧୦୯,୧୬୯
ସାକ୍ଷରତା ହାର- ୯୯.୪୧%
ସଂସଦନର ନାମ – ଲେଜିସ୍ଲେଟିଭ୍ ଆସେମ୍ବ୍ଲି
ଭାଷା – ତୋଙ୍ଗନ୍
ପ୍ରଚଳିତ ମୁଦତ୍ରା – ପାଙ୍ଗା
୮. ସୋଲାମନ୍ ଦ୍ୱୀପ :
ରାଜଧାନୀ – ହୋନିଆରା
ସ୍ୱାଧୀନତା ଦିବସ – ୦୭/୦୭/୧୯୭୮
କ୍ଷେତ୍ରଫଳ – ୨୮,୩୯୯ ବର୍ଗ କି.ମି.
ଜନସଂଖ୍ୟା – ୭୩୫,୭୮୪
ସାକ୍ଷରତା ହାର- ୮୪.୧%
ସଂସଦର ନାମ – ନେସନାଲ ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ସୋଲୋମନ୍ ଡଲାର
୯. ପାପୁଆ ନିଉଗିନିଆ :
ରାଜଧାନୀ – ପୋର୍ଟ ନୋନର୍ସଜି
ସ୍ୱାଧୀନତା ଦିବସ – ୧୪/୦୫/୧୮୧୧
କ୍ଷେତ୍ରଫଳ- ୪,୬୨,୮୪୦ ବର୍ଗ କି.ମି.
ଜନସଂଖ୍ୟା – ୯,୪୩୮,୮୩୮
ସାକ୍ଷରତା ହାର – ୬୧.୬୦%
ସଂସଦର ନାମ – ନ୍ୟାସନାଲ ପାର୍ଲିଆମେଣ୍ଟ
ଭାଷା – ହିରି, ମୋଟୁ, ଟୋକ୍, ପିସିନ୍
ପ୍ରଚଳିତ ମୁଦ୍ରା – କିନା
୧୦. ନିଉଜିଲାଣ୍ଡ :
ରାଜଧାନୀ – ୱେଲିଙ୍ଗଟନ୍
ସ୍ୱାଧୀନତା ଦିବସ – ୨୯/୦୯/୧୯୦୭
କ୍ଷେତ୍ରଫଳ – ୨,୬୮,୦୨୧ ବର୍ଗ କି.ମି.
ଜନସଂଖ୍ୟା – ୨,୬୧୬,୦୦୦
ସାକ୍ଷରତା ହାର- ୯୯%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ନାଉରୁଆନ୍
ପ୍ରଚଳିତ ମୁଦ୍ରା – ନିଉଜିଲ୍ୟାଣ୍ଡ ଡଲାର
୧୧. ନାଉରୁ :
ରାଜଧାନୀ – ୟାରେ
ସ୍ୱାଧୀନତା ଦିବସ – ୩୧/୦୧/୧୯୬୮
କ୍ଷେତ୍ରଫଳ – ୨୧ ବର୍ଗ କି.ମି.
ଜନସଂଖ୍ୟା – ୧୧, ୨୮୮
ସାକ୍ଷରତା ହାର – ୯୬.୫%
ସଂସଦର ନାମ- ପାର୍ଲିଆମେଣ୍ଟ
ଭାଷା – ନାଉରୁଆନ୍
ପ୍ରଚଳିତ ମୁଦ୍ରା – ଅଷ୍ଟ୍ରେଲିଆନ୍ ଡଲାର
୧୨. ମିକ୍ରୋନେସିଆ :
ରାଜଧାନୀ – ପାଲିକିର୍
ସ୍ୱାଧୀନତା ଦିବସ – ୦୩/୧୧/୧୯୮୬
କ୍ଷେତ୍ରଫଳ – ୭୦୨ ବର୍ଗ କି.ମି.
ଜନସଂଖ୍ୟା – ୫୬୪,୬୩୨
ସାକ୍ଷରତା ହାର- ୮୯%
ସଂସଦର ନାମ- କଂଗ୍ରେସ
ଭାଷା – ଇଂରାଜୀ
ପ୍ରଚଳିତ ମୁଦ୍ରା – ଆମେରିକୀୟ ଡଲାର୍
୧୩. ମାର୍ଶାଲ ଦ୍ୱୀପପୁଞ୍ଜ :
ରାଜଧାନୀ – ଡେଲାପ୍ ଭଲିଗା ଦାରିଟ
ସ୍ୱାଧୀନତା ଦିବସ – ୨୧/୧୦/୧୯୮୬
କ୍ଷେତ୍ରଫଳ – ୧୮୧ ବର୍ଗ କି.ମି.
ଜନସଂଖ୍ୟା – ୬୦,୩୪୮
ସାକ୍ଷରତା ହାର- ୮୧.୧%
ସଂସଦର ନାମ – ନିତିଜେଲା
ଭାଷା – ମାର୍ଶାଲିଜ୍
ପ୍ରଚଳିତ ମୁଦ୍ରା – ଆମେରିକୀୟ ଡଲାର
୧୪. କିରିବାଟି :
ରାଜଧାନୀ – ରଭାୱା
ସ୍ୱାଧୀନତା ଦିବସ – ୧୨/୦୭/ ୧୯୭୯
କ୍ଷେତ୍ରଫଳ – ୮୧୧ ବର୍ଗ କି.ମି.
ଜନସଂଖ୍ୟା – ୧୨୪,୭୬୬
ସାକ୍ଷରତା ହାର- ୮୮.୬୭%
ସଂସଦର ନାମ – ପାର୍ଲିଆମେଣ୍ଟ
ଭାଷା – ଇଂରାଜୀ, ଗ୍ଲିବେର୍ଜେଜ୍
ପ୍ରଚଳିତ ମୁଦ୍ରା – ଅଷ୍ଟ୍ରେଲିଆନ୍ ଡଲାର