Swain Flu ସ୍ଵାଇନ୍ ଫ୍ଲୁ | Influenza (ଏଚ୍1 ଏନ୍1) ରୋଗ ସମ୍ପର୍କରେ କିଛି ଜାଣିବା କଥା

Swain Flu ସ୍ଵାଇନ୍ ଫ୍ଲୁ ପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହା ଚିକିତ୍ସା ଦ୍ଵାରା ଭଲ ହୋଇପାରିବ। ଅଧିକାଂଶ ଥଣ୍ଡା, ଜ୍ଵର ଓ କାଶ ସ୍ଵାଇନ ଫ୍ଲୁ ନୁହେଁ ।

Swain Flu ସ୍ଵାଇନ୍ ଫ୍ଲୁ ଏହାର ଲକ୍ଷଣ:

  • ଜ୍ଵର, କାଶ ଓ ଗଳା ଦରଜ, ମୁଣ୍ଡ ବିନ୍ଧା, ଦେହ ଘୋଳାବିନ୍ଧା, ତରଳ ଝାଡ଼ା, ବାନ୍ତି ଏବଂ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା।

               (କୌଣସି ବ୍ୟକ୍ତି ସ୍ଵାଇନ୍ ଫ୍ଲୁ Swain Flu ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବେ କିମ୍ବା ସ୍ଵାଇନ ଫ୍ଲୁ ଆକ୍ରାନ୍ତ ଅଞ୍ଚଳରୁ ଆସିଥିବେ ତେବେ ତାଙ୍କଠାରେ ଏ ରୋଗ ଦେଖାଯିବା ସମ୍ଭାବନା ଅଧିକ। ତେଣୁ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ।

For Swain Flu information in English Please “Click Here”

ମନେରଖନ୍ତୁ:

  • ଆପଣଙ୍କ ଘରେ କିମ୍ବା ଆପଣଙ୍କ ଅଞ୍ଚଳରେ ଏଭଳି ଲକ୍ଷଣ ଥିବା ବ୍ୟକ୍ତି ଦେଖାଯାଆନ୍ତି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • ଘରେ ରହିବାପାଇଁ କୁହନ୍ତୁ ଓ ଅନ୍ୟମାନଙ୍କ ସହ ମିଳାମିଶା କରିବାପାଇଁ ମନା କରନ୍ତୁ।
  • ଏଣେ ତେଣେ ଛେପ ଓ ଖଙ୍କାର ପକାଇବାକୁ ବାରଣ କରନ୍ତୁ।
  • କାଶିବା ଓ ଛିଙ୍କିବାବେଳେ ପାଟି ଏବଂ ନାକକୁ ରୁମାଲ କିମ୍ବା କପଡ଼ା ଘୋଡ଼ାଇବାପାଇଁ କୁହନ୍ତୁ।
  • ନାକ, ଆଖି କିମ୍ବା ମୁହଁକୁ ଛୁଇଁବା ପୂର୍ବରୁ ଏବଂ ପରେ ହାତକୁ ଭଲଭାବରେ ସାବୁନ୍ ରେ ଧୁଅନ୍ତୁ।

କେତେକ ରୋଗ ଓ ଅଣୁଜୀବ

ରୋଗ ଅଣୁଜୀବ
ନାଳଝାଡ଼ାଏଣ୍ଟାମିବା
ମ୍ୟାଲେରିଆ ପ୍ଲାଜମୋଡ଼ିୟମ୍
କାଛୁ   ମାଇଟ୍
ହାଡ଼ଫୁଟି, ମିଳିମିଳା, ବସନ୍ତ, ଥଣ୍ଡା, ସର୍ଦ୍ଦି, ପୋଲିଓ, ଗାଲୁଆ, ଏଡ଼୍ସଭୂତାଣୁ

ସ୍ଵାଇନ୍ ଫ୍ଲୁ Swain Flu ସ୍ଵାସ୍ଥ୍ୟ ଟିପ୍ସ

ସ୍ଵାଇନ୍ ଫ୍ଲୁ  Swain Flu ସ୍ଵାସ୍ଥ୍ୟ ଟିପ୍ସ
  • ଆମ ଶରୀରରେ ଯେତେ ଜିନିଷର ଆବଶ୍ୟକତା ରହିଛି ତନ୍ମଧ୍ୟରୁ 10 ପ୍ରତିଶତ ହେଉଛି ତେଲ। ଜଣେ ପ୍ରତିଦିନ ଯେତିକି ଖାଦ୍ୟ ଖାଇଥାଏ ସେଥିରୁ ଉତ୍ପନ୍ନ କ୍ୟାଲୋରୀ ମଧ୍ୟରୁ 10 ପ୍ରତିଶତ ଫ୍ୟାଟ୍ ରୁ ଆସିଥାଏ। ଅର୍ଥ।ତ୍, ଯଦି ଜଣକ ଖାଦ୍ୟରେ 1600 କ୍ୟାଲୋରୀ ରହିଛି ତା’ ମଧ୍ୟରୁ 160 କ୍ୟାଲୋରୀ ଆସିଛି ଫ୍ୟାଟ୍ ରୁ। ଏହି ଫ୍ୟାଟ୍  ଅଂଶ ଖାଉଥିବା ଖାଦ୍ୟରେ ଥିବା ତେଲ ଅଂଶରୁ ଆସେ।
  • ଯେଉମାନେ ଅଧିକ ପରିମାଣର ମାଂସ ଖାଇଥାନ୍ତି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ମଧ୍ୟରୁ କୋଲେଷ୍ଟେରଲ ଅନ୍ୟତମ। ଅଣ୍ଡାର କେଶରରେ କମ୍ ପରିମାଣରେ କୋଲେଷ୍ଟେରଲ ରହିଥାଏ। ହେଲେ ଛଣା ହୋଇଥିବା ମାଛ କୋଲେଷ୍ଟେରଲ ବଢ଼ାଇବାରେ ସାହାଯ୍ୟ କରିଥାଏ।
  • ବାଦାମ, କାଜୁ, ପିସ୍ତା ଶତ ପ୍ରତିଶତ କୋଲେଷ୍ଟେରଲ ମୁକ୍ତ ଅଟେ। ହେଲେ ଏସବୁ ଖାଦ୍ୟରେ ଟ୍ରାଇଗ୍ଲାସରାଇଡ଼୍ ଭରି ରହିଛି। କେବଳ ବାଦାମ୍ ରେ 60 ପ୍ରତିଶତ ଟ୍ରାଇଗସରାଇଡ଼୍ ରହିଥାଏ।

air pollution essay in odia, Guru divas odia essay ଗୁରୁ ଦିବସ, Top 10 Online Earn Money Tips in ODIA 2023, ଗୁଗଲ ରୁ ଟଙ୍କା କିପରି ରୋଜଗାର କରିବେ। How to Earn Money from Google

‘ଷ୍ଟ୍ରୋକ୍ ’ରୁ ସୁରକ୍ଷା

ଷ୍ଟ୍ରୋକର ଅନ୍ୟ ନାମ ‘ବ୍ରେନ୍ ଆଟାକ’। ହାର୍ଟ ଆଟାକ୍ ଭଳି ଯେତେବେଳେ ମସ୍ତିଷ୍କ ଧମନୀରେ ରକ୍ତ ଜମାଟ ବାନ୍ଧି ଯାଏ କିମ୍ବା ଧମନୀ ଛିଡ଼ିଯାଏ ତେବେ ‘ଷ୍ଟ୍ରୋକ୍’ ହୁଏ। ଏହା ମୁଣ୍ଡରେ ଯୋରରେ ଆଘାତ କଲାଭଳି। ଷ୍ଟ୍ରାଇକ୍ ରୁ ଷ୍ଟ୍ରୋକ୍।

ଷ୍ଟ୍ରୋକ୍ ହେଲେ ମସ୍ତିଷ୍କର କୋଷମାନ ଅମ୍ଳଜାନ ଓ ପୁଷ୍ଟିକର କୋଷ ସୁରକ୍ଷାକାରୀ ଖାଦ୍ୟ ନପାଇ ମରିଯାଆନ୍ତି। ଫଳରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଆନ୍ତି। କଥା କହିବା, ଚାଲିବା, ଭାବିବା, ମନେ ରଖିବା ଭଳି ସୂକ୍ଷ୍ମ କାର୍ଯ୍ୟ ବନ୍ଦ ହୋଇଥାଏ।

ଷ୍ଟ୍ରୋକର କାରଣ:

1.            ଉଚ୍ଚ ରକ୍ତଚାପ (140/9ରୁ ଅଧିକ)

2.            ପୃଥୁଳ ଶରୀର, ଆଳସ୍ୟ, ବ୍ୟାୟାମ ନ କରିବା, ପେଟରେ ଅଧିକ ଚର୍ବି ରହିବା।

3.            ଅଧିକ ତମାଖୁ ସେବନ, ବିଡ଼ି, ସିଗାରେଟ୍, ଗୁଣ୍ଡିପାନ।

4.            ଅଧିକ ମଦ ପିଇବା (ଚାରୋଟି ଷ୍ଟାଣ୍ଡାର୍ଡ଼ ଡ୍ରିଙ୍କରୁ ବେଶୀ)

5.            ଡାଇବେଟିସ୍, (ଅଧିକ ରକ୍ତ କୋଲେଷ୍ଟେରଲ, ଟ୍ରାରଗ୍ଲିସେରାଇଡ଼୍)

6.            ହୃଦ୍ ରୋଗ ଓ ହାର୍ଟ ଫେଲ୍ୟୁଅର।

ଏହି ପ୍ରକାର କାରଣଗୁଡ଼ିକ ସତର୍କତାର ସହିତ ଚିକିତ୍ସା କଲେ ଲାଭ ହୁଏ। ଏହାବ୍ୟତୀତ ଷ୍ଟ୍ରୋକ୍ ବଂଶଗତ। ପଞ୍ଚାନନ ବର୍ଷ ବୟସ ପରେ ଅଧିକ  ସ୍ତ୍ରୀଲୋକମାନଙ୍କର ଗର୍ଭ ସମୟରେ ଏବଂ ଋତୁଚକ୍ର ବନ୍ଦ ହେଲାପରେ ଅଧିକ ଷ୍ଟ୍ରୋକ୍ ହୋଇଥାଏ। ଏ ପ୍ରକାର କାରଣଗୁଡ଼ିକ ଉପରେ ଆମ୍ଭମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ।

ଷ୍ଟ୍ରୋକ୍ ଚିହ୍ନିବ କିପରି?

ଏହାକୁ ଇଂରାଜୀ ଅକ୍ଷରରେ F.A.S.T. କୁହାଯାଏ। ଏଫ୍ ରେ ଫେସ୍ (ମୁହଁ) ଏରେ ଆର୍ମ (ହାତ), ଏସ୍ ରେ ସ୍ପିଚ୍ (କଥା କହିବା)ଟିରେ ଟାଇମ୍ (ସମୟ)। ଯଦି ଝିମ୍ ଝିମ୍ ହୋଇ ଗୋଟିଏ ପଟ ଅଙ୍ଗ ଦୁର୍ବଳ ଲାଗେ, କହିବା ବୁଝିବା ମନେ ରଖିବା ହଠାତ୍ ହୋଇପାରେ ନାହିଁ, ହଠାତ୍ ଆଖିକୁ ନ ଦିଶିବା, ମୁଣ୍ଡ ବିନ୍ଧିବା, ଚାଲିବାରେ ଅସୁବିଧା, ମୁଣ୍ଡ ଘୁରାଇ ବାଲାନ୍ସ ହରାଇବା, ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମୁହଁ ବଙ୍କା ହୋଇଯାଏ, ହାତ ଝୁଲିପଡ଼େ ଉପରକୁ ଉଠେ ନାହିଁ। ପାଟି ଗଣଗଣ ଶୁଭି କଥା ବୁଝି ହୁଏନାହିଁ। ତେବେ ହେଳା ନ କରି ଡାକ୍ତର ଓ ଆମ୍ବୁଲାନ୍ସ ଡାକିବାର ସମୟ।

ସ୍ଵାଇନ୍ ଫ୍ଲୁ Swain Flu ପାଇଁ ବିଶ୍ରାମ

ସୁସ୍ଥ ଓ ପ୍ରସନ୍ନ ରହିବା ପାଇଁ ବିଶ୍ରାମ ଏକମାତ୍ର ମୁଖ୍ୟ ଚାବିକାଠି। ଚାପଯୋଗୁଁ ସୃଷ୍ଟି ହେଉଥିବା ରୋଗ ପାଇଁ ଏହା ଆଣ୍ଟିଡୋଟ୍ ଭାବେ କାର୍ଯ୍ୟକରେ। ବିଶ୍ରାମ ନେଲେ ଶରୀର ସତେଜ ରହିଥାଏ। ବିଶ୍ରାମର ଉପକାରିତା ନେଇ ଅନେକ ଗବେଷଣା ହୋଇଛି। ଏହା ଶରୀର ପାଇଁ ବେଶ୍ ଉପକାରି ବୋଲି ଜଣାପଡ଼ିଛି।

ଦୈନନ୍ଦିନ ଜୀବନରେ ବିଶ୍ରାମକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ଏଥିପାଇଁ ପ୍ରତିଦିନ କିଛି ସମୟ ଶରୀରକୁ ବିଶ୍ରାମ ଦେବା ଆବଶ୍ୟକ। ବିଶ୍ରାମ ପାଇଁ ଧ୍ୟାନ ଏକ ପ୍ରମୁଖ ମାଧ୍ୟମ। ଏହା ଶରୀରକୁ ଫୂର୍ତ୍ତି ରଖିବା ସହ ନିରାଶ ଦୂର କରେ। ବିଶ୍ରାମ ନ କଲେ Swain Flu ସ୍ଵାଇନ୍ ଫ୍ଲୁ ଭଳି ରୋଗ ଏବଂ ଆହୁରି ଅନ୍ୟ ରୋଗ ଆକ୍ରମଣ କରେ ନାହିଁ ।

ବିଶ୍ରାମର ଆଉ ଗୋଟିଏ ବଡ଼ ମାଧ୍ୟମ ହେଲା ଶୟନ। ଶୟନ ଦ୍ଵାରା ଦୈନନ୍ଦିନ ଜୀବନରେ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଥାଏ। ଯଦିଓ ଶୋଇବା ହିତକାରୀ ହୋଇଥାଏ ତେବେ କେତେ ସମୟ ଶୋଇବା ଆବଶ୍ୟକ ଏହା କାହିଁକି ଜରୁରୀ ସେ ନେଇ ଅଧିକାଂଶ ଲୋକ ଜାଣିନଥାନ୍ତି। ହାଭାର୍ଡ଼ ମେଡ଼ିକାଲ ସ୍କୁଲର ସ୍ଲିପ୍ ମେଡ଼ିସିନ୍  ବିଭାଗ ତଥ୍ୟ ଅନୁସାରେ, ଶରୀର ପାଇଁ ଖାଦ୍ୟ, ପାନୀୟ ଓ ନିଃଶ୍ଵାସ ପ୍ରଶ୍ଵାସର ଯେତିକି ରୂହିଦା ଅଛି ବିଶ୍ରାମର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଶୟନର ପ୍ରଭାବ ନେଇ ଅନେକ ଗବେଷଣା ହୋଇଛି। ଏଥିରୁ ଜଣାପଡ଼ିଛି ଯେ, ଶାରୀରିକ ସ୍ଵାସ୍ଥ୍ୟ ଦୀର୍ଘ ଆୟୁଷ ଓ ପ୍ରସନ୍ନ ରହିବା ପାଇଁ ଶୋଇବା ନିହାତି ଜରୁରୀ। ଯଦି ଜଣେ ବ୍ୟକ୍ତି ରାତ୍ରିରେ ଉତ୍ତମ ନିଦ୍ରା ଯାଇଥିବ ତେବେ ସେ ନିଜକୁ ସତେଜ ଅନୁଭବ କରିବା ସହ ତାହାର ଚିନ୍ତାଧାରା ସ୍ପଷ୍ଟ ହେବ। ଅପରପକ୍ଷରେ ସ୍ପଳ୍ପନିଦ୍ରା, ଚିନ୍ତାଧାରା, ପଢ଼ିବାର ଦକ୍ଷତା, ମାନସିକ ଶାନ୍ତି ପ୍ରଭୃତିକୁ ପ୍ରଭାବିତ କରିବ।

Swain Flu ସ୍ଵାଇନ୍ ଫ୍ଲୁ ଦୂର କରିବାକୁ ବିଶ୍ରାମ ନେବା ପାଇଁ କ’ଣ କରିବାକୁ ପଡ଼ିବ

  • ହୃଦସ୍ପନ୍ଦନକୁ କମାଇ ହୃଦୟକୁ ବିଶ୍ରାମ ଦିଅନ୍ତୁ।
  • ରକ୍ତଚାପ କମାନ୍ତୁ।
  • ନିଶ୍ଵାସ ପ୍ରଶ୍ଵାସର ବେଗକୁ କମାନ୍ତୁ, ଏହା ଅମ୍ଳଜାନ ଆବଶ୍ୟକତାକୁ ହ୍ରାସ କରିଥାଏ।
  • ମାଂସପେଶୀକୁ ରକ୍ତ ପ୍ରବାହ ବଢ଼ାଅ।
  • ମାଂସପେଶୀ ଉପରୁ ଚାପ କମାଅ।

Swain Flu ସ୍ଵାଇନ୍ ଫ୍ଲୁ ପାଇଁ ବିଶ୍ରାମର ଉପକାରିତା

  • ଅଧିକ ଶକ୍ତି ମିଳିଥାଏ।
  • ସୁଖ ନିଦ୍ରା ହୋଇଥାଏ।
  • ପ୍ରତିରୋଧକ ଶକ୍ତି ବଢ଼ାଏ।
  • ଏକାଗ୍ରତା ବଢ଼ାଏ।
  • ସମସ୍ୟା ଦୂରକାରୀ କ୍ଷମତା ବୃଦ୍ଧିକରେ।
  • କାର୍ଯ୍ୟଦକ୍ଷତା ବଢ଼ାଇଥାଏ।
  • ଦୁଖ ହ୍ରାସ କରେ, ରାଗ, କାନ୍ଦ, ଉତ୍ସୁକତା, ନିରାଶ ପଣିଆ କମାଇଥାଏ।
  • ମୁଣ୍ଡବ୍ୟଥା ଯନ୍ତ୍ରଣା ଦୂରକରେ।

Swain Flu ସ୍ଵାଇନ୍ ଫ୍ଲୁ ପାଇଁ ବୟସ ଅନୁଯାୟୀ ଶୟନ

ଜନ୍ମ ହୋଇଥିବା ଶିଶୁ (0ରୁ 2 ମାସ) 12ରୁ 18 ଘଣ୍ଟା

ଶିଶୁ (3ରୁ 11 ମାସ) 14ରୁ 16 ଘଣ୍ଟା

ଶିଶୁ (1ରୁ 3 ବର୍ଷ) 12ରୁ 14 ଘଣ୍ଟା

ଶିଶୁ (3ରୁ 5ବର୍ଷ) 11ରୁ 13 ଘଣ୍ଟା

ଶିଶୁ (5ରୁ  10ବର୍ଷ) 10ରୁ 11ଘଣ୍ଟା

ସ୍ପଳ୍ପ ବୟସ (11ରୁ 17ବର୍ଷ) 8ରୁ 9 ଘଣ୍ଟା 

ଯୁବ 7ରୁ 9 ଘଣ୍ଟା

Swain Flu ସ୍ଵାଇନ୍ ଫ୍ଲୁ ପାଇଁ କେତେ ସମୟ ଶୋଇବା ଉଚିତ :

ଶୟନ ଅଭାବରୁ ମୋଟାପଣ, ମଧୁମେହ, ହୃଦ୍ ରୋଗ ଏପରିକି ଶୀଘ୍ର ମୃତ୍ୟୁ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଶରୀର ପାଇଁ ଶୟନ ନିହାତି ଜରୁରୀ। ତେବେ ବ୍ୟକ୍ତି ଠାରୁ ବ୍ୟକ୍ତି ଏହାର ପରିମାଣ ଭିନ୍ନ ରହିଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋଲଜିର ଡିସଅର୍ଡ଼ର ଆଣ୍ଡ୍ ଷ୍ଟ୍ରୋକ୍ ରିପୋର୍ଟ ଅନୁଯାୟୀ, ଅଧିକାଂଶ ବ୍ୟକ୍ତି ରାତିରେ 7ରୁ 8 ଘଣ୍ଟା ଶୋଇବା ଆବଶ୍ୟକ। ତେବେ ଅନ୍ୟ କେତେକ ବ୍ୟକ୍ତି ପାଇଁ ରାତିରେ 5 ଘଣ୍ଟାର ନିଦ୍ରା ଜରୁରୀ ଥିବାବେଳେ ଆଉ କେତେକଙ୍କ ପାଇଁ 9ରୁ 10 ଘଣ୍ଟା ଶୋଇବା ନିହାତି ଆବଶ୍ୟକ।

Aladdin O Kuhuka Dipa Odia Gapa, Pradhan Mantri Jeevan Jyoti Yojana 2023

ଗବେଷଣାରୁ ଜଣାପଡ଼ିଛି ଯେ Swain Flu ସ୍ଵାଇନ୍ ଫ୍ଲୁ ପାଇଁ ନିୟମିତ ଭାବେ ଆବଶ୍ୟକ ପରିମାଣର ନିଦ୍ରା ଯାଉଥିବା ବ୍ୟକ୍ତି ନିଦ୍ରା ଅଭାବର ଶିକାର ହେଉଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ସୁସ୍ଥ ଥାନ୍ତି।

ଶୟନର ଲାଭ

ଶରୀରର ମରାମତି କରିଥାଏ : ଶୋଇବା ସମୟରେ ଶରୀର ଅଧିକ ପ୍ରୋଟିନ୍ ପ୍ରସ୍ତୁତ କରିଥାଏ। ଯାହାକି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

ହୃଦୟକୁ ସୁସ୍ଥ ରହେ : ହୃଦଯନ୍ତ୍ର ଲଗାତର କାର୍ଯ୍ୟ କରୁଥାଏ। ଫଳରେ ଏହା ଚାପର ଶିକାର ହୋଇଥାଏ। କିନ୍ତୁ ଶୋଇବା ବେଳେ ଏହା ଉପରକୁ ଚାପ କରିଥାଏ। ରକ୍ତଚାପ ନିୟନ୍ତ୍ରିତ ସ୍ତରକୁ ଆସିଥାଏ। କୋଲଷ୍ଟୋରଲ୍ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦଯନ୍ତ୍ର ସୁସ୍ଥ ଏବଂ ସୁରକ୍ଷିତ ରହିଥାଏ।

ଚାପ କମାଏ : ଶରୀର ଲଗାତର କାର୍ଯ୍ୟ କରିବା ଦ୍ଵାରା ମାନସିକ ଅଶାନ୍ତିରୁ ଚାପରେ ରହିଥାଏ। ତେବେ ଶୟନ ଦ୍ଵାରା ଶରୀର ସତେଜ ରହିଥାଏ ଓ ଚାପ କମିଥାଏ।

ସ୍ମୃତିଶକ୍ତି ବଢ଼ାଏ : ସ୍ପଳ୍ପନିଦ୍ରା ଯୋଗୁଁ ଅନେକ ସମୟରେ ମସ୍ତିଷ୍କର ଏକାଗ୍ରତା ଭଙ୍ଗ ହୋଇଥାଏ। ଏହି କାରଣରୁ ବେଳେବେଳେ ସ୍ମୃତିଶକ୍ତି ଜନିତ ସମସ୍ୟା ଦେଖାଦେଇଥାଏ। ଫଳରେ କିଛି ସମୟ ପୂର୍ବରୁ ହୋଇଥିବା ଆଲୋଚନା କଥା ବ୍ୟକ୍ତି ଜଣକ ଭୁଲିଯାଇଥାଏ। କିନ୍ତୁ ଶୋଇବା ସମୟରେ ମସ୍ତିଷ୍କ ଭଲଭାବେ କାର୍ଯ୍ୟ କରିଥାଏ ଏବଂ ସ୍ମୃତିଶକ୍ତି ତୀଲ କରିଥାଏ।

ଓଜନ ନିୟନ୍ତ୍ରିତ ହୁଏ : ଶୟନ ଦ୍ଵାରା ଖାଦ୍ୟପେୟକୁ ପ୍ରଭାବିତ ଓ ନିୟନ୍ତ୍ରଣ କରୁଥିବା ହରମୋନ ନିୟନ୍ତ୍ରିତ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି କମ୍ ଶୋଇବା ଯୋଗୁଁ ସାଧାରଣ ହରମୋନ୍ ଗୁଡ଼ିକର କାର୍ଯ୍ୟ ପ୍ରଭାବିତ ହୋଇଥାଏ। ଫଳରେ ଖାଦ୍ୟପେୟ ବୃଦ୍ଧି ପାଇଥାଏ। ଏହା ଶରୀରର ଓଜନ ବଢ଼ାଇଥାଏ। କିନ୍ତୁ ଶୋଇବା ଦ୍ଵାରା ଶରୀର ଓଜନ ନିୟନ୍ତ୍ରିତ ହୋଇଥାଏ।

ମଧୁମେହ ସମ୍ଭାବନା କମାଇଥାଏ : ନିଦ୍ରା ଅଭାବରୁ ଟାଇପ୍ 2 ମଧୁମେହ ହୋଇଥାଏ। ହାଭାର୍ଡ଼ ମେଡ଼ିକାଲ ସ୍କୁଲର ସ୍ଲିପ୍ ମେଡ଼ିସିନ୍ ବିଭାଗ ରିପୋର୍ଟ ଅନୁସାରେ ଯେଉ ସୁସ୍ଥବ୍ୟକ୍ତିର ନିଦ୍ରା ଦୈନିକ 8 ଘଣ୍ଟାରୁ 4 ଘଣ୍ଟା କମିଯାଏ ତାଙ୍କର ଗ୍ଲୁକୋଜ୍ ପ୍ରସ୍ତୁତି ମନ୍ଥର ହୋଇଥାଏ। ଏହା ମଧୁମେହ ସମ୍ଭାବନାକୁ ବୃଦ୍ଧି କରିଥାଏ। ତେଣୁ ନିୟମିତ 7ରୁ 8 ଘଣ୍ଟା ଶୋଇବା ଉଚିତ।

  • ଅସ୍ଥି, ମାଂସପେଶୀ ଓ ଲିଗାମେଣ୍ଟସ୍ ଗୁଡ଼ିକୁ ଭରଣା ଓ ମରାମତି କରିବାକୁ ପ୍ରତି ସପ୍ତାହରରେ ଦିନେ କିମ୍ବା ଦୁଇଦିନ ବିଶ୍ରାମ ଆବଶ୍ୟକ। ବିଶ୍ରାମ ସମୟରେ ହିଁ ମାଂସପେଶୀ ଗୁଡ଼ିକ ବୃଦ୍ଧି ହୋଇଥାଏ। ଯାହା ବ୍ୟାୟାମ ଦ୍ଵାରା ସମ୍ଭବ ହୋଇନଥାଏ। ଏହା Swain Flu ସ୍ଵାଇନ୍ ଫ୍ଲୁ ପରି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
  • ପର୍ଯ୍ୟ।ପ୍ତ ବିଶ୍ରାମ ଦ୍ଵାରା ଶରୀରରେ ଅଧିକ ଶକ୍ତି ସଞ୍ଚାର ହୋଇଥାଏ। ଫଳରେ ବ୍ୟକ୍ତି ଦକ୍ଷତାର ସହ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ।
  • ଏକ କ୍ଳାନ୍ତ ଚେହେରା ଓ ପଶି ଯାଇଥିବା ଆଖି ଅଧିକ ଆକର୍ଷଣୀୟ ହୋଇ ନଥାଏ। କିନ୍ତୁ ବିଶ୍ରାମ ନେବାଦ୍ଵାରା ବ୍ୟକ୍ତି ଅଧିକ ସୁନ୍ଦର ଦେଖାଯାଇଥାଏ ଓ ଆକର୍ଷଣୀୟ ହୋଇଥାଏ।
  • ବିଶ୍ରାମ ଅଭାବରୁ ଶରୀର ଚାପରେ ରହିଥାଏ। ଫଳରେ ହାଇପରଟେନସନ୍, ପେଟ ସମସ୍ୟା ଦେଖାଦେଇଥାଏ। ପର୍ଯ୍ୟ।ପ୍ତ ବିଶ୍ରାମ ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ।
  • ଶୋଇବା କମ୍ ହେବା ଦ୍ଵାରା ବ୍ୟକ୍ତିର ଜୀବନକାଳ ଉପରେ ପ୍ରଭାବ ପଡ଼ିଥାଏ। 5 ଘଣ୍ଟାରୁ କମ୍ 7 ଘଣ୍ଟାରୁ ଅଧିକ ଶୋଉଥିବା ବ୍ୟକ୍ତିମାନଙ୍କ ଜୀବନକାଳ ଶୀଘ୍ର ସରିଯାଇଥାଏ।
  • ଆଥଲେଟ୍ ମାନେ ଶୋଇବା ଦ୍ଵାରା ସେମାନଙ୍କ ପ୍ରଦର୍ଶନ ଅଧିକ ଉନ୍ନତ ହୋଇଥାଏ। ଗବେଷଣା ମୁତାବକ ପ୍ରତିଦିନ 10 ଘଣ୍ଟା ଶୋଉଥିବା ଫୁଟବଲ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ଆକର୍ଷିତ ହୋଇଥାଏ।

ଫଳରସ ପିଇଲେ ସ୍ଵାସ୍ଥ୍ୟର ଉନ୍ନତି ହେବା ସହ ଅବସାଦ କମିଥାଏ ଓ ସୁନିଦ୍ରାରେ ସାହାଯ୍ୟ ମିଳେ। Swain Flu ସ୍ଵାଇନ୍ ଫ୍ଲୁ ରୋଗର ପ୍ରତିକାର ପାଇଁ ଫଳରସର ଉପାଦେୟତା ଅଧିକାଂଶ, କିନ୍ତୁ କେତେକ ଏହା ନ ବୁଝି ବିଭିନ୍ନ କମ୍ପାନୀ ଦ୍ଵାରା ପ୍ରସ୍ତୁତ ରସାୟନ ପାନୀୟକୁ ଫଳରସ ଭାବି ବ୍ୟବହାର କରିଥାନ୍ତି। ଏହି ପାନୀୟରେ ପୁଷ୍ଟିକରକ ଥାଏ ଏବଂ ସେଥିରେ ଥିବା ଆମ୍ବ, କଦଳୀ, ସପୁରୀ ଇତ୍ୟାଦିର ସୁଗନ୍ଧ ଅପ୍ରାକୃତିକ ଏବଂ ଏହା ରସାୟନଗାରରେ କୃତ୍ରିମ ଭାବରେ ପ୍ରସ୍ତୁତ ହୋଇଥାଏ। ଶୋଇବା ପୂର୍ବରୁ ଉଷୁମ ଦୁଗ୍ଧରେ ମହୁ ମିଶାଇ ପିଇଲେ ମନ ସ୍ଥିର ଅବସ୍ଥାକୁ ଆସିଥାଏ। ଯଥେଷ୍ଟ ଅକ୍ସିଜେନ୍ ମିଳୁଥିବା ସ୍ଥାନରେ ଶୋଇଲେ ସୁନିଦ୍ରା ହୋଇଥାଏ। କେତେକଙ୍କର ଧାରଣା ଯେ, ନିଦ୍ରାହୀନତା ଜନିତ ସ୍ନାୟୁ ପ୍ରଣାଳୀର ଅବସନ୍ନତା ପାଇଁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇଲେ ଏହି ଅଭାବ ପୂରଣ ହୋଇଥାଏ। ବାସ୍ତବରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ ଦ୍ଵାରା ଅନେକ ସମୟରେ ଏହି ଅବସ୍ଥାର ସଂଶୋଧନ ହୋଇପାରେ ନାହିଁ।

ଏହି ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ଆମେ ନିଜପାଇଁ ସମୟ ବାହାର କରିବା ଓ ଆମେ ନିଜେ ନିଜର ଧ୍ୟାନ ରଖିଲେ Swain Flu ସ୍ଵାଇନ୍ ଫ୍ଲୁ ଏବଂ ଏହାଭଳି ଅନେକ ରୋଗ କୁ ମଧ୍ୟ ନିଜଠୁ ଦୂରରେ ରଖିପାରିବା ।

Leave a Comment